Positivity Decline Continues
Bhubaneswar: With the continuing decline in positive cases, the State Government has expected that the daily Test Positivity Rate (TPR) will come down to 4.5 per cent by 21June. The TPR of Odisha as on today is 8.75 per cent. Odisha has already attained the peak of 12,852 cases on 23 May 2021 during the prevailing second wave of...
ଧାନର ଏମଏସପି କୁଇଣ୍ଟାଲ ୭୨ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି ୨୦୨୧-୨୨ ବଜାର ଋତୁ ପାଇଁ ବନ୍ଧିତ ଖରିଫ ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି)ର ଅନୁମୋଦନ କରିଛନ୍ତି । ଏଥିରେ ଧାନର ଏମଏସପି କୁଇଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି ପାଇଛି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ସରକାର ୨୦୨୧-୨୨ ବଜାର ଋତୁ ପାଇଁ ଖରିଫ ଶସ୍ୟର ନ୍ୟୂନତମ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଗତବର୍ଷ ତୁଳନାରେ ସବୁଠାରୁ ଅଧିକ ଏମଏସପି...
୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ସମସ୍ତ ଭିତ୍ତିଭୂମି ପାଇଁ...
ବିଜୁ ଏକ୍ସପ୍ରେସୱେ ସମ୍ପ୍ରସାରଣକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ପଶ୍ଚିମଓଡିଶାର ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୈତିକ ଉନ୍ନତି ଯୋଗାଇବା ଲକ୍ଷ୍ୟରେ ୧୭୪.୫ କିଲୋମିଟର ବିଜୁ ଏକ୍ସପ୍ରେସୱେ କଳାହାଣ୍ଡି ଓ ନୂଆପଡା ଦେଇ ଯିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ଏହି ଏକ୍ସପ୍ରେସୱେ ରାଜ୍ୟର ଶିଳ୍ପ ତଥା ବାଣିଜ୍ୟର ବିକାଶ ଘଟାଇବ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ସମାନ୍ତରାଳ ଭାବେ ବିଜୁ ଏକ୍ସପ୍ରେସୱେ ଦେଇ ଶିଳ୍ପର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି । ଏହି ଏକ୍ସପ୍ରେସ୍ୱେ...
ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ
ଭୁବନେଶ୍ୱର :ରାଜ୍ୟରେ ଶିଳ୍ପ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ତଥା ଶିଳ୍ପସଂସ୍ଥାଗୁଡିକୁ ପ୍ରୋତ୍ସାହନ, ସ୍ଥାପନ ଏବଂ ପରିଚାଳନା ନିମନ୍ତୋ ୧୯୬୨ ମସିହାରେ ଓଡିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ (ଇଡିକଲ) ପ୍ରତିଷ୍ଠା କରାଯାଇଥିଲା । ଏହାର କାର୍ଯ୍ୟକଳାପ ଆଧାରରେ ତାହାକୁ ଶିଳ୍ପ ବିଭାଗ ନିକଟରୁ ଇସ୍ପାତ ଓ ଖଣି ବିଭାଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଅର୍ଦ୍ଧ...
କ୍ୟୁଏସ୍ ୱାଲ୍ର୍ଡ ୟୁନିଭରସିଟି ରାଙ୍କିଂରେ ସୋଆ
ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ରାଙ୍କିଂ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି । ମଙ୍ଗଳବାର ପ୍ରକାଶିତ ଏହି ରାଙ୍କିଂସରେ ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି । ଭାରତରୁ ଏହି ସମ୍ମାନଜନକ ରାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ଟି ଆଇଆଇଟି, ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ...
Novel Tech For Cyclone Detection
Bhubaneswar: Indian Scientists have found a promising technique for early detection of development or strengthening of tropical cyclones in the atmospheric column prior to satellite detection over ocean surface in North Indian Ocean region. Early detection of Tropical cyclones has wide socio-economic implications. So far, remote sensing techniques have detected them the earliest. However, this detection was possible only after system developed...
ଇ-ଶୌଚାଳୟରେ ଲୋକଙ୍କ ପାଦ ପଡୁନି
ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଇ-ଶୌଚାଳୟ ଯୋଜନା ଏବେ ବାଟବଣା । ଏଠାକୁ ଲୋକେ ପାଦ ପକାଉନଥିବାବେଳେ ଶୌଚାଳୟ ଭିତରୁ ଅଧିକାଂଶ ସାମଗ୍ରୀ ଚୋରି ହୋଇଗଲାଣି । ସଞ୍ଜ ନଇଁଲେ ଏହା ଏବେ ନିଶାସେବନର ପ୍ରମୁଖ ସ୍ଥାନ ପାଲଟିଛି । ୨୦୧୮ ମସିହାରେ ୩୦ଟି ଇ-ଶୌଚାଳୟ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରୁଥିବା ଏହି ଶୌଚାଳୟରୁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୨୦ଟି ପ୍ରତିଷ୍ଠା ହୋଇଥିଲା । ତେବେ ଅନୁଗୁଳ ସହରରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି...
ଓଡିଆ ବିଶ୍ୱବିଦ୍ୟାଳୟରେ ପଢା ଆରମ୍ଭ କର
ଭୁବନେଶ୍ୱର : ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିବାବେଳେ ତୁରନ୍ତ ଅସ୍ଥାୟୀ ଘରେ ଏହି ବିଶ୍ୱବିଦ୍ୟାଳୟର ପାଠପଢା ଓ ଗବେଷଣା କାମ ଆରମ୍ଭ କରିବାକୁ ଶିକ୍ଷାବିତ୍ ଓ ସଂସ୍କୃତିପ୍ରେମୀମାନେ ମତ ଦେଉଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ଅକ୍ଟୋବର ୯ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଇତି ମଧ୍ୟରେ ପ୍ରାୟ ଅଢେଇବର୍ଷ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ବଖରାଏ ବି...
Odisha Reiterates On Resilient Infra
Bhubaneswar: The State Government on Tuesday again raised its demand for creation of disaster resilient infrastructure in costal districts to mitigate cyclones and high tidal waves. Senior officers of the Odisha Government have raised this issue during their meeting with the inter-ministerial Central team, which was in Odisha to access the damage occurred due to cyclone YAAS. Before leaving for New...










