ଘରୋଇ ସିଲିଣ୍ଡର ଅପବ୍ୟବହାରର ଯାଞ୍ଚ କର

0

ଭୁବନେଶ୍ୱର : ବ୍ୟବସାୟିକ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ରୋକିବାପାଇଁ କଡାକଡି ଯାଞ୍ଚ କରିବାକୁ ଓଡିଶା ଏଲପିଜି ବିତରକ ସଂଘ (ଓଏଲପିଜିଡିଏ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ ଓ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ର ମିଳିତ ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ୧୯୬୫ ମସିହାରୁ ଏଲ୍‍ପିଜି ଯୋଗାଣ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ।...

ଓଡିଶାରୁ ୧୬,୮୮୦ ନିୟୁତ ଡଲାରର ରପ୍ତାନି

0

ଭୁବନେଶ୍ୱର : ଓଡିଶା ୨୦୨୧-୨୨ ବର୍ଷରେ ୧୬,୮୮୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି । କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ସନ୍ତୋଷ ଷଡଙ୍ଗୀଙ୍କ ଆଜି ୨୦୨୧-୨୨ ବର୍ଷର ରାଜ୍ୟୱାରୀ ରପ୍ତାନି ସମୀକ୍ଷାରୁ ଏହା ଜଣାପଡିଛି । ୨୦୨୧-୨୨ ବର୍ଷରେ ଭାରତର ବାଣିଜ୍ୟିକ ରପ୍ତାନି ପରିମାଣ ୪୧୮ ବିଲିୟନ ଆମେରିକୀୟ ଡଲାରକୁ ଛୁଇଁଛି ଯାହାକି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ୫ ପ୍ରତିଶତ ଅଧିକ ଏବଂ ବିଗତ ବର୍ଷ ତୁଳନାରେ ପ୍ରାୟ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।...

Odisha Exports Touch $17 Billion

0

New Delhi: Odisha has been able to export more than US $ 16,880 Million of materials during Financial Year 2021-22, while achieving robust growth, officials say. Santosh Sarangi, Director General Foreign Trade (DGFT) reviewed State wise export during FY 2021-22 here on 11 April. While India's merchandise exports touched a record $418 Billion in 2021-22, exceeding the Union Government's target by...

Row Over Medical College

0

Puri: Shri Jagannath Medical College inauguration on Monday witnessed a row between the Governing BJD and Opposition BJP. BJP National Spokesperson Sambit Patra in a tweet on Sunday, “I humbly believe that without getting into the ‘Credit War’ the Honourable CM Odisha should have made a courtesy call to the Honourable PM to inaugurate the Medical College in Puri.” Dr.Patra also...

Check Illegal Use Of Domestic Cylinders; OLPGDA

0

Bhubaneswar: The Orissa LPG Distributors’ Association (OLPGDA) has requested the State Government to check illegal use of domestic cylinders in commercial establishments in the State. OLPGDA President Biswanath Mukherjee and Secretary LopamudraBuxipatra have jointly written a letter to the Principal Secretary, Food Supply & Consumer Welfare, VirVikramYadav in this regard.   “LPG distributors as a community have been serving this nation...

Puri Gets New Medical College

0

Puri: Chief Minister Naveen Patnaik today inaugurated the Shri Jagannath Medical College & Hospital (SJMCH) here in presence of Union Health Minister Mansukh Mandaviya. Secretary to CM V K Pandian and other dignitaries graced the occasion. The medical college has been established jointly by the Union and State Governments. The medical college has the capacity for admitting 100 MBBS students...

ହେଲିନା ର ସଫଳ ପରୀକ୍ଷଣ

0

ଭୁବନେଶ୍ୱର : ସ୍ୱଦେଶରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଉଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର 11 ଏପ୍ରିଲ୍ 2022 ରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆରଡିଓ), ଭାରତୀୟ ସେନା ଏବଂ ଭାରତୀୟ ବାୟୁ ସେନାର ବୈଜ୍ଞାନିକଙ୍କ ଟିମ ଦ୍ବାରା ଏହି ପରୀକ୍ଷଣ ୟୁଜର ଭାଲିଡେସନ ଟ୍ରାଏଲ୍‌ ର ଅଂଶ ଭାବରେ ଆୟୋଜିତ କରାଯାଇଥିଲା। ଏହି ପରୀକ୍ଷଣ ଏକ ଆଡ଼ଭାନ୍ସଡ଼ ଲାଇଟ ହେଲିକପ୍ଟର (ଏଏଲ୍‌ଏଚ) ରୁ କରାଯାଇଥିଲା ଏବଂ କ୍ଷେପଣାସ୍ତ୍ରକୁ ସିମୁଲେଟେଡ୍‌ ଟ୍ୟାଙ୍କ ଟାରଗେଟରେ ସଫଳତା ପୂର୍ବକ...

ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

0

ପୁରୀ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି  ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା । ଏହି...

ଗହମ ବଦଳରେ ଚାଉଳ ଦିଅ

0

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀମାନଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଭାତ ଓଡ଼ିଶା ଲୋକମାନଙ୍କର ମୁଖ୍ୟ ଖାଦ୍ୟ ହୋଇଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ...

ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

0

ପୁରୀ : ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।  ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ...