12 RKVY Projects Cleared
In another step towards sustainable agriculture and doubling of farmers’ income, Government has sanctioned 12 new projects of worth Rs.7,295.25 lakh under Rashtriya Krushi Vikash Yojana ( RKVY). The projects have been sanctioned in the State Level Sanctioning Committee meeting held on digital mode under the Chairmanship of Chief Secretary Asit Tripathy wherein Principal Secretary Agriculture and Farmers empowerment Saurabh...
ନୂଆବର୍ଷରେ ଏସ୍ସିବି ପ୍ରକଳ୍ପ ଭେଟି
ଭୁବନେଶ୍ୱର : ନୂଆବର୍ଷର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ଏସ୍ସିବିର ନୂଆ ପ୍ରକଳ୍ପ ଭେଟି ଦେଇଛନ୍ତି । କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ନବକଳେବର ସହିତ ଏଠାରେ ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ୩୫୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୨୦୨୪ ଜାନୁୟାରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବାର ଲକ୍ଷ୍ୟ ରହିଥିବାବେଳେ ସରକାରୀ ସ୍ତରରେ ଏହା ହେବ ଦେଶର ସର୍ବ ବୃହତ୍ ପ୍ରକଳ୍ପ । ୫୦୦୦...
ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
ନୂଆଦିଲ୍ଲୀ : ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଅନୁରୋଧ ତଥା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି...
Naveen Promises; Asit Delivers
While Chief Minister Naveen Patnaik promised to grant promotion to all the eligible officers and employees by 31 December, Chief Secretary Asit Tripathy delivered it in a time bound manner. Chief Minister Mr.Patnaik strongly felt that the State Government employees are playing a vital role in implementing 5T and if the employees get promotion without much delay, they will become...
ପଛୁଆବର୍ଗ ସଂରକ୍ଷଣର ସାପ ଶିଡ଼ି ଖେଳ
ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ଓଡ଼ିଶା ସରକାର ବାରମ୍ବାର ଉଦ୍ୟମ କରୁଥିବା ବେଳେ ଆଇନ୍ ଅଦାଲତର ଛାଟ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ପ୍ରସଙ୍ଗରେ କେନ୍ଦ୍ରରେ ସରକାର ଚଳାଉଥିବା ବିଜେପିର ରାଜ୍ୟ ନେତାମାନେ ଓଡ଼ିଶା ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅସହଯୋଗ କାରଣରୁ ଏହା ହୋଇପାରୁନାହିଁ ବୋଲି ଆଇନ୍ ବିଶାରଦମାନେ କହୁଛନ୍ତି । ମଣ୍ଡଳ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରି ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ...
ଜବରଦଖଲକାରୀଙ୍କୁ ସୁହାଇଛି କରୋନା
ଭୁବନେଶ୍ୱର : ଜମି ଜବରଦଖଲକାରୀଙ୍କ ପାଇଁ କରୋନା ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କରୋନା ସମୟରେ ଅନୁଧ୍ୟାନ ଓ ଉଚ୍ଛେଦ ମାନ୍ଦା ପଡିଯାଇଥିବାରୁ ଖୋଦ ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ସରକାରୀ ଜମି ଦଖଲ ହେବାରେ ଲାଗିଛି । ସରକାରୀ ହିସାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ଏକର ଜମିକୁ ମାଫିଆମାନେ ମାଡି ବସିଛନ୍ତି । ଏଥିପାଇଁ ପ୍ରାୟ ଅଦାଲତରେ ପ୍ରାୟ ୧୦ହଜାର ମାମଲା ରୁଜୁ ହୋଇଛି । ତେବେ କରୋନା ସମୟରେ ଜବରଦଖଲ ଜମିର ପରିମାଣ ଢେର ଅଧିକ ବଢିଯାଇଛି...
ଖର୍ଚ୍ଚ ହ୍ରାସ କରିବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା
ଭୁବନେଶ୍ୱର : ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ କାର୍ଯ୍ୟକାରୀ ହେବା ପରେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ । ଏହି ବ୍ୟବସ୍ଥାରେ ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସହ ଦେଶରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏହା ହେଲେ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବୋଝ କମ୍ ପଡିବ । ଏହାକୁ...
Upward Trend In Revenue
Beating the Covid-19 crisis in different sectors of economy, State has maintained upward trend in revenue generation because of Government’s dynamic financial management strategies. By November end of the current year, the total revenue collection has grown by 4% over the corresponding period of last financial year. This was known from All Secretaries meeting chaired by Chief Secretary Asit Tripathy on...
Cinema Halls Reopen
While totally prohibiting Zero Night and New Years’ celebrations across the state in wake of the new strain of the Corona Virus, Odisha Government Wednesday allowed re-opening of cinema halls, theatres and other entertainment facilities from 1 January. Odisha Government in an order for January under Unlock-8, said: “Usually people in large number congregate in hotel, restaurants, clubs, parks and...
Cabinet Clears Port Deepening
In order to handle capsize vessels, the Union Government on Wednesday approved deepening, optimization of inner harbour facilities of Paradip Port. This also included development of western dock on build, operate and transfer (BOT) basis under public-private partnership (PPP) mode. The Cabinet Committee on Economic Affairs chaired by Prime Minister Narendra Modi approved the project. The estimated cost of the project is...