Cold Wave Grips State

0

Winter chill swept Odisha on Saturday, with a cold wave gripping some districts and the minimum temperature plunging in many places. At least 15 weather stations logged a minimum below 10 degrees Celsius as the northwesterly dry and cold winds prevailed over the region, a bulletin stated. The mercury dropped significantly at some places in coastal Odisha and it was below...

ସୋଆରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ରେ “ଆଡ୍‌ଭାନ୍ସସେସ୍ ଇନ୍ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ” ଶୀର୍ଷକ ଫ୍ୟାକଲ୍ଟି ଡେଭେଲପମେଂଟ କାର୍ଯ୍ୟକ୍ରମ ଜାନୁୟାରୀ ୨୧ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଆଇଟିଇଆର୍ ଅଧିନସ୍ଥ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଂଜିନିୟରିଂ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ୨୦୦ରୁ ଅଧିକ ପ୍ରଫେସର, ବୈଜ୍ଞାନିକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ...

Corporations Reservation List Out

Bhubaneswar: Moving a step forward in conduct of general election to Urban Local Bodies (ULBs), the State Government has completed delimitation of wards and reservation of seats in three Municipal Corporation towns Bhubaneswar, Cuttack and Berhampur. Housing and Urban Development Department has issued several notifications listing out reservation of seats in the three urban bodies and also delimitation of wards. The...

ପାଞ୍ଚ ହଜାର ତଳେ କରୋନା

0

ଭୁବନେଶ୍ୱର : ରାଜ୍ୟରେ ତଳ ମୁହାଁ ହୋଇ ଚାଲିଥିବା ଦୈନିକ କରୋନା ସଂକ୍ରମଣ ୫ହଜାର ତଳକୁ ଆସିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ବର୍ଷ ବୟସରୁ କମ୍‍ ପିଲାଙ୍କ ସଂଖ୍ୟା ୬୭୧ ରହିଛି । ରାଜ୍ୟରେ କରୋନା ସକ୍ରମଣ ପାଞ୍ଚ ହଜାର ତଳକୁ ହ୍ରାସ ପାଇବା ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବି ୬୦ହଜାର ତଳକୁ ହ୍ରାସ ପାଇ ୫୮,୫୩୩ରେ ପହଞ୍ଚିଛି । ତେବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା...

ବଜେଟରେ ଦୀର୍ଘମିଆଦୀ ଭିତ୍ତିଭୂମି ଯୋଜନା

0

ଭୁବନେଶ୍ୱର : ଆସନ୍ତା ୫ବର୍ଷ ପାଇଁ ଦୀର୍ଘମିଆଦୀ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଦୃଷ୍ଟିରେ ରଖି ସରକାର ବଜେଟ୍‍ ପ୍ରସ୍ତୁତ କରିବେ । ଏଥିପାଇଁ ବିଭିନ୍ନ ବିଭାଗ ସହିତ ଜୋରସୋରରେ ଆଲୋଚନା ଚାଲିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସେଚନ, ଶିଳ୍ପ, ଶକ୍ତି ଆଦି କ୍ଷେତ୍ରରେ ଆସନ୍ତା ୫ବର୍ଷ ପାଇଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କ’ଣ କ’ଣ ଆବଶ୍ୟକତା ରହିଛି ତାହାର ଆକଳନ କରିବା ସହିତ ତଦନୁଯାୟୀ ବଜେଟ୍‍ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରହିଛି ।...

Odisha Seeks ILO Support

0

Bhubaneswar: As Odisha has persisted with creating a positive policy ecosystem for MSMEs and start-ups, it has laid extra stress on growth of women entrepreneurs especially when the MSME sector has sustained severe pandemic shock. A growing economy like Odisha seeks technical assistance from ILO in this regard, said Ranjana Chopra, Principal Secretary MSME of Odisha Deliberating on the policy...

ପଞ୍ଚାୟତରେ ହୋଇପାରୁନି ଶକ୍ତି ପ୍ରଦର୍ଶନ

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ପ୍ରାର୍ଥୀ ସ ଦଳମାନେ ଶକ୍ତି ପ୍ରଦର୍ଶନରୁ ବଞ୍ଚିତ ହୋଇଛନ୍ତି । ନିର୍ବାଚନ କମିଶନଙ୍କ କଟକଣା ଯୋଗୁଁ ବାହୁବଳୀ ପ୍ରାର୍ଥୀମାନେ ଚାହିଁଲେ ବି ବଡ ଧରଣର ସଭା କିମ୍ବା ଶୋଭାଯାତ୍ରା କରିପାରୁ ନାହାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନ ସଭା ଶୋଭାଯାତ୍ରା ଉପରେ କଡା କଟକଣା ଲଗାଇଛନ୍ତି । ମାତ୍ର ୫ଜଣଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବାବେଳେ ଡିଜିଟାଲ ପ୍ରଚାର ଉପରେ ଜୋର ଦିଆଯାଉଛି ।...

Temple Reopens on 1 Feb

0

Puri: With the steady decline in daily Covid-19 cases in the state, Sri Jagannath Temple here will be reopened for devotees from February 1 with strict adherence to Covid-19 protocols. This decision was taken at the Chhatisa Nijog meeting held in virtual mode this afternoon. Puri collector Samarth Verma said that Srimandir will be reopened for the devotees from February 1....

IMGENEX Kit For Odisha

0

Bhubaneswar: Very soon made in Odisha rapid antigen testing kits will hit the market for testing of SARS-CoV-2 infection in people. The Indian Council of Medical Research (ICMR) has validated the first Covid-19 rapid antigen test kit, ImCOV-Ag developed in Odisha.  The kit has been developed by IMGENEX India Pvt. Ltd, Bhubaneswar with intellectual input from Regional Medical Research Centre (RMRC)....

ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବ ଆନାଡ଼୍ରୋନ୍ ସିଷ୍ଟମ

0

ଭୁବନେଶ୍ୱର : ପ୍ରତିରକ୍ଷା ମନ୍ତ୍ରଣାଳୟର ମେକ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଆକାରରେ ଓଡିଶା ସ୍ଥିତ ଆନାଡ୍ରୋନ୍ ସିଷ୍ଟମ୍ ଭାରତୀୟ ସ୍ଥଳସେନା ଏବଂ ବାୟୁସେନାକୁ ଉନ୍ନତ ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଛି। ମେକ୍ ଇନ୍ ଇଣ୍ଡିଆ ବର୍ଗ ୨ ଅନ୍ତର୍ଗତ ୫୦% ରୁ ଅଧିକ ଦେଶଜ ଅଂଶୀଦାର ଥିବା ଶିଳ୍ପ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିବା ବର୍ଗରେ ୧୨୫ ମନୋଭ୍ୟୁରେବଲ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ (MEAT) ଏବଂ...