ରାଜ୍ୟପାଳଙ୍କ ଦ୍ୱାରା ‘ସିଲେକ୍‌ଟେଡ୍‌ ଡିସିସନ୍ସ’ ଉନ୍ମୋଚିତ

0

ଭୁବନେଶ୍ୱର : ଓଡ଼ିଶା ସୂଚନା କମିଶନଙ୍କ ଦ୍ୱାରା ପ୍ରକାଶିତ ‘ସିଲେକ୍‌ଟେଡ୍‌ ଡିସିସନ୍ସ’ ସଂକଳନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ରାଜ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିଶନର ବାଳକୃଷ୍ଣ ମହାପାତ୍ର ଓ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ସଂକଳନକୁ ଉନ୍ମୋଚନ କରି ଏହି ସଂକଳନ ସୂଚନା ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।...

SOP For Srimandir Reopening

0

Puri: Chief Administrator of Shree Jagannath Temple Administration (SJTA) Dr Krishan Kumar on Wednesday issued a detailed Standard Operating Procedure (SOP) for the reopening of the Lord Jagannath Temple in Puri.   The Temple has been closed since 24 April, 2021 for the entry of the general public, in view of threat of spread of Covid-19. After a detailed discussion...

BJD Presses For Caste Based Census

0

New Delhi: The Governing Biju Janata Dal (BJD) again pushes the Centre for conduct of caste-based Census for identifying and enumerating the SEBC/OBCs. A delegation of BJD MPs from both Lok Sabha and Rajya Sabha met Union Home Minister Amit Shah at his Parliament Chamber this morning and submitted a memorandum, in this regard. They have demanded for increasing the reservation...

Odisha Rewards Hockey Olympians

0

Bhubaneswar: Chief Minister Naveen Patnaik felicitated the players from Odisha in the Indian Hockey team at a function in Kalinga Stadium, Bhubaneswar today. Deep Grace Ekka, Namita Toppo, Birendra Lakra and Amit Rohidas were part of the Indian Hockey teams which created history at the Tokyo Olympics. Chief Minister handed over the cash award of Rs 2.5 crores to Birendra...

ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର

0

ଭୁବନେଶ୍ୱର : ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡିଶା ଫେରିଥିବା ୪ ଓଡିଆ ହକି ଖେଳାଳିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ବ୍ରୋଞ୍ଚ ପଦକ ନେଇ ଫେରିଥିବା ପୁରୁଷ ହକିଦଳର ଦୁଇ ଖେଳାଳିଙ୍କୁ ଅଢେଇ କୋଟି ଟଙ୍କା ଲେଖାଁଏ ଓ ଦୁଇ ମହିଳା ହକି ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କାଏ ପ୍ରଦାନ କରାଯାଇଛି । ପୁରସ୍କାର ରାଶି ପ୍ରଦାନ ସହିତ ପୁରୁଷ ହକି ଦଳର ଦୁଇ ତାରକା ଖେଳାଳିଙ୍କୁ ରାଜ୍ୟ...

ସୋଆ ପ୍ରଫେସରଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ

0

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନିତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲୀ ଆୟୋଜିତ ହୋଇଥିବା ଜିଟିଇଏ -୨୦୨୧ ଆୱାର୍ଡ ଓ ସମ୍ମିଳନୀ କାର୍ଯ୍ୟକ୍ରମରେ ତାଙ୍କୁ...

All Not Well In BJP Parl Party

0

New Delhi: As it appears, all is not well in the Odisha’s BJP’s Parliamentary Party. This is being discussed in the political circle here after prominent MPs including Lok Sabha Member from Bhubaneswar Aparajita Sarangi remained absent in the preparatory meeting for welcoming newly appointed Railway Minister Ashiwini Vaishnaw, said sources. Mr.Vaishnaw is scheduled to return to Odisha on 16 August...

କଲେଜରେ ଡିଜିଟାଲ ପେମେଣ୍ଟ କେବେ ?

0

ଭୁବନେଶ୍ୱର : କରୋନା ସମୟରେ ଡିଜିଟାଲ ପଇଠ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ବିଶେଷକରି କଲେଜଗୁଡିକରେ ଏହା ହୋଇପାରୁ ନାହିଁ । ନାମଲେଖା ଓ ଅନ୍ୟାନ୍ୟ ଦେୟ ପଇଠ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ବି ଲମ୍ବାଧାଡିରେ ଛିଡାହୋଇ ନଗଦ ଅର୍ଥ ପଇଠ କରୁଛନ୍ତି । ସାରା ରାଜ୍ୟରେ ଏବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ ପୁନଃ ନାମଲେଖା (ରିଆଡମିଶନ) ଚାଲିଛି । ଏଥିପାଇଁ ନିଜ ନିଜ କଲେଜରେ ଅର୍ଥ ପଇଠ କରିବା ଦରକାର ହେଉଛି ।...

ପିପିଲିରେ ପ୍ରାର୍ଥୀଙ୍କ ପତିଆରା ପ୍ରଦର୍ଶନ

0

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମତଗ୍ରହଣ କେବେ ହେବ ତାହା ଅନିଶ୍ଚିତତା ଘେରରେ ଥିବାବେଳେ ପ୍ରମୁଖ ରାଜନୈତିକଦଳଗୁଡିକର ପ୍ରାର୍ଥୀମାନେ କିନ୍ତୁ ଏବେ ସେଠାରେ ନିଜ ନିଜର ପତିଆରା ଜାହିର କରିବାପାଇଁ ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ସାଂଗଠନିକ ପ୍ରସ୍ତୁତି ଚଳାଇଛନ୍ତି । ବିଶେଷକରି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ୍‍ କିଛିଦିନ ହେବ ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡମାନଙ୍କୁ ଗସ୍ତକରି ଦଳୀୟ...

Center Reimburses 458.92 Cr SRE Spending

0

New Delhi: The Union Government has reimbursed Rs 458.92 crore to Odisha under Security Related Expenditure (SRE) scheme during the period 2005-06 to 2020-21. However, all the dues have not been cleared so far, State officials said.   Replying to a question of BJD MP Pramila Bisoyi, Union MoS for Home Affairs Nityanand Rai informed this in Lok Sabha on Tuesday. “Reimbursement under...