ରାଜସ୍ୱ ଦପ୍ତରରେ ପଡିଛି ୭ଲକ୍ଷ ଜମିଜମା ମାମଲା
ଭୁବନେଶ୍ୱର : ଫଏସଲା ନ ହୋଇ ୭ଲକ୍ଷରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ବିଭିନ୍ନ ପାହ୍ୟାର ରାଜସ୍ୱ ଅଧିକାରୀମାନଙ୍କ ନିକଟରେ ପଡି ରହିଛି । ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ସତ୍ତ୍ୱେ କ୍ଷେତ୍ର ସ୍ତରର ରାଜସ୍ୱ ଦପ୍ତରଗୁଡିକରେ କିନ୍ତୁ ରାଜସ୍ୱ ମାମଲା ସଂଖ୍ୟା ଢ଼େର ଅଧିକ ରହୁଛି । ଜମିଜମା କିଣାବିକା ବେଳେ ଦାଖଲ ଖାରଜ ବା ମ୍ୟୁଟେସନ ପାଇଁ ସ୍ୱତନ୍ତ୍ର ଫି’ ନିଆଯାଇଥାଏ । ମୋଟାମୋଟି ଭାବେ ମ୍ୟୁଟେସନ ପାଇଁ ଖରିଦଦାର ସ୍ୱତନ୍ତ୍ର ମାମଲା ରୁଜୁ...
ରେଳଗାଡି ବେଗ ବଢିବ
ଭୁବନେଶ୍ୱର : ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତ ହୋଇଛି । ଏହି ଯୋଜନାର ଏକ ଅଂଶ ଭାବରେ ୨୦୨୪ ସୁଦ୍ଧା କେତେକ ରୁଟ୍ରେ ରେଳଗାଡିର ବେଗ ଘଣ୍ଟାପ୍ରତି ୧୩୦ ଓ ୧୬୦ କିଲୋମିଟରକୁ ବୃଦ୍ଧି କରାଯିବ । ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା - ୨୦୩୦ ପ୍ରସ୍ତୁତ ହୋଇଛି ।...
Plan For ‘Future Ready’ Rails
New Delhi: The Indian Railways have prepared a National Rail Plan (NRP)– 2030 with an aim to create a ‘future ready’ railway system by 2030. This was informed by Union Minister for Railways, Ashwini Vaishnaw while replying to a question of MP Sasmit Patra in Rajya Sabha recently. The NRP is aimed to formulate strategies based on both operational capacities...
Campaign Ends For Phase I
Bhubaneswar: The high-pitched campaign for the first phase of the three-tier panchayat elections on February 16 ended here on Monday evening. As per the schedule, the first phase polling will be held on February 16 for 200 Zilla Parishad seats, 1,669 Sarpanch posts, 1,669 Samiti member seats and 22,379 Ward Member posts in 71 blocks of 30 districts. A total of...
ଜଗା ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ଦରକାର ନାହିଁ
ପୁରୀ: ଚଳିତ ଫେବୃଆରୀ ୨୧ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆଉ ଡବଲ୍ ଡୋଜ୍ ଟୀକାକରଣ ପ୍ରମାଣପତ୍ର କିମ୍ବା କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆବଶ୍ୟକ ନାହିଁ । ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ଉନ୍ନତି ଏବଂ ଅଧିକାଂଶ ଲୋକେ ଡବଲ୍ ଡୋଜ ଟୀକା ନେଇଥିବାକୁ ଦୃଷ୍ଟିରେ ରଖି ଛତିଶା ନିଜୋଗ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ତେବେ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ସମସ୍ତ ଭକ୍ତଙ୍କୁ କୋଭିଡ...
No Jab Cert For Darshan
Puri: From 21 February, the double dose vaccination certificate or Covid negative certificate is no longer required to have darshan of Trinity at the Shree Jagannath Temple here. Keeping in mind the improved in Covid-19 situation in the State and double dose vaccination of a majority of population, the above decision was taken at the Chatisa Nijog meeting, informed...
GST Fraud Racket Busted
Bhubaneswar: The Odisha State CT & GST Enforcement Squad comprising 10 officers, raided the fly ash manufacturing unit and residence of proprietor of Maa Salara Fly Ash Bricks, Cuttack today and detected a GST fraud involving claiming of erroneous refund of Rs.4.38 crore. The refund has been claimed under inverted duty structure. It is claimed that huge amounts of ITC...
ଆନ୍ତର୍ଜାତିକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳିତ
ଭୁବନେଶ୍ୱର : ଭାରତର ପ୍ରଥମ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ମିନୁ ସୋରାବ୍ଜୀ ଗିନ୍ୱାଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନର ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍ମାନେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲ୍ରେ ଏକତ୍ରିତ ହୋଇ ଏହି ଅସ୍ତ୍ରୋପଚାରର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ । ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖାର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖରେ ଡାକ୍ତର ଗିନ୍ୱାଲାଙ୍କ ଜନ୍ମ ଦିନକୁ ପାଳନ କରିବା ସହ ଏହି...
କୋଭିଡ କଟକଣାରେ ହେବ ଭୋଟଗ୍ରହଣ ଓ ମତଗଣନା
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ । ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ପାନ କୋଭିଡ୍ ଟିକା ନେଇଥିବେ । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ । ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର...
Guidelines For Vote Validation
Bhubaneswar: In an aim to clear the confusion related to cross voting, the State Election Commission (SEC) has issued detailed guidelines for the validation of votes polled during the upcoming Panchayat elections. The SEC's clarification comes in the wake of several queries received by the Commission regarding the validity of the Ballot Paper when a voter has recorded his vote...










