13 Lakh Plus Receive Shots
Bhubaneswar: With overdrive for vaccination, till date 13, 84, 934 beneficiaries have been vaccinated in Odisha. On 16 March at least 1,00,421 beneficiaries were given COVID-19 Shots across the State. ACS Health & Family Welfare, Pradipta Kumar Mohapatra reviewed the status on Vaccination Management. Sources said that in 893 sites out of which 38 are Covaxin, 1,00,421 beneficiaries were vaccinated out of...
ଏପ୍ରିଲ୍ ୧୭ରେ ପିପିଲି ଭୋଟ୍
ଭୁବନେଶ୍ୱର : ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ହେବ । ଏଥିଲାଗି ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଚଳିତମାସ ୨୩ ତାରିଖରେ ବିଜ୍ଞପ୍ତି ଜାରି କରିବେ । ଘୋଷିତ ସୂଚନା ଅନୁଯାୟୀ ବିଜ୍ଞପ୍ତି ଜାରି ପରଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ନାମାଙ୍କନ ଦାଖଲର ଶେଷଦିନ ମାର୍ଚ୍ଚ ୩୦ ତାରିଖକୁ ରଖାଯାଇଛି । ତେବେ ତନଖି ପରେ ଯେଉଁ ପ୍ରାର୍ଥୀମାନଙ୍କ ନାମ ରହିବ ସେମାନଙ୍କ ମଧ୍ୟରୁ କେହି ଚାହିଁଲେ ଏପ୍ରିଲ ୩ତାରିଖ ସୁଦ୍ଧା ନାମ...
ଜିଦରେ ଅଟଳ ତିନିଦଳ
ଭୁବନେଶ୍ୱର: ନିଜ ନିଜ ଜିଦରେ ବିଜେଡି, ବିଜେପି ଓ କଂଗ୍ରେସ ଅଟଳ ରହିବା ଯୋଗୁ ଆଜି ବି ବିଧାନସଭା ପ୍ରଥମାର୍ଦ୍ଧରେ ଚାଲିପାରିନାହିଁ । ଶନିବାରଠାରୁ ନିଜ ନିଜ ଦାବି ପୂରଣ ଲାଗି ଏହି ତିନିଦଳ ବିଧାନସଭାକୁ ଏକପ୍ରକାର ଅଚଳ କରି ରଖିଛନ୍ତି । ବିଜେପି ଓ ବିଜେଡିର ବିଧାୟକମାନେ ଧାନ ସଂଗ୍ରହ ଦାବିରେ ବିଧାନସଭା ଭିତରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ଗୃହ ଚଳାଇ ନ ଦେବାକୁ ଧମକ ଦେଇଛି । ବଜେଟ୍...
BSF Tightens Border Vigil
Agartala: BSF Inspector General (IG) of Tripura Frontiers Sushanta Nath said the border sentinels have tightened vigil along the border in view of the upcoming district council polls. This move is taken up to thwart any militant threats and to prevent illegal immigration of Rohingya refugees. BSF IG Mr.Nath said “We have also introduced new technologies like use of CCTV cameras...
ଓଡିଶା ଲୁହାପଥର ଚୀନ୍କୁ ରପ୍ତାନି
ଭୁବନେଶ୍ୱର : ଓଡିଶାରୁ ଯେତେ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି ତାହା ମୁଖ୍ୟତଃ ଚୀନ୍କୁ ହିଁ ଯାଉଛି । ଏହି ଖଣିଜ ସାମଗ୍ରୀ ଓଡିଶାରେ ଥିବା ବନ୍ଦର ବ୍ୟତିର ରାଜ୍ୟ ବାହାରର ବନ୍ଦର ବାଟଦେଇ ରପ୍ତାନି କରାଯାଉଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪-୧୫ ରୁ ଚଳିତବର୍ଷ ଫେବୃୟାରୀ ୨୫ ତାରିଖ ସୁଦ୍ଧା ଓଡିଶାରୁ ବିଦେଶକୁ...
କର୍ଣ୍ଣାଟକ ଢାଞ୍ଚାରେ ବଜାର ବ୍ୟବସ୍ଥା କର
ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ପନିପରିବା ବିକ୍ରି ଓ ଖରିଦ ପାଇଁ କର୍ଣ୍ଣାଟକ ଢାଞ୍ଚାରେ ନିୟନ୍ତ୍ରିତ ବଜାର ଓ ମଣ୍ଡି ସ୍ଥାପନ ଲାଗି ବଜେଟ୍ରେ ଅର୍ଥ ବ୍ୟବସ୍ଥା ସକାଶେ କୃଷି ବିଭାଗ ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କର ନୂତନ କୃଷି ନୀତିରେ କର୍ଣ୍ଣାଟକ ମଡେଲକୁ ଅନୁସରଣ କରିଥିବା କମିଟି ଦର୍ଶାଇଛନ୍ତି । ବିଜେଡି ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ଜଣ ବିଧାୟକ ଥିବାବେଳେ କୃଷି ବିଭାଗ ପାଇଁ କେତେଗୁଡିଏ ସୁପାରିଶ୍...
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ରେ ବିଜୁ ଜୟନ୍ତୀ
ନୂଆଦିଲ୍ଲୀ : ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ଡଃ ବି.ବି.ଏଲ୍ ମଧୁକର ବିଜୁ ଜୟନ୍ତୀ ସମାରୋହ...
ଶିଶୁ ହିଂସା ରୋକିବାକୁ କୋର୍ କମିଟି
ପୁରୀ : ଶିଶୁମାନଙ୍କୁ ଯୌନ ଶୋଷଣ ଏବଂ ହିଂସାରୁ ରକ୍ଷା କରିବାକୁ ଏକ ଜାତୀୟସ୍ତରୀୟ କୋର୍ କମିଟି ଗଠନ କରାଯିବ। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଏନ୍ଏସିଜି-ଇଭାକର ପ୍ରତିନିଧି ତଥା ଶିଶୁ ଅଧିକାର ଦିଗରେ କାର୍ଯ୍ୟରତ ବିଶାରଦ ଏଥିରେ ସଦସ୍ୟ ରହିବେ। ଏହି କମିଟି ଶିଶୁ ଯୌନ ଶୋଷଣ ରୋକିବାକୁ ଜାତୀୟ ସ୍ତରୀୟ ଅଭିଯାନର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ। ଏନ୍ଏସିଜି-ଇଭାକ ଇଣ୍ଡିଆର ଜାତୀୟ ପରିଷଦ ବୈଠକରେ ଏହା କହିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ। ସବୁ ରାଜ୍ୟ...
Steel Sector Gets Domestic Supply
New Delhi: Union Minister for Steel Dharmendra Pradhan said that the demand of raw material i.e., iron ore for Indian Steel Industry is met from the domestic supply in the country while the demand of coking coal is met mainly through imports. Minister in a written reply in Lok Sabha said today that the focus of the Union Government is...
Biju Babu, Inspiration Source ;CM
Bhubaneswar: Biju Babu continues to be a great source of inspiration for all of us and always encouraged the people to use their potential to stand strong for the weak and disadvantaged in the face of strong adversity, Chief Minister Naveen Patnaik said on Monday. “We will always make endeavour to fulfill his dreams, his ambitions to recreate the...









