ପର୍ଯ୍ୟଟନ ଶିଳ୍ପକୁ ଘନେଇଲାଣି ବିପଦ
ଭୁବନେଶ୍ୱର : କରୋନା ଯୋଗୁଁ ଏବେ ପୁଣି ହୋଟେଲ ଓ ପର୍ଯ୍ୟଟନଶିଳ୍ପ ଉପରେ ବିପଦ ଘନେଇଛି । ଦେଶ ବିଦେଶର ଯେତେ ପର୍ଯ୍ୟଟକ ଶୀ˜ଋତୁରେ ଓଡିଶା ଆସନ୍ତି ଏବର୍ଷ ତାହା ବହୁ ଭାବରେ କମିଯାଇଛି । ଫଳରେ ହୋଟେଲଗୁଡିକର ଅଧିକାଂଶ ପ୍ରକୋଷ୍ଠ ଖାଲି ରହୁଥିବାବେଳେ ପର୍ଯ୍ୟଟକମାନଙ୍କ ଉପରେ ନିର୍ଭରକରି ଗୁଜୁରାଣ ମେଣ୍ଟାଉଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଛୋଟ ବଡ ବ୍ୟବସାୟୀମାନେ ହାତ ବାନ୍ଧି ବସିଲେଣି । ଦେଶରେ ଏବେ ବିମାନ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି । ଦେଶ ଭିତରେ ଏବେ ଦୈନିକ ବିମାନଯାତ୍ରୀଙ୍କ ସଂଖ୍ୟା...
ଅବକାରୀ ଧରପଗଡରେ ବର୍ଷକରେ ୨୮ହଜାର ଗିରଫ
ଭୁବନେଶ୍ୱର : ନିଶା କାରବାର ଅଭିଯୋଗରେ ୨୦୨୧ ବର୍ଷରେ ୨୮,୪୨୭ଜଣ ବନ୍ଧା ହୋଇଥିବାବେଳେ ୩୪ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ସମୟରେ ଅବକାରୀବିଭାଗ ପକ୍ଷରୁ ୧୯୨୦ଟି ଗାଡିମୋଟର ବି ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଗତବର୍ଷ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଅବକାରୀ ବିଭାଗର ଧରପଗଡ ଯୋଗୁଁ ୩୪,୪୩୧ଟି ମାମଲା ରୁଜୁ ହୋଇଥିବାବେଳେ ୨୮,୪୨୭ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗତବର୍ଷ ଅବକାରୀ ବିଭାଗ ଧରପଗଡ ସମୟରେ ୮ଲକ୍ଷ ୮୧ହଜାର ଲିଟରରୁ...
‘ବ୍ଲୁଇସ୍’ ଆପ୍କୁ ଜାତୀୟ ପୁରସ୍କାର
ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଭୁବନେଶ୍ୱର ପୌର ପରିଷଦ ଏବଂ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ୍)ଙ୍କ ଦ୍ୱାରା ମିଳିତ ଭାବେ କାର୍ଯ୍ୟାନ୍ୱୟ କରାଯାଉଥିବା ୫-ଟି ସନନ୍ଦ ଅନ୍ତର୍ଗତ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ୍ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ୍ ସ୍ୱର୍ଣ୍ଣ ପୁରସ୍କାର ପାଇଛି । ଆଜି ହାଇଦ୍ରାବାଦଠାରେ ଅନୁଷ୍ଠିତ ୨୪ ତମ ଜାତୀୟ ଇ-ଗଭର୍ନାନ୍ସ୍ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ...
Odisha Seeks 1269 Cr From CRIF
Bhubaneswar: Odisha Government in Department of Works has sought Rs 1269.02 crore from the Union Ministry of Road Transport and Highways for development of 30 roads in Odisha. Special Secretary Works, Manoranjan Misra has recently written a letter to the Director General (DG) in the Union Ministry of Road Transport and Highways seeking approval of the 30 road projects under...
Kalidas Samman For Chandrabhanu Satpathy
Bhubaneswar: Eminent Spiritual Thinker, Dr. Chandra Bhanu Satpathy was conferred with the NALCO Kalidas Samman this year, at NALCO’s 42nd Foundation Day function here on Thursday. Renowned Odissi danseuse Aruna Mohanty was bestowed with the NALCO Kharavela Award in Odissi Dance Guru category. Mamata Ojha and Harekrushna Dhall were both presented with the NALCO Kharavela Award in Odissi Dancer category. NALCO...
Shrimandir Will Remain Close from 10 Jan
Puri: Shree Jagannath Temple in Puri will remain closed from 10 January in view of the increasing COVID-19 cases, a senior official said on Friday. The temple will remain closed till 31 January, as per the decision taken at the meeting of Chhatisa Nijog -- the apex body of the temple's servitors, he said. The meeting was also attended by staff...
ସୋମବାର ଠାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ମନା
ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆସନ୍ତା ସୋମବାର ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ସେବକ ଓ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ହେବ କି ନାହିଁ ସେ ସଂକ୍ରାନ୍ତରେ ଆଜି ଛତିଶା ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନ ବୈଠକ ବସିଥିଲା । ବୈଠକ ପରେ ପୁରୀ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଜିଲ୍ଲାପାଳ...
BLUIS Gets Gold Award
Bhubaneswar: Bhubaneswar Land Use Intelligence System (BLUIS), a 5T project launched by Chief Minister Naveen Patnaik in July 2020, was conferred with the National e- Governance Gold category Award by Dr Jitendra Singh, Union Minister of Personnel at the 24th national conference on e-Governance at Hyderabad on Friday. The scheme is implemented by the General Administration and Public Grievance Department...
ଘର ପାଇଁ ୧୪୪୪ କୋଟି ଟଙ୍କାର ସହାୟତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧...
କଟକ ରେଳ ଷ୍ଟେସନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ
କଟକ : ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଏବଂ ପରୀକ୍ଷେତ୍ରର ବିକାଶ ପାଇଁ ଶିଳାନ୍ୟାଶ କରିଛନ୍ତି ।କଟକ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଓ ପରୀକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ଥିବାବେଳେ ଚୌଡା ଆପ୍ରୋଚ୍...









