କୁଆଖାଇକୁ ପୋତୁଛି ରାଜଧାନୀ ଧୂଳି

ଭୁବନେଶ୍ୱର : ରାଜଧାନୀ ରାସ୍ତାରୁ ଉଠୁଥିବା ଧୂଳି ଏବେ ସହରବାସୀଙ୍କ ପାଇଁ ବିପଦ । ଏହି ଅପରିଷ୍କାର ଓ ବିଷାକ୍ତ ଧୂଳି ଏବେ କୁଆଖାଇ ନଦୀରେ ଜମାହେବା ଫଳରେ ସେଠାରେ ଆତଯାତ ହେଉଥିବା ସାଧାରଣଲୋକ ଏବଂ ନଦୀଶଯ୍ୟା ପାଇଁ ବିପଦ ହେଲାଣି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଏବେ ସହର ରାସ୍ତାଘାଟକୁ ସଫାସୁତୁରା ରଖିବାପାଇଁ ଯାନ୍ତ୍ରିକ ସଫେଇ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ ରାଜ୍ୟ ବାହାରର ସଂସ୍ଥାମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ସେମାନେ ଯନ୍ତ୍ର ଲଗାଇ ରାସ୍ତାଘାଟ ସଫା କରୁଛନ୍ତି । ବିଶେଷକରି...

ବୁଷ୍ଟର ଡୋଜ ସପକ୍ଷରେ ବୈଜ୍ଞାନିକ

0

ଭୁବନେଶ୍ୱର : କରୋନା ସଂକ୍ରମଣର ପ୍ରକୋପ ଅନେକ ବର୍ଷ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବା ଦୃଷ୍ଟିରୁ ଏଥିରୁ ବର୍ତ୍ତିବାପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ପରେ ବୁଷ୍ଟର ଡୋଜ୍‍ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି । କରୋନା ପାଇଁ ଦିଆଯାଉଥିବା ଟିକା ମଣିଷ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି ତାହା ସୀମିତ ସମୟ ପର୍ଯ୍ୟନ୍ତ ରହୁଥିବାରୁ ଏହାକୁ ଦୀର୍ଘସ୍ଥାୟୀ କରାଇବା ଲାଗି ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଏବେ ବୁଷ୍ଟର...

KALIA Support For Farmers

Bhubaneswar: Chief Minister Naveen Patnaik Wednesday distributed Rs 386 crore assistance to landless farming families under the Kalia Yojana to mitigate their difficulties during the Covid pandemic. This will benefit 1.8 million landless farming families. This includes a hike of Rs 1,000 for each landless farmer under the Kalia Yojana and an additional Rs 1,000 crore by the Chief Minister. On the...

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ  ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ...

ପରୀକ୍ଷା ଫିସ ଫେରେଇବାକୁ ଦାବି

0

ଭୁବନେଶ୍ୱର : ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ବାତିଲ ହେବାପରେ ଜୋର ଜବରଦସ୍ତ ଆଦାୟ କରାଯାଇଥିବା ଫର୍ମ ଫିଲ୍ଲପ ଫିସ ସବୁ ଫେରେଇବାକୁ ସିବିଏସଇ ଓ ଆଇସିଏସଇ ନିକଟରେ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ l ଚଳିତ ଆଦାୟ ସାଧାରଣ ବର୍ଗ ଛାତ୍ର ଛାତ୍ରୀ ପାଇଁ 1500, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଇଁ 1200ଟଙ୍କା, ସମସ୍ତଙ୍କ ପଞ୍ଜିକରଣ ପାଇଁ 300 ଟଙ୍କା ଦେଇ ଫର୍ମ ଫିଲପ କରାଯାଇଥିଲା l ଦୁଃଖର କଥା ଯେଉଁମାନେ...

DG Disc For Prison Personnel

0

Bhubaneswar: To recognise the services of personnel engaged in Prison Department, the State Government on Wednesday instituted a system of award of DG's Disc to the Prison Personnel in various ranks. The Prison personnel, who have rendered spectacular meritorious service, will get the award every year. Maximum 20 personnel will get the award in a year, as per a Resolution...

ଚାଷୀଙ୍କ ତାଲିକା ସାର୍ବଜନୀନ କର

ଭୁବନେଶ୍ୱର : କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବା ଏକ ଭଲ ପଦକ୍ଷେପ । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି । ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି...

ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଶିବିର

0

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଭର୍ଚୁଆଲ ମାଧ୍ୟମରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବେ । ଏହାକୁ ଉଦ୍‌ଘାଟନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଚଳିତ ବିଶ୍ୱ ମହାମାରୀ କୋଭିଡ୍‌-୧୯ ସମୟରେ ଓଡ଼ିଶାର...

Vax to Protect Children from Pneumonia

0

Bhubaneswar: To protect children from pneumonia and reduce child deaths, the State Government on Wednesday launched Pneumococcal Conjugate Vaccine (PCV). From today onwards, PCV doses will be given to children under Routine Immunization Programme. It will benefit nearly 8 lakh young children annually and will reduce the risk of illness and death due to severe pneumonia.  Each child will require three...

Partial Lockdown Continues Till 16 July

Bhubaneswar: As the State continues to witness around 3,000 Covid cases daily and high fatalities, Odisha Government on Wednesday extended partial lockdown restrictions till July 16. Briefing media persons through virtual mode, Chief Secretary SC Mahapatra said partial lockdown will remain in force in the State till July 16 as some districts still record a high number of cases. The State...