State Requests For Amarda Flight Clerance
Bhubaneswar: Odisha Government has requested Union Government to allow Amarda Road Airstrip for flight operation under RCS-UDAN Program.Chief Secretary Suresh Chandra Mahapatra has written to Union Secretary Ministry of Defence, Ajay Kumar in this regard, official sources said.Looking at the huge tourism potential, Odisha Government requested the Ministry of Civil Aviation in Government of India to include Amarda Road...
More Babus Shown Door
Bhubaneswar: The State Government has given compulsory retirement to five more officers on charge of corruption and inefficiency in their services. The officials include a Deputy Superintendent of Police (DSP), one OAS officer, one Inspector, and two Municipal Executive Officers. The officials are facing corruption cases and were considered fit for compulsory retirement. With this, 151 officials have been awarded compulsory...
ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା - ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ...
ରାଜସ୍ୱ ଦପ୍ତରରେ ପଡିଛି ୭ଲକ୍ଷ ଜମିଜମା ମାମଲା
ଭୁବନେଶ୍ୱର : ଫଏସଲା ନ ହୋଇ ୭ଲକ୍ଷରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ବିଭିନ୍ନ ପାହ୍ୟାର ରାଜସ୍ୱ ଅଧିକାରୀମାନଙ୍କ ନିକଟରେ ପଡି ରହିଛି । ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ସତ୍ତ୍ୱେ କ୍ଷେତ୍ର ସ୍ତରର ରାଜସ୍ୱ ଦପ୍ତରଗୁଡିକରେ କିନ୍ତୁ ରାଜସ୍ୱ ମାମଲା ସଂଖ୍ୟା ଢ଼େର ଅଧିକ ରହୁଛି । ଜମିଜମା କିଣାବିକା ବେଳେ ଦାଖଲ ଖାରଜ ବା ମ୍ୟୁଟେସନ ପାଇଁ ସ୍ୱତନ୍ତ୍ର ଫି’ ନିଆଯାଇଥାଏ । ମୋଟାମୋଟି ଭାବେ ମ୍ୟୁଟେସନ ପାଇଁ ଖରିଦଦାର ସ୍ୱତନ୍ତ୍ର ମାମଲା ରୁଜୁ...
ରେଳଗାଡି ବେଗ ବଢିବ
ଭୁବନେଶ୍ୱର : ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତ ହୋଇଛି । ଏହି ଯୋଜନାର ଏକ ଅଂଶ ଭାବରେ ୨୦୨୪ ସୁଦ୍ଧା କେତେକ ରୁଟ୍ରେ ରେଳଗାଡିର ବେଗ ଘଣ୍ଟାପ୍ରତି ୧୩୦ ଓ ୧୬୦ କିଲୋମିଟରକୁ ବୃଦ୍ଧି କରାଯିବ । ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା - ୨୦୩୦ ପ୍ରସ୍ତୁତ ହୋଇଛି ।...
Plan For ‘Future Ready’ Rails
New Delhi: The Indian Railways have prepared a National Rail Plan (NRP)– 2030 with an aim to create a ‘future ready’ railway system by 2030. This was informed by Union Minister for Railways, Ashwini Vaishnaw while replying to a question of MP Sasmit Patra in Rajya Sabha recently. The NRP is aimed to formulate strategies based on both operational capacities...
Campaign Ends For Phase I
Bhubaneswar: The high-pitched campaign for the first phase of the three-tier panchayat elections on February 16 ended here on Monday evening. As per the schedule, the first phase polling will be held on February 16 for 200 Zilla Parishad seats, 1,669 Sarpanch posts, 1,669 Samiti member seats and 22,379 Ward Member posts in 71 blocks of 30 districts. A total of...
ଜଗା ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ଦରକାର ନାହିଁ
ପୁରୀ: ଚଳିତ ଫେବୃଆରୀ ୨୧ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆଉ ଡବଲ୍ ଡୋଜ୍ ଟୀକାକରଣ ପ୍ରମାଣପତ୍ର କିମ୍ବା କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆବଶ୍ୟକ ନାହିଁ । ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ଉନ୍ନତି ଏବଂ ଅଧିକାଂଶ ଲୋକେ ଡବଲ୍ ଡୋଜ ଟୀକା ନେଇଥିବାକୁ ଦୃଷ୍ଟିରେ ରଖି ଛତିଶା ନିଜୋଗ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ତେବେ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ସମସ୍ତ ଭକ୍ତଙ୍କୁ କୋଭିଡ...
No Jab Cert For Darshan
Puri: From 21 February, the double dose vaccination certificate or Covid negative certificate is no longer required to have darshan of Trinity at the Shree Jagannath Temple here. Keeping in mind the improved in Covid-19 situation in the State and double dose vaccination of a majority of population, the above decision was taken at the Chatisa Nijog meeting, informed...
GST Fraud Racket Busted
Bhubaneswar: The Odisha State CT & GST Enforcement Squad comprising 10 officers, raided the fly ash manufacturing unit and residence of proprietor of Maa Salara Fly Ash Bricks, Cuttack today and detected a GST fraud involving claiming of erroneous refund of Rs.4.38 crore. The refund has been claimed under inverted duty structure. It is claimed that huge amounts of ITC...










