Cabinet Clears Canal Bid

Bhubaneswar: State Cabinet chaired by Chief Minister Naveen Patnaik has approved a proposal on financial bid in respect of the construction of intake structure along with Pressure Main from RD 0.00 Km to RD 34,10 KM along the Right Bank of Bargarh Main Canal to proposed Intake location at RD 34.10 Km of Bargarh Main Canal of Gangadhar Meher...

3.5 Lakh Took Jabs

0

Bhubaneswar: DG Prisons Santosh Upadhyaya took the COVID-19 Vaccination along with other senior officials of Prison Administration. After taking Jab, Mr.Upadhyaya said it is pain less and safe to have COVID-19 Vaccine. As the Front Line Workers are taking interest in COVID-19 Vaccination more number of FLWs are receiving jabs. Odisha has crossed vaccination of nearly 3.5 Lakh beneficiaries, which include Health...

ଗଙ୍ଗାଧର ମେହେର ପ୍ରକଳ୍ପ କରିବ ଏଲ୍‍ଆଣ୍ଡଟି

0

ଭୁବନେଶ୍ୱର : ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇବା ସକାଶେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୪ଗୋଟି ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରିଥିବାବେଳେ ସର୍ବନିମ୍ନ ବିଡର ଭାବେ ଏଲ୍‍ଆଣ୍ଡଟିକୁ ଏହି କାମ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ୩୪୦କୋଟି ୩୬ଲକ୍ଷ ଟଙ୍କା ଓ ୧୬ ପଇସା ମୂଲ୍ୟର ଏକ ପ୍ରକଳ୍ପର ଟେଣ୍ଡରକୁ ଆଜି ଅନୁମୋଦନ କରିଛନ୍ତି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ୩୦ମାସ ମଧ୍ୟରେ ସାରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣ...

ଶିଳ୍ପ ବିଭାଗରୁ ଅଲଗା ହେଲା ହସ୍ତଶିଳ୍ପ

ଭୁବନେଶ୍ୱର : ଶିଳ୍ପ ବିଭାଗରୁ ଅଲା ହୋଇଯାଇଛି ହସ୍ତଶିଳ୍ପ । ହସ୍ତତନ୍ତ ଓ ହସ୍ତଶିଳ୍ପ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖି ଶିଳ୍ପ ବିଭାଗରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ମିଶ୍ରଣ ପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ ସଂଖ୍ୟା ବିଭିନ୍ନ ପଦ ପଦବୀ ଚିହ୍ନଟ କରାଯାଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ...

Odisha Shutdown On 15 FEB

0

Bhubaneswar: The Odisha Pradesh Congress Committee has announced a statewide shutdown on 15 February to protest against the rising prices of petrol and diesel in the state. OPCC President Niranjan Patnaik said that the bandh will be observed from 7 am to 1 pm across the state. “We know that the decision will inconvenience the people. But we have been forced...

ଓଡିଶାକୁ ଆର୍ନ୍ତଜାତିକ ପୁରସ୍କାର

ଭୁବନେଶ୍ୱର : ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଲାଗି ଆର୍ନ୍ତଜାତୀୟ ପୁରସ୍କାର ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା ଆର୍ନ୍ତଜାତିକ ତାଲିକାର ପ୍ରଥମ ୧୫ଟି ସ୍ଥାନରେ ଥିବାବେଳେ ପରବର୍ତ୍ତୀ ୩୦ଟି ତାଲିକାରେ ମଧ୍ୟ ନାମ ଦରଜ କରିଛି । ତାଲିକାରେ ଥିବା ସମସ୍ତ ୧୫ଟି ରାଜ୍ୟ ମେଡାଲ ପାଇବାକୁ ଥିବାବେଳେ ଅନ୍ୟ ୩୦ଟିକୁ ସାର୍ଟିଫିକେଟ ପ୍ରଦାନ କରାଯିବ ।ସହରାଞ୍ଚଳରେ ଓଡିଶା ସରକାର ଗ୍ରହଣ କରିଥିବା ଦୁଇଟି ପଦକ୍ଷେପ...

ଫେବୃଆରୀ ୧୫ରେ ଓଡିଶା ବନ୍ଦ

0

ଭୁବନେଶ୍ୱର : ଚଳିତ ମାସ ୧୫ ତାରିଖ ସୋମବାର ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୬ ଘଂଟିଆ ଓଡିଶା ବନ୍ଦ୍‌ର ଆହ୍ୱାନ ଦେଇଛନ୍ତି । ଏହି ବନ୍ଦ୍ ଡାକରାକୁ ରାଜ୍ୟର...

Urban Odisha In Global Awards List

0

Bhubaneswar: Odisha is the only state from India with two initiatives in the Top 15 and one initiative in the next top 30 deserving interventions have been shortlisted for Global Awards. Odisha Government’s two innovative urban initiatives namely - Urban Wage Employment Initiative (UWEI) implemented in all 114 Urban Local Bodies (ULBs) and Faecal Sludge and Septage Management (FSSM) in...

Window Clears 1242 Crore Investment

0

Bhubaneswar: State Level Single Window Clearance Authority (SLSWCA) has approved eight industrial projects envisaging the investment of Rs.1242.02 Crore in the metal and metal downstream, IT & ESDM, manufacturing, logistics and tourism sectors. Chief Secretary Suresh Chandra Mahapatra chaired SLSWCA on virtual mode on 9 February. These industrial projects will create employment opportunities for 3135 persons in the state. Chief Secretary Mr.Mahapatra...

ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ

0

ଭୁବନେଶ୍ୱର : ରାଜ୍ୟ ସରକାର ସ୍ଥାନୟ ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ନିର୍ମାଣ ହେବାକୁ ଥିବା ଏଭଳି ସ୍ମାରକୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ସଙ୍କେତ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାରଙ୍କୁ ପତ୍ର ଲେଖି ଅବଗତ କରିବା ସହିତ ଏହି...