NABARD Sanctions Rs 206 Cr
Bhubaneswar: The National Bank for Agriculture and Rural Development (NABARD) has sanctioned Rs 206 crore to the Odisha government for construction of 25 roads. The assistance has been sanctioned under Rural Infrastructure Development Fund (RIDF) for construction of 25 rural road projects in 11 districts in the State. The projects with a combined length of 203 km will improve rural road...
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ଼ କରିବା ଲାଗି ଗତ ସାତ ବର୍ଷ ଧରି ଜାରି ରହିଥିବା ଅଭିଯାନ ଆଜି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। “ଆମେ ଆଜି ଏପରି ଏକ ମିଶନର ଶୁଭାରମ୍ଭ କରୁଛୁ ଯାହା ଭାରତର ସ୍ୱାସ୍ଥ୍ୟସେବା ସୁବିଧାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ, ୧୩୦ କୋଟି ଆଧାର...
ସମ ଅଲଟିମେଟ ମେଡିକେୟାରରେ ଫାର୍ମାସିଷ୍ଟ ଦିବସ
ଭୁବନେଶ୍ୱର : ସମ ଅଲଟିମେଟ ମେଡିକେୟାରରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଆର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରକାନ୍ତ ନାୟକ, କ୍ଲିନିକାଲ ଫ।ର୍ମାକୋଲୋଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। 'ଫାର୍ମାସିଷ୍ଟ ---ଅଲୱେଜ ଟ୍ରଷ୍ଟେଡ଼...
NPA Rise Raises Alarm
Bhubaneswar: With poor recovery of loans, Non Performing Asset (NPA) in Odisha is rising alarmingly for which bankers are expressing concern. As on date NPA stands more than Rs.13,645 Crore, which is continuously rising. While NPA as on 31 March, 2021 was Rs.11,339.37 Crore, it has risen to Rs.13,645.17 Crore, which is 7.20 Percent of the total credit facility extended...
ଏନ୍ପିଏ ବୋଝ ୧୩,୬୪୫ କୋଟି ଟପିଲାଣି
ଭୁବନେଶ୍ୱର : ଠିକଣା ସମୟରେ ଋଣ ଆଦାୟ ହୋଇପାରୁନଥିବା ଯୋଗୁଁ ଓଡିଶାରେ ନନ୍ ପର୍ଫମିଂ ଆସେଟ୍ (ଏନ୍ପିଏ) ଉଦବେଗଜନକ ଭାବରେ ବୃଦ୍ଧି ପାଉଛି ଯାହା ବ୍ୟାଙ୍କମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା ଏନ୍ପିଏ ପରିମାଣ ୧୩,୬୪୫ କୋଟିକୁ ଟପିବା ସହିତ କ୍ରମାଗତ ଭାବରେ ଏହା ବଢିବାରେ ଲାଗିଛି । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏନ୍ପିଏ ପରିମାଣ ୧୧,୩୩୯.୩୭ କୋଟି ଥିବାବେଳେ ଏହା ୧୩,୬୪୫.୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଦିଆଯାଇଥିବା ମୋଟ ଋଣର ୭.୨୦ ପ୍ରତିଶତ ଅଟେ...
ବାଡି ବଗିଚାରେ ମାଡୁଛି ବିଶୁଦ୍ଧ ପାନୀୟ ଜଳ
ଭୁବନେଶ୍ୱର : ରାଜ୍ୟ ସରକାର ଟ୍ୟାପ୍ ଡୁ ଡ୍ରିଙ୍କ୍ ଯୋଜନାରେ ଯୋଗାଉଥିବା ଅତ୍ୟନ୍ତ ବିଶୁଦ୍ଧ ଜଳର ସିଂହଭାଗ ଗାଧୁଆଘରେ ଓ ବାଡି ବଗିଚାରେ ବୋହି ଯାଉଛି । ସରକାର ଏହି ଯୋଜନାରେ ଅତ୍ୟନ୍ତ ବିଶୁଦ୍ଧ ରିଭର୍ସ ଓସମୋସିସି (ଆରଓ) ଜଳ ଯୋଗାଉଛନ୍ତି ଯାହାକୁ ସିଧାସଳଖ ଟ୍ୟାପ୍ରୁ ଆଣି ପିଆଯାଇ ପାରିବ । ଏହି ଯୋଜନାରେ ରାଜଧାନୀ ଭୁବନେଶ୍ୱରର କେତେକ ଅଞ୍ଚଳ ସମେତ ପୁରୀ ସହରରେ ପ୍ରତି ଘରକୁ ଆରଓ ଜଳ ଯୋଗାଣ ହେଉଛି । ଏହି ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଭାବେ ବିଶୋଧନ...
Gulab Weakens After Landfall
Bhubaneswar: After landfall of the cyclone storm Gulab it has weakened to deep depression. It made land fall commenced at 6 pm, in between Gopalpur of Odisha and Kalingapatnam of Andhra Pradesh, near 25 km north of Kalingapatna, IMD said. “The cloud bands have touched coastal regions and thus the landfall process has commenced over north coastal Andhra Pradesh and adjoining...
ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନା ଶିଥିଳ
ଭୁବନେଶ୍ୱର : ଉପନ୍ୟାସରେ ସମୟର ପୁନଃନିର୍ମାଣ ଓ ଅଙ୍କନର ସାମର୍ଥ୍ୟ ରହିଛି । ଏହା ସହିତ ଭାବର ବ୍ୟାପ୍ତି ଓ ବୈଚିତ୍ର୍ୟର ଉପସ୍ଥାପନା ପାଇଁ ଉପନ୍ୟାସ ରଚନାରେ ସୁଯୋଗ ରହିଛି । ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନା ଶିଥିଳ ହେଉଥିବା ପରିପ୍ରେକ୍ଷୀରେ ବହୁସଂଖ୍ୟାରେ ଉପନ୍ୟାସ ଲେଖାକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ ବୋଲି ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ମତପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ କୃଷକ ସମାଜରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ...
୬୫ ଘଣ୍ଟାରେ ୨୦ ଟି ସଭା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତରେ ଯାଇ ସେ ଦେଶରେ ବିତାଇଥିବା ପ୍ରାୟ ୬୫ ଘଣ୍ଟାର ସମୟ ମଧ୍ୟରେ ୨୦ ଟି ଭରପୂର ସଭାରେ ଯୋଗ ଦେଇଥିଲେ ବୋଲି ଶନିବାର ଦିନ ସରକାରୀ ସୂତ୍ରରୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରୁ ଫେରିବା ବାଟରେ ଅଧିକାରୀଙ୍କ ସହ ବିମାନରେ ତାଙ୍କର ଚାରି ଘଣ୍ଟାର ଲମ୍ବା ବୈଠକ ହୋଇଥିଲା । ସବିଶେଷ ତଥ୍ୟ ପ୍ରଦାନ ସଂକ୍ରାନ୍ତରେ ସୂତ୍ରରୁ ପ୍ରକାଶ ଯେ ମୋଦୀ ବୁଧବାର ଦିନ ଆମେରିକା ଯିବା...
OSL Joins Mo School Abhiyan
Cuttack: As a prime part of its ongoing Corporate Social Responsibility (CSR) activities, Orissa Stevedores Limited (OSL) has extended support to the schools of Cuttack district under the ambitious “Mo School Abhiyan” (MSA) launched by the Government of Odisha. MSA is an initiative by the Odisha School & Mass Education Department (S&ME) in a bid to transform the ambience and...










