Alert On Heavy Rains
Special Relief Commissioner Pradeep Jena has alerted District Collectors as heavy to very heavy rainfall accompanied by high-velocity wind is likely to batter several coastal districts till 24 October. Mr.Jena has asked senior officials and engineers to remain alert and prepared to deal with any possible waterlogging and landslides. The low-pressure system, which had turned well marked on Wednesday, further concentrated...
Science Policy 2020
Union Minister for Science Technology, Earth Sciences, Health & Family Welfare Dr. Harsh Vardhan has called on the states to join the exercise of building an evidence-driven, inclusive national Science, Technology and Innovation policy STIP 2020, that would percolate to the grassroot level. Dr. Harsh Vardhan was speaking, through video-conferencing, at a meeting with State S&T Ministers for consultation on STIP-2020,which is being formulated...
More Death Toll Reports
Odisha COVID-19 tally spiked to 2,76,094 on 22 October as 1,913 more people tested positive for the infection.And 15 fresh fatalities pushed the state's novel corona virus death toll to 1,196, an official of Department of Health & Family Welfare official said. Odisha has reported less than 2,000 cases for the fourth consecutive day on 22 October.As many as 1,109...
ସୋଆ ପକ୍ଷରୁ ଶିକ୍ଷାନୀତି ୱେବିନାର
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଏନଏସଏସ ଶାଖା ପକ୍ଷରୁ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାରରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ସାମଗ୍ରୀକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷୀ ନୀତିର କିପରି ଏକ ଅବିଚ୍ଛେଦ୍ୟ ଅଙ୍ଗ ସେ ସମ୍ପର୍କରେ ଅବଗତ କରାଇଥିଲେ ।ଆରଆଇଆଇ (ଏନସିଇଆରଟି) ଭୁବନେଶ୍ୱରର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଶିକ୍ଷା ନୀତିର କେଉଁ ଅଂଶକୁ ସହଜରେ ଲାଗୁ କରିହେବ ଓ କାହାକୁ...
ଅନ୍ ଲାଇନରେ ଖାଦ୍ୟ ସୁରକ୍ଷା
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ। ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ। ଜାତୀୟ...
ଅଧ୍ୟକ୍ଷ ପଦବୀ ପୂରଣ କେବେ
ବ୍ୟବସ୍ଥାଗତ ତ୍ରୁଟି ଓ ଶିଥିଳତା ଯୋଗୁଁ ଦୀର୍ଘବର୍ଷ ଧରି ରାଜ୍ୟର ଅଧିକାଂଶ ସରକାରୀ ଡିଗ୍ରୀ କଲେଜ ଗୁଡିକରେ ଅଧ୍ୟକ୍ଷ ପଦବୀ ଖାଲି ପଡିଛି । ଏହାଛଡା ବିଭିନ୍ନ ବିଷୟର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହୋଇ ଚାଲିଛି । ଉଚ୍ଚଶିକ୍ଷା ବିଭାଗ ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ଦାୟିତ୍ୱ ଦେଇଥିବା କଥା ସରକାରଙ୍କ ପକ୍ଷରୁ ପ୍ରାୟ ପ୍ରତି ବିଧାନସଭା ଅଧିବେଶନ ସମୟରେ ବିଧାୟକମାନଙ୍କୁ ଦିଅଯାଉଥିବା ଉତ୍ତରରେ ଦର୍ଶାଯାଉଛି । ଏହା ସତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ ।...
ଅର୍ଥନୈତିକ କରିଡର ପାଇଁ ଜମି ଚିହ୍ନଟ
ଓଡ଼ିଶା ଅର୍ଥନୈତିକ କରିଡର୍ (ଓଇସି) ପାଇଁ ରାଜ୍ୟ ସରକାର ଉପକୂଳ ଜିଲ୍ଲାଗୁଡ଼ିକରେ ୭୦୦୦ ଏକର ଜମି ଚିହ୍ନଟ କରିଛନ୍ତି । ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଜମି ଅଧିଗ୍ରହଣ ସଂକ୍ରାନ୍ତରେ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ (ଡିପିଆଇଆଇଟି) ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କୁ ଅବଗତ କରିଛନ୍ତି । ଶ୍ରୀ ଶର୍ମା ଦର୍ଶାଇଛନ୍ତି ଯେ ଆର୍ଥିକ କରିଡର୍ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କରିଡର୍ ମାଧ୍ୟମରେ ୨୦୪୫ ସୁଦ୍ଧା ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା...
ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ
ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ...
ପନିପରିବା ପାଇଁ ସବଜି କୁଲର
ସୁନ୍ଦରଗଡ଼ ଜିଲ୍ଲାର ପନିପରିବା ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ଚାଷୀଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ଜିଲ୍ଲା ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାରିରେ ଏହି କୁଲର ନିର୍ମାଣ କରି ପନିପରିବା ସାଇତି ରଖୁଛନ୍ତି। ଫଳରେ ଏବେ କ୍ଷେତରୁ ପରିବା ତୋଳିବା ପରେ ହେଉ କି ବଜାରରେ ବିକ୍ରି ନହୋଇ ବଳି ଯାଇଥିବା ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କୁ ସୁବିଧା ହୋଇଛି। ଜିଲ୍ଲାର...
UDAN Covers 285 Routes
Pradeep Singh Kharola, Secretary, MoCA has stated that the stakeholders should work towards making the UDAN scheme sustainable on its own and improve its efficiency. During a video conference to commemorate the UDAN day today, he said that UDAN scheme has established the importance of travelling by air for common man specially to far flung areas. Mr.Kharola congratulated the stakeholders and...