Odisha Mourn Lata Mangeshkar
Odisha on Sunday mourned the death of Lata Mangeshkar who had immortalised two Odia film songs by her melodious voice way back in the 1960s.To begin with Governor Prof Ganeshi Lal and Chief Minister Naveen Patnaik to singers and music directors of the state, all paid their tributes to the legend who died at a Mumbai hospital at the...
State Excise On Overdrive
Cuttack: Odisha Excise has seized a huge amount of illegal excise liquor and other materials worth Rs 3 crore during the last one week (January 30 to February 5) as it is on a overdrive across the State. Team Excise led by Ashis Singh, Commissioner Excise has been continuously conducting Special Drives to control all types of excise crimes for...
ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି
ଭୁବନେଶ୍ୱର : ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ମିଶନର ସ୍ୱପ୍ନକୁ ସାକାର କରିବା ଏବଂ ସାଢେ ୪କୋଟି ଓଡିଆଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଆମର ମୁଳ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଓଡିଶାର ବିକାଶ...
4K Mobile Towers In Odisha Soon
Bhubaneswar: In an aim to ensure mobile connectivity to every village of Odisha, the Centre would install about 4,000 mobile towers in various places across Odisha very soon, said Union Telecom Minister Ashwini Vaishnawhereon Sunday. Addressing a press conference here, Mr.Vaishnaw said nearly about 6,000 villages in Odisha have remained out of mobile connectivity due to lack of mobile towers. So,...
State To Boost Jackfruit Cultivation
Bhubaneswar: Odisha was the second largest producer of jackfruit next to Tripura. Jackfruit trees were found distributed in all most all districts of Odisha. However, around 15 districts contributed major portion of the jackfruit production in the State. APC & ACS Agriculture Sanjeev Chopra has informed the State Level Meeting chaired by Chief Secretary Suresh Chandra Mahapatra held here. Mr.Chopra added...
National Mourning For Lataji
New Delhi: Union Government has decided to give a state funeral and observe two-days long National Mourning on the death of Bharat Ratna Lata Mangeshkar. Ministry of Home Affairs announced here on 6 February that the Union Government has also decided that as a mark of respect, two days of state mourning will be observed from Sunday and Monday. "During State...
PM Grieves For Sur Samragi
New Delhi: Prime Minister, Narendra Modi has expressed deep grief over the passing away of legendary singer Lata Mangeshkar. The Prime Minister has spoken to her family and expressed his condolences. He also said that the coming generations will remember her as a stalwart of Indian culture, whose melodious voice had an unparalleled ability to mesmerise people. In a series...
ଦୁଇ ହଜାର ନିକଟକୁ ଖସିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଦ୍ରୁତ ବେଗରେ ହ୍ରାସ ପାଇବା ସହିତ ଦୁଇ ହଜାର ନିକଟରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୩୨୪ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ୨୧୦୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୮,୮୧୧ ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୧୨,୩୪,୩୫୨ ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ...
ଆର ପାରିରେ ସ୍ୱର ସମ୍ରାଜ୍ଞୀ
ଭୁବନେଶ୍ୱର : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତ କାଲି ଠାରୁ ସେ ଭେଣ୍ଟିଲେଟରେ ଥିବାବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା । ଭାରତର ନାଇଟେଙ୍ଗଲ ଭାବେ ପରିଚିତ ଲତା ଦିଦିଙ୍କର ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର...
ପଞ୍ଚାୟତ ନିର୍ବାଚନରେ ଏସ୍ଏଚ୍ଜି ହେବେ ନିର୍ଣ୍ଣାୟକ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନଜର ଏବେ ଗାଁ ଗହଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍ଏଚ୍ଜି) ଉପରେ । କାରଣ ଏହି ଗୋଷ୍ଠିରେ ଥିବା ୭୦ଲକ୍ଷ ମହିଳାଙ୍କ ଭୋଟ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ । ରାଜ୍ୟରେ ଏବେ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠି ଥିବାବେଳେ ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଏମାନେ ପ୍ରାୟତଃ ସମସ୍ତେ ମତଦାତା । ଏଥି ସହିତ ସେମାନଙ୍କ ପରିବାରରେ ଅନ୍ୟ ସଦସ୍ୟମାନେ ବି ରହିଛନ୍ତି...








