Extending A Hand Of Support

0

Bhubaneswar: Likes of LN Mittal, Anil Agarwal, Naveen Jindal and Mahimananda Mishra have won the people's hearts for their timely altruistic acts during the COVID-19 pandemic.  Despite possessing all the material wealth, these wealthy ones crave the love and affection of ordinary people. The affluent class often fails to get people's appreciation despite spending crores on Corporate Social Responsibility...

ଶୀତଳଭଣ୍ଡାର ପାଇଁ ଉଦ୍ୟୋଗୀ ବିମୁଖ

ଭୁବନେଶ୍ୱର : ଉଦ୍ୟାନ କୃଷିର ସଫଳତା ପାଇଁ ଶୀତଳଭଣ୍ଡାର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସରକାରଙ୍କ ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ରାଜ୍ୟରେ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେତିକି ବି ଶୀତଳଭଣ୍ଡାର ରହିଛି ସେଥିରୁ ଦୁଇ ତୃତୀୟାଂଶ ଅଚଳ । ମିଳିଥିବା ସୂଚନାରୁ ଜଣାଯାଇଛି ଯେ ରାଜ୍ୟରେ ଏବେ ମୋଟ୍‍ ୧୨୯ଟି ଶୀତଳଭଣ୍ଡାର ଥିବାବେଳେ ସେଥିରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ରହିଛି । ଅନ୍ୟଗୁଡିକୁ ସଚଳ କରିବାପାଇଁ ଆଗ୍ରହ ନାହିଁ । କେତେକ ଶୀତଳଭଣ୍ଡାର ଅତି ପୁରୁଣା ହୋଇଥିବାରୁ ତାହାର...

ଅକ୍ସିଜେନ ପାଇଁ ଗ୍ରିନ୍‍ କରିଡର

0

ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୯ଟି ଟ୍ୟାଙ୍କର୍ ଯୋଗେ ୫୧୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ, ହରିୟାନା, ଦିଲ୍ଲୀ, ଉତରପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ଅକ୍ସିଜେନ୍ ପଠାଯାଇଛି । ଢେଙ୍କାନାଳ, ଅନୁଗୁଳ ଏବଂ ରାଉରକେଲାରୁ ଆଜି ଆହୁରି ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯିବ । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ...

ରାଜଧାନୀ ସବୁଠୁ ତତଲା

ଭୁବନେଶ୍ୱର : ରାଜଧାନୀ ଆଜି ରାଜ୍ୟର ସବୁଠାରୁ ଅଧିକ ତତଲା ସହର ପାଲଟିଛି । ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱରରେ ସବୁଠାରୁ ଅଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଛି । କିଛି ଦିନର ବ୍ୟବଧାନପରେ ରାଜଧାନୀର ଏଭଳି ତତଲା ପାଗରେ ଲୋକେ ଆଉଟୁ ପାଉଟୁ ହୋଇଛନ୍ତି । ଭୁବନେଶ୍ୱର ପଛକୁ ରହିଛି ବୌଦ । ବୌଦରେ ଆଜିର ତାପମାତ୍ରା ୪୨ଡିଗ୍ରୀ ରେକର୍ଡ ହୋଇଥିାବବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ସମ୍ବଲପୁରରେ ୪୧, ଝାରସୁଗୁଡାରେ ୪୦.୫, ଅନୁଗୁଳ ଓ...

୧୧୪ ପୌରାଞ୍ଚଳରେ ବର୍ଷା ଜଳ ଅମଳ ପ୍ରକଳ୍ପ

ଭୁବନେଶ୍ୱର : ସହରାଞ୍ଚଳ ମଜୁରୀ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୌରାଞ୍ଚଳରେ ଥିବା ପାର୍କ, ଖେଳପଡିଆ ଭଳି ଖୋଲାସ୍ଥାନଗୁଡିକୁ ତୁରନ୍ତ ଏଥିପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ପୌରସଂସ୍ଥାର...

Odisha Breaches 4L Mark

0

Bhubaneswar: State on Saturday reported 6,647 new COVID-19 cases, following which the state's tally breached the 4-lakh-mark, officials said. Eight more people died in the state of COVID-19, taking the toll to 1,981, they said. The state's COVID-19 tally currently stands at 4,01,314. Odisha crossed the 3-lakh-mark on November 7 last year, and took over five months to record the...

Covid Surge May Slow in May II

0

Bhubaneswar: Director of Directorate of Medical Education and Training (DMET) Dr CBK Mohanty today informed that the rate of COVID-19 infection will slow down in Odisha in the second week of May. He told reporters that the situation in Odisha is better as compared to other states. As per the trends, the number of cases will  decrease around second week  of May. There...

Bothra Deserves Appreciation

0

Bhubaneswar: Arun Bothra has been appreciated by both Patients and Authorities of a Delhi hospital. They have lauded Chairman-cum-Managing Director of Odisha State Road Transport Corporation (OSRTC) and senior IPS officer Mr.Bothra for facilitating the supply of medical oxygen at a critical stage. On Friday Delhi’s Rathi Hospital had posted an SOS request on Twitter tagging Delhi Chief Minister Arvind Kejriwal,...

ମଇ ୧୫ଯାଏ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ : କରୋନା ସଂକ୍ରମଣ ଦୃଷ୍ଟିରୁ ମଇ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରିକରାଯାଇଛି । ଆଜି ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେବାୟତ ଓ ସେମାନଙ୍କ ପରିବାରର ସୁରକ୍ଷାପାଇଁ ଏଭଳି ନିଷ୍ପତ୍ତି ହୋଇଛି । ଛତିଶାନିଯୋଗ ବୈଠକରେ ସଂକ୍ରମଣ ଦୃଷ୍ଟିରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ବହୁମତି ପ୍ରକାଶ ପାଇଥିଲା । ତେବେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ପୂର୍ବଭଳି ଜାରି ରହିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସଂକ୍ରମଣକୁ...

ଦୈନିକ ଛଅ ହଜାର ଟ୍ରେଣ୍ଡ ଜାରି

0

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଟ୍ରେଣ୍ଡ ଲଗାତାର ଭାବେ ୩ଦିନ ଧରି ୬ହଜାର ଉପରେ ରହିଥିବାବେଳେ ଗତ ୨୪ଘଣ୍ଟାରେ ରେକର୍ଡ ସଂଖ୍ୟା ୬୬୪୭ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଭଳି ଏହି ସମୟ ମଧ୍ୟରେ ଖୋରଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିବା ସହିତ ଗୋଟିଏ ଦିନରେ ସର୍ବାଧିକ ୧୧୮୯ରେ ପହଞ୍ଚିଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତୀବ୍ର ହେବା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୪ଲକ୍ଷ ଅତିକ୍ରମ କରି ୪,୦୧,୩୪୧ରେ ପହଞ୍ଚିଛି । ସକ୍ରିୟ କରୋନା ରୋଗୀଙ୍କ...