Paradip Port On Green Mode
Paradip: The first in a series of green initiatives to be taken up by the Paradip Port Authority (PPA) will be distributing cotton bags among the people to discourage them to use plastic bags. P L Haranadh, Chairman Paradip Port has chalked out several green initiatives as per Maritime India Vision 2030. Mr.Haranadh strongly feels that use of cotton bags by...
୨୦୮୨ କୋଟି ର ୧୧ ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୬୧୨ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ...
ପଶ୍ଚିମଓଡିଶା ଛଟ ପଟ
ଭୁବନେଶ୍ୱର : ପଶ୍ଚିମଓଡିଶାର ଅନେକ ଜିଲ୍ଲାରେ ଲୋକେ ପ୍ରବଳ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ବହୁ ଜିଲ୍ଲାରେ ଆଜି ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ବଲାଙ୍ଗିରରେ ସର୍ବାଧିକ ୪୫.୩ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଦରେ ୪୪ ଡିଗ୍ରୀ, ଭବାନୀପାଟଣାରେ ୪୩.୬, ସୁନ୍ଦରଗଡ ଓ ସମ୍ବଲପୁରରେ ୪୨, ଝାରସୁଗୁଡାରେ ୪୨.୭, ହୀରାକୁଦରେ ୪୧.୩, ଦେବଗଡରେ ୪୧.୨ ବରଗଡରେ ୪୨.୬, ନବରଙ୍ଗପୁରରେ ୪୦, ସୋନପୁରରେ ୪୧.୬ ଓ ମାଲକାନଗିରିରେ ତାପମାତ୍ରା ୪୩...
Odisha Leads SNA Model
Bhubaneswar: Vishal Dev, Principal Secretary Finance is happy as Odisha turned out as a sole presenter on Single Nodal Agency among the States and it was appreciated by the Union Government. Odisha is an early bird on adoption of SNA and has taken lead among the States for effective implementation of the Model. As a part of the Azadi ka Amrit...
Garuda Luxury Cruise in Chilka
Balugaon: In an aim to attract tourists across the globe, Chief Minister Naveen Patnaik on Thursday launched commercial operation of first ever Luxury Houseboat ‘Garuda’ in the Chilika lake. This project is an initiative of Vikash Eco Resorts with the support from the Tourism Department, Directorate of Ports & Inland Water Transport and Chilika Development Authority. The CM virtually inaugurated the...
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ସରେ ସୋଆ ସ୍ଥାନିତ
ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ରାଙ୍କିଙ୍ଗ୍ରେ ସ୍ଥାନ ପାଇଛି ସୋଆ । ବୁଧବାର ଏହି ତାଲିକା ପ୍ରକାଶିତ ହୋଇଛି । ଏହି ରାଙ୍କିଙ୍ଗ୍ରେ ୧୦୦୧ ରୁ ୧୨୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ୧୦ଟି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଅନ୍ୟ...
ଲୋକସଂପର୍କ ଭବନରେ ମନ୍ତ୍ରୀ ଶ୍ରୀ ଅମାତ
ଭୁବନେଶ୍ୱର : ଦାୟିତ୍ୱ ଗ୍ରହଣ ପରେ ସୂଚନା ଓ ଲୋକସଂପର୍କ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଆଜି ଲୋକସଂପର୍କ ଭବନକୁ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ସହ ମିଳିତ ହୋଇଥିଲେ । ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଆହୂତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ ଏବଂ ଅନ୍ୟ...
BJD For Rs.2930 MSP
Bhubaneswar: Just a day after the Centre enhanced the minimum support price (MSP) for paddy by Rs. 100 per tonne, the Governing Biju Janata Dal (BJD) on Thursday reiterated his demand to enhance the MSP to Rs 2930 per quintal. Addressing a press meet today, BJD National Spokesperson Sasmit Patra said that the Centre had increased the MSP of common...
Mapping Of Urban Water Bodies
Bhubaneswar: Odisha Government has collaborated with National Institute of Urban Affairs (NIUA) for imparting training on Mapping of Urban Water Bodies. Department of Housing and Urban Development along with NIUA organized a training program, which was inaugurated by Sangramjit Naik, Director Municipal Administration . In his inaugural address Mr.Naik harped on the importance of the program for the State and the...
ଧାନ ଦର ୧୦୦ ଟଙ୍କା ବୃଦ୍ଧି ଚାଷୀଙ୍କ ପ୍ରତି ଉପହାସ
ଭୁବନେଶ୍ୱର : କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ୨୦୨୧-୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି । ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡିଶା ଚାଷୀକୂଳ ପ୍ରତି ଉପହାସ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର । ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱାମୀନାଥନ୍...










