କୁକୁର ମଳରେ ଗନ୍ଧଉଛି ସ୍ମାର୍ଟସିଟି

0

ଭୁବନେଶ୍ୱର କୁକୁର ମଳରେ ଏବେ ସ୍ମାର୍ଟସିଟି ଭୁବନେଶ୍ୱର ଗନ୍ଧାଉଛି । ରାସ୍ତାଘାଟ, ପାର୍କ, ଡାକ୍ତରଖାନା, ସରକାରୀ ଦପ୍ତର ଯୁଆଡେ ଦେଖିବ ମାଳ ମାଳ ବୁଲାକୁକୁର ଓ ସେମାନଙ୍କ ମଳତ୍ୟାଗ । ଅବସ୍ଥା ଏଭଳି ହେଲାଣି ଯେ ରାସ୍ତାଘାଟରେ ଲୋକେ ନାକରେ ହାତ ଦେଇ ଯା ଆସ କଲେଣି । ସ୍ମାର୍ଟସିଟିରେ କୁକୁର ବନ୍ଧ୍ୟାକରଣ ଯୋଜନା ଫେଲ ମାରିବାପରେ ଏବେ ଯୁଆଡେ ଦେଖିବ ମାଳ ମାଳ ବୁଲା କୁକୁରଙ୍କ ରାଜୁତି । ରାସ୍ତାଘାଟରେ ମଳ ତ୍ୟାଗ ଯୋଗୁଁ ରାଜଧାନୀ ଏବେ ପୂତ୍ତି ଗନ୍ଧମୟ ଅବସ୍ଥା ।...

ପାର୍ବଣରେ ନିଶାଡିଙ୍କ ଉପରେ ପୁଲିସ୍‍ର ନଜର

0

ଭୁବନେଶ୍ୱର : ପାର୍ବଣ ଋତୁରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ନିଶାଡି ଓ ନିଶା ବେପାରୀମାନଙ୍କ ଉପରେ ସାରା ରାଜ୍ୟରେ କଡା ନଜର ରଖୁଛି । କମିଶନରେଟ ପୋଲିସ ପକ୍ଷରୁ ଏଥିଲାଗି ଅଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜଣାପଡିଛି । ଚୋରା ନିଶା ବେପାରୀଙ୍କ ଉପରେ କଡା ନଜର ରଖିବା ସହ ସର୍ବସାଧାରଣ ସ୍ଥାନରେ, ନିଷିଦ୍ଧାଞ୍ଚଳରେ ନିଶା ସେବନ କରୁଥିବା ଓ ନିଶାଗ୍ରସସ୍ତ ଅବସ୍ଥାରେ ଯାନବାହନ ଚଳାଉଥିବା ଲୋକଙ୍କୁ ଧରିବା ଲାଗି ଅଭିଯାନ ଏବେ ବ୍ୟାପକ ହୋଇଛି । ମୋଟର ଯାନ ଆଇନ ଅନୁଯାୟୀ...

ସୋଆରେ ଅଟଳ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଚଳିତ ସପ୍ତାହରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏଆଇସିଟିଇ ପ୍ରାୟୋଜିତ ୫ ଦିନିଆ ପ୍ରଶିକ୍ଷଣ ଏବଂ ଶିକ୍ଷା ଗ୍ରହଣ (ଅଟଳ) ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା “ସଠିକ୍ ରାସ୍ତା ନିର୍ମାଣ ନିମନ୍ତେ ସମସାମୟିକ ବୈଷୟିକ ପଦ୍ଧତି” । ଏହି ଅଟଳ ଏଫ୍‌ଡିପି ପ୍ରୋଗ୍ରାମ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉନ୍ନତମାନର ବୈଷୟିକ ଶିକ୍ଷା ପ୍ରଦାନ କରାଯିବା ସହ ଗବେଷଣା ଓ ଉଦ୍‌ଭାବନ ଏବଂ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବା ।...

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଜମିଜମା ସ୍ୱତ୍ତ୍ୱାଧିକାର ବଣ୍ଟନ

ଭୁବନେଶ୍ୱର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକଫ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳିକରଣ ପ୍ରକ୍ରିୟା ସମୟସାପେକ୍ଷ ଓ ଖର୍ଚ୍ଚବହୁଳ ଥିଲା । ଏହି ପ୍ରକ୍ରିୟା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ମାନଚିତ୍ରଗୁଡ଼ିକ ତ୍ରୁଟିମୁକ୍ତ ନଥିଲା ଓ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥିଲା । ପାରମ୍ପରିକ ପଦ୍ଧତିରେ ବହୁଳ ମାନବସମ୍ବଳର ଆବଶ୍ୟକତା...

IREDA Lends 1100 Cr To Vector Green Energy

0

Mumbai: Pradip Kumar Das, CMD IREDA is happy with Indian Renewable Energy Development Agency Ltd. (IREDA) has recently disbursed loan amount of Rs. 1100 Crores to Vector Green Energy, setting a record for highest disbursement to a single Group in one day. It was also highest single day transaction for Vector Green Energy, for which top management of the Mumbai-based...

SOA Conducts ATAL Program

0

Bhubaneswar: A five-day AICTE sponsored Training and Learning (ATAL) faculty development program on ‘Contemporary Technologies for Sustainable Road Construction’ concluded at the Siksha ‘O’ Anusandhan (SOA) here this week. The ATAL FDP program, aimed at imparting quality technical education in the country and support technical institutions in fostering research, innovation and entrepreneurship through training in emerging areas, was held under...

700 Cr Projects For Deogarh

Bhubaneswar: Chief Minister Naveen Patnaik on Saturday launches various developmental projects worth Rs 700 crore in the Deogarh district through virtual mode.   Out of this, projects worth Rs 136 crore were inaugurated while foundation stones were laid for projects worth Rs 570 crore. Under the 5-T Initiative of the State Government, 87 high schools in the district will be modernized...

Durgamadhab On ‘Bahar Bije’

0

Puri: On the eleventh day of the auspicious Sharadiya Sodasadinatmaka Puja, the ritual of “Bahara Bije” of Durgamadhaba was performed at Shree Jagannath Temple in Puri. Durgamadhaba seated on a chariot like palanquin were carried to the Narayani temple by Sevayats. Goddess Durga is mostly worshiped during the Dussehra festival also known as Durga Puja. However, in the Jagannath Temple, Durga...

ଦେବଗଡରେ ୨ ଲକ୍ଷ ୭୦ ହଜାରଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା - ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ...

CP Warns Curfew Violaters

0

Bhubaneswar: Twin City Police Commissioner Saumendra Priyadarshi on Saturday said stringent action will be taken for any kind of violations during the enforcement of night curfew restrictions in Cuttack and Bhubaneswar. The State Government has announced night curfew restrictions during Durga Puja from October 11 to October 20. It will be in force from 8 pm to 5 am daily...