Schools Reopen For X & XII Students
Bhubaneswar: As per earlier announcement, schools have been reopened in the State on Monday for classroom teaching of Classes X and XII students. The schools reopened after almost a gap of three months due to the second wave of Covid-19 pandemic. Prior to reopening of the schools, the class rooms and other spaces have been sanitized and cleaned. As per the...
Center To Set National Research Foundation
New Delhi: Union Minister of Education, Dharmendra Pradhan said that the Union Government proposes to set up a National Research Foundation (NRF) to strengthen the research ecosystem in the country with an outlay of Rs.50,000 Crore. Minister Mr.Pradhan in a reply in Lok Sabha said today that the NRF is being envisaged as an umbrella structure that will improve linkages...
ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ ଆଜି ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଛାତ୍ରଛାତ୍ରୀମାନେ ଆଜି ଠାରୁ ସ୍କୁଲ ଓ କଲେଜକୁ ଯାଇଥିବାବେଳେ ସେଠାରେ କୋଭିଡ ମାର୍ଗଦର୍ଶିକା ଯେଭଳି କଡାକଡି ଭାବେ ପାଳନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାପାଇଁ ସ୍ଥିର ହୋଇଥିଲା ।...
ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ
ଭୁବନେଶ୍ୱର : କରୋନା ମୃତ୍ୟୁ କ୍ଷେତ୍ରରେ ଖୋର୍ଦ୍ଧା ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ ୪୨ଜଣ କରୋନାରେ ପ୍ରାଣ ହରାଇବା ସହିତ ଖୋର୍ଦ୍ଧାରେ ମୋଟ୍ ମୃତ୍ୟୁସଂଖ୍ୟା ୧୦୯୯ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଆଉ ୬୨ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁସଂଖ୍ୟା ୫୫୭୪ ହୋଇଛି । ସରକାରୀ ସୂଚନା ମୁତାବକ ରାଜ୍ୟରେ ଗୋଟିଏ ଦିନରେ ଆଉ ୬୨ଜଣଙ୍କ ଜୀବନ ଯାଇଥିବାବେଳେ ଏଥିରେ ଖୋରଧାର ୪୨ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡରୁ ୧୦ଜଣ ଥିବାବେଳେ କେନ୍ଦୁଝରରୁ ୫, ଯାଜପୁରରୁ ୨ ଏବଂ ପୁରୀ,...
State Sets ECRP Action Plan
Bhubaneswar: While funds worth over Rs.860 Crore will be available under Emergency COVID Response Package for Odisha, State Government has chalked out Action Plan to implement ECRP in a time bound manner. The Government of India has announced an Emergency COVID Response Package (ECRP) of Rs 23,123 crore for the country and Odisha has been sanctioned Rs.861.96 Crore. ECRP is a...
କୋଭିଡ ପ୍ୟାକେଜରେ ଓଡିଶାକୁ ୮୬୦ କୋଟି
ଭୁବନେଶ୍ୱର : ଓଡିଶାକୁ ଇର୍ମଜେନ୍ସି କୋଭିଡ ରେସପନ୍ସ ପ୍ୟାକେଜ (ଇସିଆରପି) ରେ ୮୬୦କୋଟିରୁ ଅଧିକ ଟଙ୍କା ମିଳିବାକୁଥିବାବେଳେ ରାଜ୍ୟ ସରକାର ଏଥିପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶପାଇଁ ୨୩,୧୨୩ କୋଟି ଟଙ୍କାର ଇସିଆରପି ଘୋଷଣା କରିଥିବାବେଳେ ଓଡିଶାକୁ ୮୬୧କୋଟି ୯୬ ଲକ୍ଷ ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶଧନ ୬୦:୪୦ ଅନୁପାତରେ ରହିଛି । ରାଜ୍ୟକୁ ମଞ୍ଜୁର ହୋଇଥିବା ୮୬୧.୯୬କୋଟି ଟଙ୍କାରେ କେନ୍ଦ୍ରୀୟ ଅଂଶଧନ ୫୧୭.୧୮କୋଟି ଟଙ୍କା...
ଖାଇବା ତେଲ ଉପରେ ରହୁନି ଗୁଇନ୍ଦା ନଜର
ଭୁବନେଶ୍ୱର : ଖାଇବା ତେଲର ଦର ଧିରେ ଧିରେ ହ୍ରାସ ପାଉଥିବାବେଳେ ଖାଉଟି କିନ୍ତୁ ଏହାର ସୁଫଳ ପାଇପାରୁ ନାହାନ୍ତି । ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ସୋରିଷ ତେଲର ଦର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରହୁଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବଜାର ଗୁଇନ୍ଦା ବ୍ୟବସ୍ଥା (ମାର୍କେଟ ଇଣ୍ଟେଲିଜେନ୍ସ)ର ବିଫଳତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ବଜାରରେ ସୂର୍ଯ୍ୟମୁଖୀ ଲିଟର ପ୍ରତି ଦର ୧୭୫ ଟପିବାପରେ ଧିରେ ଧିରେ ହ୍ରାସ...
Tripathy Asks For Kalahandi Action Plan
Bhawanipatna: Asit Tripathy, Principal Advisor to Chief Minister and Chairman WODC has directed senior officials of the District of Kalahandi to workout definite action plan for elevating the development of Kalahandi to next higher phase. He emphasized on promotion of local entrepreneurship and private sector investment in cash crops, sericulture, fishery, animal husbandry , horticulture, food processing and other agro-based...
Insurance Cover For BPUT Students
The Biju Patnaik University of Technology (BPUT) has decided to provide insurance coverage to its students admitted in the academic year 2020-21. All students studying professional courses like engineering, MBA, MCA, architecture, etc in 160 colleges affiliated by the BPUT will be insured till completion of their courses. About 33,550 students are going to get the benefit, official sources said. As...
More Rains With Fresh Low Pressure
Bhubaneswar: The India Meteorological Department (IMD) on Sunday said another low pressure area is likely to form over Bay of Bengal around July 28. “A fresh Low Pressure Area is likely to form over North Bay of Bengal & neighborhood around 28th July. This will bring more rain for the State,” the Bhubaneswar Met Center officials said. The Met Center has...









