ଦ୍ରୌପଦୀଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ ଗୃହ ଅଚଳ

ଭୁବନେଶ୍ୱର : ଏନ୍‍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଦେଇଥିବା ଟିପ୍ପଣିକୁ ବିରୋଧିକରି ବିଜେପି ସଦସ୍ୟମାନେ ଆଜି ଗୃହରେ ହଟଗୋଳ କରିବାରୁ ବିଧାନସଭାର ପ୍ରଥମାର୍ଦ୍ଧ ଏକ ପ୍ରକାର ଅଚଳ ରହିଛି । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃ ମଧ୍ୟଭାଗରେ ହଟଗୋଳ କରିବା ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ...

ବୋଲବମକୁ କରୋନା ଭୟ

0

ଭୁବନେଶ୍ୱର : ରଥଯାତ୍ରା ପରେ ଓଡ଼ିଶାରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶ୍ରାବଣ ମାସରେ ବୋଲବମ୍‍ ଯାତ୍ରା ଯୋଗୁଁ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଏବେଠାରୁ ପ୍ରତିକାରାତ୍ମକ ବ୍ୟବସ୍ଥାକୁ କଡାକଡି କରାନଗଲେ ଆଗାମୀ ଦିନରେ ସ୍ଥିତି ବିଗିଡିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଆଦି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହି ରାଜ୍ୟଗୁଡିକ ସହ ଓଡ଼ିଶାକୁ ଆକାଶ, ସଡକ ଓ ରେଳପଥରେ ବହୁ...

Center Lessens Odisha Grant

0

Bhubaneswar: Financial Grants from Government of India under various heads have been reduced by 6 per cent during the financial year 2021-22 in comparison to the previous financial year. The total transfer from the Union Government comes in the form of share in central taxes, and grants from the Central Government. The share in central taxes is likely to have...

ଏନ୍‍ଡିପିଏସ୍‍ ମାମଲାରେ ୫୨୨ ଗିରଫ

0

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ରାଜ୍ୟରେ ୪୫୪ ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଥିବାବେଳେ ୫୨୨ ଜଣ ଗିରଫ ହୋଇଛନ୍ତି । ଗତବର୍ଷ ତୁଳନାରେ ଏହା ୨୫୦ ଗୁଣରୁ ଅଧିକ । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ତ୍ରୈମାସିକ ସମୀକ୍ଷାରୁ ଏହା ଜଣାଯାଇଛି । ଅବକାରୀ କମିଶନର ଶ୍ରୀ ସିଂହ କରିଥିବା ଏହି ସମୀକ୍ଷାରେ ଅବକାରୀ ବିଭାଗର ଡେପୁଟୀ କମିଶନର, ଅବକାରୀ ସୁପରିଟେଣ୍ଡେଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ର ଅଧିକାରୀମାନେ ସାମିଲ ହୋଇଥିଲେ । ସମୀକ୍ଷାରୁ ଜଣାଯାଇଛି...

ଚିତ୍ରୋକୋଣ୍ଡା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସ୍‍ ଅତ୍ୟାଚାରର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜି କରିବେ । ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ବିଧାନସଭାରେ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ପରେ ଏହି ପ୍ରସଙ୍ଗକୁ ନେଇ ବିରୋଧିଦଳ ଜାରି ରଖିଥିବା ହଟଗୋଳ ପ୍ରତ୍ୟାହାର ହୋଇଛି । ଆଜି ଶୂନ୍ୟକାଳରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠିଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏହି ପ୍ରସଙ୍ଗ...

ଓଡିଶାର ଖାଦ୍ୟ ସୁରକ୍ଷା ମଡେଲ ଅନୁକରଣୀୟ

0

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଏକ ନମ୍ବର ସ୍ଥାନ ହାସଲକରିଛି । ଏହା ପଛକୁ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଭଳି ରାଜ୍ୟ ଅଛନ୍ତି । ଓଡିଶାର ଖାଦ୍ୟ ସୁରକ୍ଷା ମଡେଲକୁ ଆପଣେଇବାକୁ ବିଶ୍ୱର ବିଭିନ୍ନ ଦେଶ ଆଗ୍ରହୀ ଥିବା ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଆଜି ପ୍ରଶ୍ନକାଳରେ ବିଧାୟକ ମକରନ୍ଦ ମୁଦୁଲିଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ପଦ୍ମନାଭ ବେହେରା, ବିଷ୍ଣୁ ସେଠୀ...

ସାର ଅଭାବକୁ ନେଇ ଉଦବେଗ

ଭୁବନେଶ୍ୱର : ସାରର ଅଭାବ ଓ ପଡୋଶୀ ରାଜ୍ୟକୁ ଚାଲାଣ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଏ ସଂକ୍ରାନ୍ତରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ମୂଳ ପ୍ରଶ୍ନ ଉପରେ ବିଜେଡି ସଦସ୍ୟ ଭୂପିନ୍ଦର ସିଂହ, ବିଜେପି ସଦସ୍ୟ ଭାଷ୍କର ମଢେଇ, କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି, ଅଧିରାଜ ପାଣିଗ୍ରାହୀ, ବିଜେଡି ସଦସ୍ୟ ରୁଦ୍ର ପ୍ରସାଦ ମହାରଥୀ, ପ୍ରଦୀପ ଦିଶାରୀ, ନବଚରଣ ମାଝି ପ୍ରମୁଖ ଅତିରିକ୍ତ ପ୍ରଶ୍ନମାନ ପଚାରିଥବଲେ । ଶ୍ରୀ ସାଲୁଜା...

Quick Response Vehicles For Fire Service

0

Bhubaneswar: The Odisha Fire Service Directorate has decided to deploy PCR type pre-positioning of quick response unit vehicles for towns and villages where big fire service vehicles cannot move for quick response. Will start soon PCR type pre-positioning of quick response unit vehicles (207 types) in Odisha cities to attend inaccessible/ narrow approach roads like unit 1,2,4 etc of Bhubaneswar,...

ଖଣିଜ ବିକାଶ ପାଇଁ ଓଡ଼ିଶାକୁ ପ୍ରଥମ ପୁରସ୍କାର

0

ଭୁବନେଶ୍ୱର : ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପ୍ରଦାନରେ ପ୍ରଥମ ପୁରସ୍କାର ଲାଭ କରିଛି l ଏ ବାବଦକୁ ରାଜ୍ୟ ୩ କୋଟି ଟଙ୍କାର ପ୍ରଥମ ପ୍ରାଇଜ ଗ୍ରହଣ କରିଛି l ଓଡିଶା ରାଜ୍ୟ ମାଇନ୍ସ ଏବଂ ମିନେରାଲ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ଅଧିନିୟମ-୨୦୧୫ ଲାଗୁ ପରେ ଖଣିଜ ଆବଶ୍ଚନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି l ଓଡିଶା ୨୦୧୫- ୧୬ ବର୍ଷ ଠାରୁ ଖଣିଜ ବ୍ଳକଗୁଡିକର...

Team Excise On Arrest Spree

0

Bhubaneswar : State Excise detected a record number of 454 cases under NDPS Act with the arrest of 522 persons during the first quarter of the financial year 2022-23. However, only 129 cases and 152 persons were arrested during the same period of last year. This was known from the quarterly excise review meeting held under the chairmanship of Commissioner...