14 Lakh Students Attended Classes Day One
Bhubaneswar: All schools across 30 Districts of Odisha have been reopened for physical classes for students from Standard -VIII to XII today, thanks to the decision of the State Government to open schools. Principal Secretary School & Mass Education, Bishnupada Sethi, who took up the efforts for opening of schools in an organized manner in Post Covid Pandemic for benefit...
Liquor Ban On Polling & Counting Days
Cuttack: In the interest of free and fair Panchayat election, the State Excise Commissioner Ashish Kumar Singh has banned sale, transport and distribution of liquor in the respective Blocks during polling and counting of votes. Following the instruction of the SEC, Mr.Singh has written a letter to all Collectors to ensure closure of licensed premises for retail sale of foreign...
ପ୍ରବାସରେ ଭାଷା ସାହିତ୍ୟର ଉନ୍ନତି ପାଇଁ ଉଦ୍ୟମ
ଭୁବନେଶ୍ୱର : ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି । ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମକୁ ପୃଥିବୀର ବହୁଦେଶର ପ୍ରବାସୀ ଓଡ଼ିଆମାନଙ୍କ ସହ ସମ୍ପର୍କର ସାରସ୍ୱତ ସେତୁ ତିଆରି କରିପାରିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ଇତିହାସରେ ଏପରି ଅଭିନବ ଉଦ୍ୟମ ସମସ୍ତକୁ ଉଦ୍ବୁଦ୍ଧ କରିଛି । ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦୀକି ଅମୃତମହୋତ୍ସବ ରେ ପୃଥିବୀର ୬୦ଟି ଦେଶକୁ ଜଡ଼ିତ କରାଯାଇ ପାରିଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ, ବାଙ୍ଗାଲୋର ସାହିତ୍ୟ...
୯ରୁ ଝଡ ବର୍ଷା ସମ୍ଭାବନା
ଭୁବନେଶ୍ୱର : ପଶ୍ଚିମା ଝଡର ପ୍ରଭାବରେ ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ଝଡ, ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ରାଜ୍ୟର ଉପକୂଳବର୍ତୀ ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ସୋମବାର...
କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା
ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ସ୍ଥିତିର ଉନ୍ନତି ସହିତ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍ଇସି) ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ), ୨୦୨୨ ରେ ସାଧାରଣ ର୍ନିବାଚନ ସମୟରେ ପ୍ରଚାର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ଆଂଶିକ କୋହଳ କରିଛନ୍ତି । ସୋମବାର ଏଠାରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବାବେଳେ ରାଜ୍ୟ ର୍ନିବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ପ୍ରାର୍ଥୀମାନେ ସମର୍ଥକଙ୍କ ସମେତ ସର୍ବାଧିକ ୨୦ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏହାପୂର୍ବରୁ, କେବଳ ଞ୍ଚ୫ ଜଣଙ୍କୁ ନେଇ ଘରକୁ...
SEC Relaxes Poll Norms
Bhubaneswar: With the improvement in the Covid-19 situation in the State, the State Election Commission (SEC) has partially relaxed the restrictions imposed for campaigning during ensuing General Elections to Panchayati Raj Institutions (PRIs), 2022. While addressing media persons here on Monday, State Election Commissioner Aditya Prasad Padhi said now, candidates can conduct door-to-door campaigning with a maximum of 20 persons...
Edu Institutes Reopen
Bhubaneswar: As per earlier announcement, all educational institutions of Class VIII and above across the State have reopened today for the students with strict adherence to Covid-19 protocols. As per the instructions of School and Mass Education (S&ME) Principal Secretary Bishnupada Sethi, all schools have been reopened for students of Class- IX to XII for the academic session 2021-22. The...
ଦେଢ ହଜାର ତଳକୁ ଖସିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗତ ୨୪ଘଣ୍ଟା ମଧ୍ୟରେ ଦେଢ ହଜାର ତଳକୁ ହ୍ରାସ ପାଇ ୧୪୯୭ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ୨୮୩ଜଣ ଶିଶୁ ରହିଥିବାବେଳେ କ୍ୱାରେଣ୍ଟାଇନ୍ରୁ ୮୭୪ଜଣ ରହିଛନ୍ତି । ସେହଭଳି ୬୨୩ ଲୋକାଲ କେଶ୍ ରହିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୨,୩୭,୯୭୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୬୮,୩୦୮ ଜଣ ସୁସ୍ଥ ହୋଇ ସାରିଲେଣି । ସେହିଭଳି ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୫୨୫କୁ ହ୍ରାସ ପାଇଛି...
ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?
ଭୁବନେଶ୍ୱର : ପ୍ରାୟ ଦୁଇ ଦଶନ୍ଧିର ନିରନ୍ତର ଉଦ୍ୟମ ସତ୍ୱେ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ସଂସଦ ଭବନ ପରିସର ମଧ୍ୟରେ ସ୍ଥାପନ ହୋଇପାରିଲା ନାହିଁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମର୍ଯ୍ୟାଦା ଦେବାପାଇଁ ଦିଲ୍ଲୀରୁ ବରୁଣେଇ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅନେକ ଉତ୍ସବାନୁଷ୍ଠାନ ହୋଇଥିଲେ ବି ଏ ଦିଗରେ ବିଶେଷ ତତ୍ପରତା ଲକ୍ଷ୍ୟ କରାଯାଉନାହିଁ । ୨୦୦୨ ମସିହାରୁ ସରକାରୀ ଓ ବେସରକାରୀ ସ୍ତରରେ ଏ ପ୍ରସଙ୍ଗ ଉଠି ଆସୁଛି ।...
ସାତ ଦିନରେ ୩କୋଟିର ଅବକାରୀ ସାମଗ୍ରୀ ଜବତ
ଭୁବନେଶ୍ୱର : ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ଅବକାରୀ ବିଭାଗ ଚଳାଇଥିବା ଅଭିଯାନରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୩କୋଟି ଟଙ୍କାର ଅବକାରୀ ଜବତ ହୋଇଛି । ଏଥି ସହିତ ୮୩୨ ଜଣ ବି ଗିରଫ ହୋଇଛନ୍ତି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ପ୍ରଥମ ସାତ ଦିନରେ ବିଭାଗ ପକ୍ଷରୁ ହୋଇଥିବା ଚଢଉରେ ୮୩୨ଜଣଙ୍କୁ ଗିରଫ କରାଯିବା ସହିତ ୧୦୫୦ ମାମଲା ରୁଜୁ ହୋଇଛି । ଏହି ସମୟରେ ୨୭,୨୬୬ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ,...










