Rajaswa Ratha Delivers Service At Doorsteps
Berhampur: T Apang Ao, Revenue Divisional Commissioner (RDC) Southern Division has distributed Record of Rights (RoR) to the people directly, thanks to the innovative overdrive for delivery of Public Services through ‘Rajaswa Ratha’. Mr.Ao during COVID-19 Pandemic rushed to villages and met the people to handover their RoR near their homes. Delivery of Public Service through ‘Rajaswa Ratha’ is priority of...
ଓଡିଶାରେ ପ୍ରଥମ ବାୟୋ ଫ୍ଲକ ଚିଙ୍ଗୁଡି ଚାଷ
ଭୁବନେଶ୍ୱର : ବାୟୋ ଫ୍ଲକ ପ୍ରଣାଳୀରେ ରାଜ୍ୟରେ ବିଭିନ୍ନ ପ୍ରକାର ମାଛ ଚାଷ ହେଉଥିବାବେଳେ ପ୍ରଥମଥର ପାଇଁ ବାଗଦା ଚିଙ୍ଗୁଡି ଚାଷ ଆରମ୍ଭ ହୋଇଛି । ରାଜ୍ୟରେ ଏହାକୁ ଆରମ୍ଭ କରିଛନ୍ତି ଅନ୍ୟତମ ସଫଳ ଯୁବ ଉଦ୍ୟୋଗୀ ମାନସ ଚୌଧୁରୀ । ବୟାଶିଳମୌଜାରେ ନିଜସ୍ୱ ବାୟୋ ଫ୍ଲକ ଫାର୍ମରେ ଆରମ୍ଭ ହୋଇଥିବା ଏହି ଚିଙ୍ଗୁଡି ଚାଷ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ବାଗଦା ଚିଙ୍ଗୁଡି ଚାଷ ସଂକ୍ରାନ୍ତରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ତାଙ୍କ ଫାର୍ମରେ ୫୦ହଜାର ଲିଟର ବିଶିଷ୍ଟ ୪ଟି ବୃହତ୍...
ବିଚାରପତି ପଦବୀ ଖାଲି ସହିତ ବଢୁଛି ମାମଲା
ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଚାରପତି ସଂଖ୍ୟା କିନ୍ତୁ କମ୍ ରହୁଛି । ରାଜ୍ୟବାସୀଙ୍କୁ ନ୍ୟାୟ ଦେଉଥିବା ଏହି ଉଚ୍ଚ ନ୍ୟାୟାଳୟର ଖାଲି ପଡିଥିବା ବିଚାରପତି ପଦବୀ ସବୁ କେବେ ପୂରଣ ହେବ ଏବଂ ମାମଲା ସଂଖ୍ୟାକୁ ଦୃଷ୍ଟରେ ରଖି ଅଧିକ ବିଚାରପତି ପଦବୀ କେବେ ସୃଷ୍ଟିହେବ ସେଥିଘେନି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ କାହା ପାଖରେ କିଛି ଖବର ନାହିଁ । ଓଡିଶା ହାଇକୋର୍ଟ ଲାଗି ମୋଟ୍ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଛି । ଏଥିରୁ ଏବେ...
ନିରାଶ୍ରୟଙ୍କୁ କରୋନା ଟିକା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ନିର୍ଦ୍ଦେଶ ଦେବାପରେ ଏହି ଟିକାକରଣ ଆରମ୍ଭ କରାଯାଇଛି । ଆରମ୍ଭ ହୋଇଥିବା ଏସ୍ ୟୁ ଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥଜୋନ୍), ଭୀମ୍ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍) । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି...
DD Gets Ratha Jatra Telecast Request
Bhubaneswar: Odisha Government Friday urged Doordarshan (Odia) to livestream the mega event and provide common feed to recommended television channels and web portals free of cost. The Trinity Annual Car Festival this time is schedule to start from July 12. The Trinity-Lord Balabhadra, Devi Subhadra and Lord Jagannath, will go on a nine-day sojourn to Shree Gundicha temple marking beginning of...
Web Platform For Duped Depositors
Bhubaneswar: Finance Minister Niranjan Pujari Friday launched a new website of the Government of Odisha for ‘inviting on-line claim applications from the duped depositors of fraudulent financial establishments’. Principal Secretary Finance Ashok Kumar Meena graced the occasion. The link to the Website is www.opid.odisha.gov.in. Duped depositors will no more be required to go to the Tahasil office for submission of their claim...
ଉତ୍କଳିକାର ନିଜସ୍ୱ ୱେବସାଇଟ୍ ଲୋକାର୍ପିତ
ଭୁବନେଶ୍ୱର : ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବସାଇଟ୍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । www.utkalikaodisha.com ମାଧ୍ୟମରେ ଲଗ୍ ଇନ୍ କରି ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ଉତ୍କଳିକା ଆପ୍ ଡାଉନ୍ଲୋଡ୍ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ । ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର, ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ବିକ୍ରୟ ପାଇଁ ଉପଲବ୍ଧ...
ଶ୍ୟାମ ଷ୍ଟିଲ୍ ପକ୍ଷରୁ ଅକ୍ସିଜେନ କନସେଣ୍ଟ୍ରେଟର ଦାନ
ଭୁବନେଶ୍ୱର : କୋଭିଡ୧୯ ବିରୁଦ୍ଧରେ ସଂପ୍ରତି ଚାଲିଥିବା ଲଢେଇକୁ ସମର୍ଥନ କରି ଟିଏମ୍ଟି ବାର୍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି । କମ୍ପାନୀ ଓଡ଼ିଶା ରାଜ୍ୟ ମେଡିକାଲ ନିଗମକୁ ୨୦ଟି ଅମ୍ଳଜାନ ସାନ୍ଦ୍ରକ ହସ୍ତାନ୍ତର କରିଛି । ଓଡ଼ିଶା ରାଜ୍ୟ ମେଡିକାଲ ନିଗମର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଡା.ସୌଭାଗ୍ୟ ରଂଜନ ରଣସିଂହ ଏହି ଅମ୍ଳଜାନ ସାନ୍ଦ୍ରକଗୁଡିକ ଗ୍ରହଣ କରିଥିଲେ । ଶ୍ୟାମ ଷ୍ଟିଲ୍ ଇଣ୍ଡିଆର ଡାଇରେକ୍ଟର ଶ୍ରୀ...
ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ
ଭୁବନେଶ୍ୱର : ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଭୁବନେଶ୍ୱର, ପୁରୀ ଏବଂ କଟକ ଠାରେ ‘ଗରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରିଛନ୍ତି । ଏହି ଶିବିରର ମୁଖ୍ୟ ଉଦ୍ଧେଶ୍ୟ ହେଲା, ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱରେଜ ଲାଇନ ଓ ସେପ୍ଟିକ ଟାଙ୍କି ସଫା ଏବଂ ତାର ରକ୍ଷଣାବେକ୍ଷଣ କରିବା ସମୟରେ ସେହି କାମରେ ବ୍ୟବହାର ହେଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ ) ତଥା...
କ୍ଷତିଗ୍ରସ୍ତ ଜାମାକାରୀଙ୍କ ପାଇଁ ୱେବସାଇଟ୍
ଭୁବନେଶ୍ୱର : ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନ୍ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ ୱେବସାଇଟ୍ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ୍ ମୋଡ୍ରେ ହୋଇଥିବା ଏହି ୱେବସାଇଟ୍ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ...