Piramal Foundation On COVID Care
Bhubaneswar: District Collectors of the Aspirational Districts of Odisha have been informed that Piramal Foundation is going to assist them in providing home-care support to COVID-19 patients who are asymptomatic or have mild symptoms. Aspirational Districts of Odisha are Balangir, Dhenkanal, Gajapati, Kalahandi, Kandhamal, Koraput, Rayagada, Malkangiri, Nabarangpur and Nuapada. The Abhiyaan is being part of a special initiative, in which...
‘ୟାସ୍’ ପରିଚାଳନାକୁ ଉଚ୍ଚ ପ୍ରଶଂସା
ଭୁବନେଶ୍ୱର : ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ସଫଳ ବାତ୍ୟା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଟିମ୍ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଡ଼ିଜିଟାଲ୍ ଓ ବାସ୍ତବ ମୋଡ୍ରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପ୍ରଦୀପ କୁମାର ଜେନା କେନ୍ଦ୍ରୀୟ ଟିମ୍ଙ୍କୁ ବହୁକଷ୍ଟ ସ୍ୱୀକାର କରି କ୍ଷେତ୍ର...
ବିଦ୍ୟାଳୟରେ ଆଇବିଏମ୍ ଷ୍ଟେମ୍ ସୁବିଧା
ଭୁବନେଶ୍ୱର : ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ଷ୍ଟେମ୍ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍ ଭାରତ ଓ ଦକ୍ଷିଣ ଏସିଆର ସିଏସ୍ଆର୍ ମୁଖ୍ୟ ଶ୍ରୀ ମନୋଜ ବାଳଚନ୍ଦ୍ରନ୍ ତଥା ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ...
ପ୍ରତିଷ୍ଠା ହେବ ୧୦ହଜାର ସିଏନଜି ଷ୍ଟେସନ
ନୂଆଦିଲ୍ଲୀ : ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଓଡ଼ିଶାର ୧୦ଟି ସିଏନଜି ଷ୍ଟେସନ ସମେତ ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରରେ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଉତରରପ୍ରଦେଶର ଝାନ୍ସିଂ ଠାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସର ଯୋଗାଣର ଶୁଭାରମ୍ଭ ସହ ମହାରାଷ୍ଟ୍ରର ରାଇଗଡ଼ ଠାରେ ମୋବାଇଲ...
Odisha Gets Ready For 3RD Wave
Bhubaneswar: Keeping possible COVID Third Wave in mind, the Odisha Government has started preparedness to strengthen its existing medical infrastructure for childcare. Children are likely to be affected more during the possible third wave, as predicted by public health experts. Therefore, the Government has geared up to tackle the situation. Additional Chief Secretary (ACS), Health and Family Welfare, Pradipta Kumar Mohapatra...
ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଥିଲେ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଥିଲେ । ତଥାପି କେତେକ ଜିଲ୍ଲାରେ ପଜିଟିଭିଟ୍ ରେଟ୍ ଅଧିକ ଥିବାରୁ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ...
Cities To Consume More Natural Gas
New Delhi: Minister for Petroleum & Natural Gas and Steel, Dharmendra Pradhan said that City Gas Distribution (CDG) sector has emerged as a major area for natural gas consumption and demand is going to increase as more Geographical Areas (GA)s become operational. While dedicating to the nation GAIL group’s 201 Compressed Natural Gas (CNG) stations across the Country here on...
Warrior Plea For Srimandir Employees
Puri: Following death of two of its employees, Shree Jagannatha Temple Administration (SJTA), Puri urged the State Government to declare its employees as Covid Warrior. SJTA Chief Administrator Krishan Kumar has written a letter to Additional Chief Secretary, Health & Family Welfare, PK Mohapatra, in this regard. The employees of Shree Jagannatha Temple Administration Puri are involved discharging various duties during...
ସାବିତ୍ରୀ ପାଇଁ ଲକଡାଉନ୍ ମାନିଲେନି
ଭୁବନେଶ୍ୱର : ଚଳିତମାସ ୧୦ ତାରିଖରେ ପଡୁଥିବା ସାବିତ୍ରୀ ପର୍ବ ପାଇଁ ରାଜଧାନୀବାସୀ ଆଜି ସକାଳୁ ସକାଳ ଘରୁ ବାହାରି ବଜାରରେ ଫଳ କିଣିବା ପାଇଁ ଭିଡ ଲଗାଇଛନ୍ତି । କରୋନା କଟକଣାକୁ ଫୁ ହଜାର ହଜାର ଲୋକ ଆଜି ରାଜମହଲରୁ ଏଜି ଛକ ରାସ୍ତାରେ ଫଳ କିଣୁଥିବା ଦେଖିବାକୁ ମିଳିଥିଲା । ଲୋକେ ଦୁଇ ଚକିଆ ଠାରୁ ଆରମ୍ଭ କରି ୪ଚକିଆ ପର୍ଯ୍ୟନ୍ତ ଯାନ ଧରି ବଜାରକୁ ବାହାରିଥିବାବେଳେ ଫଳ ବ୍ୟବସାୟୀମାନେ ଠେଲାଗାଡିରେ ବିଭିନ୍ନ ଫଳ ଲଦି ବାହାରିଥିଲେ । ଫଳ ବେପାରୀଙ୍କ...
କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ୨୪ଘଣ୍ଟାରେ ୬ହଜାର ତଳକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁନାହିଁ । ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୪୫ଜଣଙ୍କ ମୃତ୍ୟୁ ସହିତ ମୋଟ୍ କୋଭିଡ ମୃତୁସଂଖ୍ୟା ୩୦୮୦ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଥିବାବେଳେ କଳାହାଣ୍ଡି ଓ କଟକରୁ ୫ଜଣ କରି, ଅନୁଗୁଳ ଢେଙ୍କାନାଳ ଓ ସୁନ୍ଦରଗଡରୁ ୪ଜଣ କରି, ଝାରସୁଗୁଡା ଓ ବୌଦରୁ ୩ଜଣ କରି, ବରଗଡ ଓ ରାୟଗଡାରୁ ୨ଜଣ କରି ଏବଂ...









