State Ready To Face Cyclone
Bhubaneswar: Chief Minister Naveen Patnaik on Saturday assured the people that the State Government is ready to face any eventuality due to possible cyclone in several coastal districts by 26 May. Reviewing the preparedness of the administration for the cyclone here, he said that every life is precious for the government and the administration will ensure a flawless preparation. Mr.Patnaik directed...
ୟାଶ ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ
ନୂଆଦିଲ୍ଳୀ : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାଶ’ ରୂପ ନେବାର ସମ୍ଭାବନା ଥିବାବେଳେ ଏହାର ମୁକାବିଲା ପାଇଁ ଭାରତୀୟ ନୌସେନା ପ୍ରସ୍ତୁତ ହୋଇ ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି । ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର...
ଆତଙ୍କିତ ନ ହେବା କୁ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ ଲୋକଙ୍କୁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ...
ଉତ୍ତରଓଡିଶାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
ଭୁବବେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି ଏବଂ ଆସନ୍ତା କାଲି ଏହା ଅବପାତର ରୂପ ନେଇ ଆସନ୍ତା ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ପରେ ଏହା ଉତ୍ତର ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖରେ ପଶ୍ଚିମବଙ୍ଗ ଓ ତତ୍ସଂଲଗ୍ନ ଉତ୍ତର ଓଡିଶା...
Secretary To CM Bags FIH Presidents Award
Bhubaneswar: Top Mandarin V Karthikeyan Pandian, Secretary to Chief Minister has been honored in a big way by the International Hockey Federation (FIH) for his huge contribution for the promotion and development of Hockey in Odisha. FIH in its 47th Congress on 22 May conferred with the prestigious Presidents Award to Mr.Pandian.On this event, the Hockey India has congratulated Mr.Pandian...
Sarma Takes Board Of Revenue Charge
Bhubaneswar: Veteran Mandarin G V Venugopal Sarma has taken over as Member Board of Revenue, Odisha. 1986 Batch IAS, Mr.Sarma, who was serving in Government of India was roped in by the State Government for handling crucial assignment of Board of Revenue. In fact this is second time, Mr.Sarma has been appointed as Member Board of Revenue as before moving out...
Yaas Expected To Reach Bengal
New Delhi: The National Crisis Management Committee (NCMC) under the chairmanship of Cabinet Secretary, Rajiv Gauba met today to review the preparedness of Central and State/UT Governments and Agencies to deal with Cyclonic Storm ‘Yaas’ in the Bay of Bengal. The Director General of the India Meteorological Department (IMD), briefed the committee about the latest status of the cyclone, which...
ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିର୍ଦେଶମତେ ସମ୍ଭାବ୍ୟ ବାତ୍ୟା “ୟଶ” ର ମୁକାବିଲା କରିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଗ୍ନିଶମ କେନ୍ଦ୍ର ର କର୍ମଚାରୀ ମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ଯଥା: - ପାୱାର ସ, ପାୱାର ବୋଟ, ଲାଇଟ୍ ଇତ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଆଜି ମହାନିର୍ଦ୍ଦେଶକ ସମ୍ଭାବ୍ୟ ବାତ୍ୟା ରେ...
State Facilitates Online Covid Test Report
Bhubaneswar: People waiting for Covid test reports will now not have to worry about running to test centres to get the reports. They can get it from the Covid Test Report website sitting at home. Odisha Government has today launched a Covid Test Report website to help people check their Covid test status which will bring convenience as well as...
ୱେବସାଇଟରେ ମିଳିବ କୋଭିଡ ରିପୋର୍ଟ
ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବା ସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି...










