ସବୁ ସୁବିଧା ପାଇବେ ବିରଞ୍ଚି ସାହୁ
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡିଥିବା ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କର୍ମଚରୀ ବିରଞ୍ଚି ନାରାୟଣ ସାହୁଙ୍କୁ ସରକାର ଚାକିରିରୁ ବିଦା କରିଥିଲେ ମଧ୍ୟ ଆଇନ୍ତଃ ସେ ପେନ୍ସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପାଇବାକୁ ହକଦାର ବୋଲି ଆଇନ୍ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଆପିଲ ରୁଲ୍ସର ୧୩ଧାରାରେ ଥିବା ଦଣ୍ଡଗୁଡିକ ମଧ୍ୟରେ ବାଧ୍ୟତାମୂଳକ ଅବସର ରହିଛି । ଏହି ଆଇନ୍ର ୧୫ଧାରା ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ...
୧୬ରୁ ଖୋଲିବ ଶ୍ରୀମନ୍ଦିର
ପୁରୀ : ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ । ତେବେ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ୨୧ ଓ ୨୧ ତାରିଖ...
ନିୟମ ନମାନିଲେ ପୁଣି ଲକଡାଉନ୍
ଭୁବନେଶ୍ୱର : ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ...
ଝାରସୁଗୁଡାକୁ ରେଳ ଡିଭିଜନ ପାଇଁ ଦାବି
ନୂଆଦିଲ୍ଲୀ : ଝାରସୁଗୁଡାରେ ସ୍ୱତନ୍ତ୍ର ରେଳ ଡିଭିଜନ ପାଇଁ ଦାବି କରିଛନ୍ତି ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଶ୍ରୀ ତ୍ରିପାଠୀ ଏଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଝାରସୁଗୁଡା ଓ ବ୍ରଜରାଜନଗର ରେଳଷ୍ଟେସନର ଉନ୍ନତି ସହିତ ଅନ୍ୟାନ୍ୟ କାର୍ଯ୍ୟ ନେଇ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୫ଟି ବ୍ଲକ ଯଥା କିରିମିରା, କୋଲାବିରା, ଲୋଇକିରା, ଲଖନପୁର ଏବଂ ଝାରସୁଗୁଡା ରହିଛି । ଏହା ସୁନ୍ଦରଗଡ ଜିଲ୍ଲାର ନିକଟବର୍ତ୍ତୀ ହୋଇଥିବାବେଳେ ଏଠାରେ ପ୍ରାୟ...
Odisha On e-Prison Mode
Bhubaneswar: Odisha has gone ahead in implementing e-Prisons Program and has been organizing e-Mulakat across the Prisons in the State. This is being done under 5T Charter of Odisha Government said Santosh Kumar Upadhyay, DG Prisons and Correctional Services, who is regularly monitoring e-Prisons Program. Till date 275 Visit Though VC (e-Mulakat) have been organized in the Prisons since operation of...
UPI / BHIM ରେ ଟିକେଟ୍ କଲେ ୫% ରିହାତି
ଭୁବନେଶ୍ୱର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ % ରିହାତି ପ୍ରଦାନ କରୁଛି | କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ | ଏକ ଶତ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟ ଉପରେ ଟିକେଟ୍ ବୁକ ପାଇଁ ଏହି ରିହାତି...
ଗ୍ରାମ୍ୟ ବ୍ୟାଙ୍କ୍ ଅଧିକାରୀଙ୍କ ୧୫,୨୫,୫୦୦ ଟଙ୍କା ଦାନ
ଭୁବନେଶ୍ୱର : ଗ୍ରାମ୍ୟ ବ୍ୟାଙ୍କ୍ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୫ ଲକ୍ଷ ୨୫ ହଜାର ୫ ଶହ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ୍. ଏବଂ ଜେନେରାଲ୍ ମ୍ୟାନେଜର ବସନ୍ତ କୁମାର ପାତ୍ରଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଅନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ନିର୍ଦ୍ଦେଶକ ଡଃ ପ୍ରଜ୍ଞାସ୍ମୀତା ସାହୁ...
Professional Institutes To Open Classes
Bhubaneswar: Considering the improvement in Covid-19 situation in the State, the Government has decided to reopen all professional institutions for conduct of physical classes of final year students from August 9. The Skill Development and Technical Education Department Joint Secretary Dr. Ajay Kumar Nayak on Wednesday directed all the Technical Universities, Engineering and Professional Colleges, Polytechnics & Diploma institutions and...
Odisha Withdraws Entry Curbs
Bhubaneswar: The State Government has withdrawn restrictions imposed for people coming to Odisha from other States. Now onwards, people visiting Odisha are no more required to produce COVID-19 Negative report or Final Vaccination Certificate. Special Relief Commissioner (SRC) Pradeep Kumar Jena has issued an order in this regard. “Orders regarding stipulations/restrictions as per order No 2980, dated, 30 May 2021 on...
କୋଇଲା ଉତ୍ପାଦନରେ ଓଡିଶା ଦ୍ୱିତୀୟ
ଭୁବନେଶ୍ୱର : ଓଡିଶାରୁ ୧୫୪ ନିୟୁତ ମେଟ୍ରିକ ଟନ୍ କୋଇଲା ଗତ ଆର୍ଥିକ ବର୍ଷରେ ଉତ୍ପାଦିତ ହୋଇ ଦେଶରେ ଏହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଛତିଶଗଡ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଅଛି । ଛତିଶଗଡରୁ ସର୍ବାଧିକ ୧୫୮.୧୯୦ ନିୟୁତ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ ହୋଇଥିବାବେଳେ ମଧ୍ୟପ୍ରଦେଶରୁ ୧୩୨.୩୫୦, ଝାଡଖଣ୍ଡରୁ ୭୪.୯୦୯, ତେଲେଙ୍ଗାନାରୁ ୫୨.୬୦୩, ମହାରାଷ୍ଟ୍ରରୁ ୪୭.୪୩୫, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ୧୭.୦୧୬ ନିୟୁତ ଟନ୍ କରି, ଆସାମରୁ ୦.୦୩୬ ଏବଂ ଜାମ୍ମୁ-କାଶ୍ମୀରରୁ ୦.୦୧୨ ନିୟୁତ ମେଟ୍ରିକ ଟନ୍ କୋଇଲା...










