କୋଭିଡ କଟକଣାରେ ହେବ ଭୋଟଗ୍ରହଣ ଓ ମତଗଣନା
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ । ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ପାନ କୋଭିଡ୍ ଟିକା ନେଇଥିବେ । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ । ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର...
Guidelines For Vote Validation
Bhubaneswar: In an aim to clear the confusion related to cross voting, the State Election Commission (SEC) has issued detailed guidelines for the validation of votes polled during the upcoming Panchayat elections. The SEC's clarification comes in the wake of several queries received by the Commission regarding the validity of the Ballot Paper when a voter has recorded his vote...
Fake Doc Dupes 14 Women
Bhubaneswar: On the occasion of Valentine Day, Commissionerate Police have arrested a fraudster on charges of duping 14 women of crores of rupees after marrying them by posing as a senior medical officer. The accused has been identified as Ramesh Chandra Swain (54) alia Bidhu Prakash Swain alias Dr Ramani Ranjan Swain of Bhagabanpur in Kendrapara district. Giving details of the...
୪୦ଦିନ ପରେ ହଜାରେ ତଳେ କରୋନା
ଭୁବନେଶ୍ୱର : ଦୀର୍ଘ ୪୦ ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳକୁ ଖସିଛି । ଜାନୁୟାରୀ ୪ ତାରିଖରେ ରାଜ୍ୟରେ ୬୮୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଥିଲା । ଜାନୁୟାରୀ ୧୯ ତାରିଖରେ ସର୍ବାଧିକ ୧୧,୬୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ସଂକ୍ରମଣ ହାର ହ୍ରାସ ପାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ...
ମାଳମାଳ ସମସ୍ୟାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ରମା ଦେବୀ ମହିଳା ସ୍ୱୟଂଶାସିତ କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାର ପ୍ରାୟ ୭ବର୍ଷ ସମୟ ଅତିକ୍ରାନ୍ତ କରିବାକୁ ଯାଉଥିଲେ ମଧ୍ୟ ଏଯାବତ୍ ଏହି ବିଶ୍ୱବିଦ୍ୟାଳୟର ସଂପ୍ରସାରିତ ଦ୍ୱିତୀୟ କ୍ୟାମ୍ପସ ପାଇଁ ରାଜଧାନୀରେ ଜାଗା ଚିହ୍ନଟ ହୋଇପାରି ନାହିଁ । ଏହାଛଡା ପ୍ରାୟ ୧୦ବର୍ଷ ତଳେ ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ମନ୍ତ୍ରୀ, ମେୟର, ବିଧାୟକ ଓ କର୍ପୋରେଟର ଆଦିଙ୍କ ଦ୍ୱାରା ଜାକଜମକରେ ଶିଳାନ୍ୟାସ କରାଯାଇଥିଲେ ବି ଏଯାବତ ଏହି କାମ ଆରମ୍ଭ...
e-Receipt Scripts Success
Bhubaneswar: With a full-fledged electronic receipt (e-Receipt) of the Integrated Financial Management System (IFMS) in operation, at least 95 percent of the State Government’s receipt is made through this digital system is scripting success. e-Receipt of IFMS provides a platform to the citizens and the taxpayers to deposit State Government dues and taxes online mode without physically visiting any Government...
Tudu Bats For Amarda Airport
Bhubaneswar: Union Minister Bishweswar Tudu on Sunday said he is hopeful that the Centre will give its nod for turning the now-defunct Amarda Road Airstrip in Odisha's Mayurbhanj district, which was operational during World War-II, into a modern airport. Mr.Tudu said the airstrip is located 225 km from state capital Bhubaneswar and only 90 km from the Kalaikunda air force...
AMRUT Bags 1715 Crore
Bhubaneswar; As many as 191 projects worth Rs 1715 crore have been taken up under Atal Mission for Rejuvenation and Urban Transformation (AMRUT) in Odisha. This was informed by Union Minister for Housing and Urban Affairs Hardeep Singh Puri in Parliament while replying to a question of BJD MP Chandra Sekhar Sahu recently. Out of which, the Odisha Government has completed...
ଅମୃତ ଯୋଜନାରେ ୧୯୧ ପ୍ରକଳ୍ପ
ଭୁବନେଶ୍ୱର : ରାଜ୍ୟରେ ଅମୃତ ଯୋଜନା ଅଧିନରେ ୧୯୧ ଟି ପ୍ରକଳ୍ପ ହାତକୁ ନିଆଯାଇଛି ଯାହାର ମୂଲ୍ୟ ୧୭୧୫ କୋଟି ଟଙ୍କାରୁ ଅଧିକ । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ସରକାର ୧୪୦୯ କୋଟି ମୂଲ୍ୟର ୧୭୧ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଅମୃତ ଯୋଜନାରେ ଓଡିଶା ପାଇଁ ମଞ୍ଜୁର ପ୍ରକଳ୍ପର ମୂଲ୍ୟ...
ପ୍ରମିଳାଙ୍କୁ ପ୍ରଚାର ମନା
ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ବରଦାସ୍ତ କରିବ ନାହିଁ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇ ରାଜ୍ୟ ର୍ନିବାଚନ କମିଶନ ବିଧାନସଭାରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ସରକାରୀ ମୁଖ୍ୟ ଛାଟିଆ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତ ର୍ନିବାଚନରେ ପ୍ରଚାର କରିବାକୁ ବାରଣ କରିଛନ୍ତି । ତଦନୁଯାୟୀ ଶ୍ରୀମତୀ ମଲ୍ଲିକ ୧୪ ଫେବୃଆରୀ ଦିନ ୧୦ଟାରୁ ରୁ ୪୮ ଘଣ୍ଟା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ । ନିର୍ବାଚନ କମିଶନ ସଚିବ ଆର.ଏନ୍ ସାହୁ ରବିବାର ଦିନ ଶ୍ରୀମତୀ ମଲ୍ଲିକଙ୍କ ର୍ନିବାଚନମଣ୍ଡଳୀରେ...










