Troika Joined For Kotia Fight

0

Koraput: For the first time in the political history of Odisha, three rival parties - the BJD, Congress and the BJP - appeared in a single poster as they fielded consensus candidates in the three-tier panchayat elections in a border region disputed by Andhra Pradesh. Such posters and banners bearing photographs of senior leaders of the three parties seeking votes...

Bad Loans Threaten Banks

0

Bhubaneswar: The spectre of bad loans, which haunted the banking sector after the two distinct waves of the Covid-19 Pandemic since March 2020, continues to rise and threatens the Banking Sector in Odisha. With the cases of non-payment of loans on rise, the non-performing accounts (NPA) amount has risen to over Rs.13,000 Crore for which Bank authorities are expressing serious concern. Over...

ଏନ୍‍ପିଏ ବୋଝ ୧୩ହଜାର କୋଟି ଉପରେ

0

ଭୁବନେଶ୍ୱର : ଠିକଣା ସମୟରେ ଋଣ ଅର୍ଥ ଆଦାୟ ହୋଇପାରୁନଥିବାରୁ ବ୍ୟାଙ୍କ୍‍ମାନଙ୍କ ମୁଣ୍ଡରେ ଏବେ ଏନ୍‍ପିଏ ବୋଝ ବଢି ବଢି ୧୩ହଜାର କୋଟି ଟଙ୍କାକୁ ଟପିଗଲାଣି । କୋଭିଡ ମହାମାରୀ ସମୟରେ ଏହି ବୋଝ ଆଶାତୀତ ଭାବେ ବୃଦ୍ଧି ପାଇଛି ଯାହାକି ବ୍ୟାଙ୍କ୍‍ଗୁଡିକ ପାଇଁ ବଡ ଚିନ୍ତାର କାରଣ ପାଲଟିଛି । ବିଗତ କିଛିବର୍ଷ ଧରି ବ୍ୟାଙ୍କ୍‍ମାନଙ୍କ ଉପରେ ଅନାଦେୟ ଋଣ ବୋଝ ବା ନନ୍‍ ପରଫର୍ମିଂ ଆସେଟ୍‍ସ (ଏନ୍‍ପିଏ) ବଢିବାରେ ଲାଗିଛି । ଋଣ ଆଦାୟ ହୋଇପାରୁ ନଥିବାରୁ ବ୍ୟାଙ୍କ୍‍ମାନେ ପାଣ୍ଠିକୁ ଠିକଣା...

IMD Alerts On Rainfall

0

Bhubaneswar: The State is very likely to witness light to moderate rainfall for a few days from February 3 due to western disturbance, IMD said here on Sunday. However, the Indian Meteorological Department is yet to predict the places where rainfall activity would occur. Meanwhile, cold wave conditions continued to sweep several parts of the State with mercury plummeting below 10...

ପୌର ନିର୍ବାଚନ ପାଇଁ ସହରାଞ୍ଚଳରେ ଉତ୍ସୁକତା

0

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଏବେ ରାଜ୍ୟର ସହରାଞ୍ଚଳରେ ଉତ୍ସୁକତା ବଢିବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ଓଡ଼ିଶାରେ ହୋଇପାରେ ପୌର ନିର୍ବାଚନ । ଫେବୃୟାରୀ ମାସରେ ୫ ପର୍ଯ୍ୟାୟରେ ମତ ଗ୍ରହଣ ପରେ ଫଳାଫଳ ପ୍ରକାଶ ପାଇବ ଏବଂ ତାହା ପରେ ପରେ ନିର୍ଦ୍ଧାରିତ ଦିନରେ ସମଗ୍ର ରାଜ୍ୟରେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚିତ ହେବେ । ଏହି ପ୍ରକ୍ରିୟା ସରିବା...

କେନ୍ଦ୍ର ବଜେଟ୍‍ ଉପରେ ରାଜ୍ୟର ନଜର

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନଜର ଏବେ କେନ୍ଦ୍ର ବଜେଟ୍‍ ଉପରେ । ସଂସଦରେ କେନ୍ଦ୍ର ସରକାର ୨୦୨୨-୨୩ ବର୍ଷର ବଜେଟ୍‍ ଆଗତ କରିବାପରେ ତାହାକୁ ଦେଖି ରାଜ୍ୟ ବଜେଟ୍‍ର ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳୁଛି । ରାଜ୍ୟ ସରକାର ଏବେ ଆସନ୍ତା ବଜେଟ୍‍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏ ସଂକ୍ରାନ୍ତରେ ବିଭିନ୍ନ ବିଭାଗଗୁଡିକ ସହିତ ପର୍ଯ୍ୟାୟକ୍ରମେ ଆଲୋଚନା କରୁଛନ୍ତି । ତେବେ କେନ୍ଦ୍ର ସରକାର ତାଙ୍କ ବଜେଟ୍‍ରେ କେଉଁ...

Undermining State’s Authority

0

Bhubaneswar: The recent proposal of the Union Government has created a flutter in the country and among the States. The amendments to the All India Service (AIS) Rules seek to take the liberty of the state governments in retaining officers and also the rights of the officer concerned. The new rule will not require either the consent of the...

ର୍ନିଦ୍ୱନ୍ଦରେ ନିର୍ବାଚିତ ପ୍ରାର୍ଥୀ ସବୁ କେଉଁ ଦଳର?

0

ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ୩୬,୯୭୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ବିଜେଡିର ସମର୍ଥିତ ବୋଲି ଦଳର ନେତାମାନେ ଖୋଲାଖୋଲି ଭାବେ କହୁଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ଏଯାବତ୍‍ ତାହାର ପ୍ରତିବାଦ କରାଯାଇନାହିଁ । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟରୁ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅନ୍ତର୍ଗତ କୋଟିଆ ଅଞ୍ଚଳରେ ସର୍ବଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିପ୍ରେକ୍ଷୀରେ ସେଠାରେ ବିଜେଡି, ବିଜେପି, କଂଗ୍ରେସ ସମେତ ଅନ୍ୟ କୌଣସି ଦଳର ଦଳୀୟ ପ୍ରାର୍ଥୀ...

Fiscal Strategy Report Soon

0

Bhubaneswar: While State Government is busy in finalizing the Fiscal Strategy Report indicating the assumptions for revenue and expenditure projections in the medium term and the outlook for the State Economy and Finances, senior officials are keeping their eyes on forthcoming Union Budget to be presented on 1 February. Union Minister Finance, Nirmala Sitharaman will present Annual Budget on 1...

ଅବକାରୀ ଚଢଉ ଜୋରଦାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଶାନ୍ତି ଶୃଙ୍ଖଳାର ସହିତ ପଞ୍ଚାୟତିରାଜ ନିର୍ବାଚନ ଯେଭଳି ଅନୁଷ୍ଠିତ ହେବ ସେଥିପାଇଁ ସମୀନ୍ତରେ ନଜର ରଖିବାପାଇଁ ରାଜ୍ୟ ଅବାକାରୀ କମିଶନର ଆଶିଷ ସିଂହ ଅବକାରୀ ବିଭାଗର ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍‍ ନିଶା କାରବାର ରୋକିବାପାଇଁ ସୀମାନ୍ତରେ କଡା ପହରା ସହିତ ରାତ୍ରୀକାଳୀନ ପେଟ୍ରୋଲିଂକୁ ଜୋରଦାର ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲରୁମ୍‍ ଖୋଲି ନିୟମିତ ରେଡ୍‍ ପାଇଁ କହିଛନ୍ତି । ଅବକାରୀ କମିଶନର ଶ୍ରୀ ସିଂହ ଆଜି ବିଭାଗର ସମୀକ୍ଷା କରିବା ସମୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।...