Will Anubhav Varsha Reunite!

0

After a long fight between a celebrity couple in Odisha, the State Women Commission Tuesday hoped to resolve the marital discord between BJD MP Anubhav Mohanty and his actress wife Varsha. The Commission Chairperson Minati Behera expressed this hope after holding talks with the couple at the SCW headquarters here. "I see a ray of hope in resolving the marital dispute...

Road Map For Digital Payment

0

There will be 100 Percent Payment by Digital Mode by end of February 2021 in at least two Districts of the State, feel Banking Officials. Bankers have been assigned this target to be achieved by February end positively. State Level Monitoring Committee On Digital Payments (SLMCDP) chaired by Ashok Kumar Meena, Principal Secretary Finance has chalked out Road Map in this...

Port On Business System

0

An Enterprise Business System (EBS) is being implemented at Five Major Ports including Paradip Port Trust (PPT).  Other Ports are Mumbai, Chennai, Deendayal, Kolkata and Haldia Port with project cost of approx.₹ 320 crores to provide a digital port ecosystem. This system will adopt leading International Practices without losing its alignment to existing local needs. A total of 2474 processes, PPT-274, ChPT – 671, DPT – 376, KoPT – 501, HDC – 374, MbPT – 278  were...

CAG Calls On CM

0

Comptroller and Auditor General (CAG) of India, Girish Chandra Murmu called on Chief Minister Naveen Patnaik on 29 December here at Naveen Niwas. Mr.Patnaik and Mr.Murmu discussed issues pertaining to prudent financial management, which Odisha Government is adopting. In fact, Odisha has been appreciated for Fiscal Management and maintaining its prudent fiscal path. Mr.Murmu along with senior officials of the AG Odisha...

ଦୁଇ ଜିଲ୍ଲାରେ ଡିଜିଟାଲ କାରବାର

0

ଭୁବନେଶ୍ୱର : ଅ।ସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ରାଜ୍ୟର ଦୁଇଟି ଜିଲ୍ଲାରେ ଶତ ପ୍ରତିଶତ ଦେୟ ଡିଜିଟାଲ ମୋଡ୍‍ରେ ହେବ । କଟକ ଓ ବଲାଙ୍ଗିର ଜିଲ୍ଲାରେ ଫେବୃୟାରୀ ଶେଷ ସୁଦ୍ଧା ଏହା କରିବାକୁ ବ୍ୟାଙ୍କ୍‍ଗୁଡିକୁ ଲକ୍ଷ୍ୟ ଦିଆଯାଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍‍ରେ ଅର୍ଥ ପ୍ରଦାନ ନେଇ ଥିବା ରାଜ୍ୟ ସ୍ତରୀୟ ମନିଟରିଂ କମିଟି (ଏସ୍‍ଏଲ୍‍ଏମ୍‍ସିଡିପି) ବୈଠକରେ ଏ ନେଇ ରୋଡ୍‍ମ୍ୟାପ ପ୍ରସ୍ତୁତ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, ରାଜ୍ୟ...

ଗସ୍ତ ଶତବାର୍ଷିକୀ ପାଳନ ପାଇଁ ତତ୍ପରତା

0

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି କାର୍ଯ୍ୟକ୍ରମ ସହିତ ଅସହଯୋଗ ଆନ୍ଦୋଳନର ଶତବାର୍ଷିକୀ ଏବଂ ଆସନ୍ତାବର୍ଷ ସ୍ୱାଧୀନତା ପ୍ରାପ୍ତିର ପ୍ଲାଟିନମ୍‍ ଜୁବୁଲି ପାଳନ ମାଧ୍ୟମରେ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଏବଂ ବିଶେଷକରି ଗ୍ରାମ ସ୍ୱରାଜର ପ୍ରୟୋଗଶାଳା ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ମତପ୍ରକାଶ ପାଉଛି । ୧୯୩୬ରେ ସ୍ୱତନ୍ତ୍ର...

ନନ୍ଦନକାନନ ପାଇଁ ୬୦୦ କୋଟିର ମାଷ୍ଟରପ୍ଲାନ୍‌

0

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତିକଳ୍ପେ ୬୦୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ...

ରିମୋଟରେ ଟ୍ରାକିଂ ହେବ ବିଶୋଧନାଗାର

0

ନୂଆଦିଲ୍ଲୀ : ହାଇଦ୍ରାବାଦ୍ ଠାରେ ଯୌଥ ଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନୂଆ ମାପଦଣ୍ଡର ରୂ ରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି...

କଣ୍ଟ୍ରୋଲ ଦୋକାନରେ ଓଜନ ଠକେଇ

0

ଭୁବନେଶ୍ୱର : କଣ୍ଟ୍ରୋଲ ଦୋକାନରେ ଖାଉଟିମାନେ ଯେପରି ଠକାମିର ଶିକାର ନହୁଅନ୍ତି ଏବଂ ସଠିକ ଓଜନର ଦ୍ରବ୍ୟ ପାଆନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଖିଲାଫକାରୀଙ୍କଠାରୁ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଓଡ଼ିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ କଣ୍ଟ୍ରୋଲ ଦୋକାନରେ ଦ୍ରବ୍ୟ ଓଜନ...

ଖୁସି ସଫ୍ଟୱୟର ଉନ୍ମୋଚିତ

0

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ‘ଖୁସି’ ସଫ୍ଟୱୟରକୁ ଉନ୍ମୋଚନ କରିଥିଲେ । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱୟର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ । ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣକାରୀମାନେ ଠିକ୍‌ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ୍‌...