ରାଜ୍ୟରେ ବଢୁଛି ଗୋ ଚାଲାଣ
ଭୁବନେଶ୍ୱର : ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ବିଗତ ୫ବର୍ଷ ଭିତରେ ଏ ସଂକ୍ରାନ୍ତୀୟ ରୁଜୁ ମାମଲାରୁ ଏହା ସ୍ପଷ୍ଟ ହେଉଛି । ତେବେ ଯେତିକି ସଂଖ୍ୟାରେ ମାମଲା ରୁଜୁ ହେଉଛି ତାହାଠାରୁ ଢେର ଅଧିକ ପରିମାଣରେ ଗୋଚାଲାଣକାରୀମାନେ ସକ୍ରିୟ ଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ବାହାରକୁ ଗୋଚାଲାଣ ବେଆଇନ୍ ହୋଇଥିବାରୁ ଏହା ଉପରେ ପୁଲିସ୍ ଓ ସାଧାରଣ ଲୋକେ ସତର୍କ ଦୃଷ୍ଟି ରଖିଥାନ୍ତି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ...
କର୍ଫ୍ୟୁ ପୂର୍ବରୁ ଅସମ୍ଭାଳ ଭିଡ
ଭୁବନେଶ୍ୱର : ଆଜି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା ହୋଇଥିବାବେଳେ ରାଜଧାନୀବାସୀ କିନ୍ତୁ ଏହାକୁ ମାନି ନାହାନ୍ତି । ହାଟ ବଜାର ଠାରୁ ମଲ ପର୍ଯ୍ୟନ୍ତ ସବୁଆଡେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏଭଳି ଭିଡ ଏବେ କରୋନା ସଂକ୍ରମଣ ଆଶଙ୍କାକୁ ବଢାଇବାରେ ଲାଗିଛି । ସୋମବାର ସତ୍ୱେ ଆଜି ଲୋକେ ଦଶହରା କିଣାକିଣି ପାଇଁ ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୁଇ ନମ୍ବର ମାର୍କେଟ ବିଲ୍ଡିଂକୁ ମାଡି ଆସିଥିଲେ । ଅବସ୍ଥା ଏଭଳି ହୋଇଥିଲା ଯେ ଲୋକେ ଧାଡି ହୋଇ ବିଭିନ୍ନ...
Municipal Laws Amended
Bhubaneswar: Making roads clear for the urban election, the State Government on Monday notified the Odisha Municipal Laws (Amendment) Act, 2021 to keep the overall reservation in the various urban local bodies (ULBs) up to 50 per cent. The Law Department has issued the Gazette Notification making necessary amendments to the Section 11 & 47 of the Odisha Municipal Act,...
OMC On Kurmitar Mine Boost
Bhubaneswar: Odisha Mining Corporation Limited (OMC), a gold category State PSU, is taking steps for augmentation of its production at the Kurmitar iron ore mines in the Koira region. Balwant Singh, Managing Director, OMC along with Director (Personnel), Director (Operations) and senior officials visited Kurmitar iron ore mines in the Koira region. The team reviewed the present status of mining...
SUM On Arthritis Care
Bhubaneswar: The Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan (SOA) here, is initiating steps to set up an advanced Rheumatology Centre to promote research and reach patients with the latest treatment regimen. The institute had become the first centre of medical science in Odisha which has been permitted to start DM course in...
ସମରେ ଆର୍ଥ୍ରାଇଟିସର ଅତ୍ୟାଧୁନିକ ଚିକିତ୍ସା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ ରୁମାଟୋଲୋଜି କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଓଡ଼ିଶାରେ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ପ୍ରଥମ ଅନୁଷ୍ଠାନ ଭାବେ ର୍ୟୁମାଟୋଲୋଜି ପାଠ୍ୟକ୍ରମରେ ଡିଏମ୍ କୋର୍ସ ଶିକ୍ଷା ପ୍ରଦାନ ନେଇ ଅନୁମତି ମିଳିଛି...
ପୂଜାରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଟ୍ରେନ
ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି | ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ 08439/08440): ଏହି ଟ୍ରେନ୍ 16 ଅକ୍ଟୋବର 2021 ରୁ 31 ଅକ୍ଟୋବର 2021 ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ...
୧୪ରେ ଆସୁଛି “ମନ ମୋ ନେଇ ଗଲୁରେ”
ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ...
State Approves Kharif Policy
Bhubaneswar: The State Cabinet led by Chief Minister Naveen Patnaik on Monday approved the Food and Procurement Policy for Kharif Marketing Season 2021-22. The Kharif Marketing Season (KMS) 2021-22 will commence from October 1, 2021 and conclude on September 30, 2022. The State Government will procure paddy during Kharif and Rabi seasons separately within the KMS, said Chief Secretary Suresh...
ଖରିଫରେ ୬୩ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର : ଚଳିତ ଖରିଫ ବର୍ଷ ପାଇଁ ଅନ୍ତତଃପକ୍ଷେ ୫୨ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ । ଖରିଫ ଓ ରବିଋତୁରେ ୬୩ ଲକ୍ଷ ଓ ୧୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ରହିବ । ଏହାଠାରୁ ଯଦି ଅଧିକ ହୁଏ ତେବେ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ ଏବଂ ରାଜ୍ୟ ସରକାର ତାହାକୁ କ୍ରୟ କରିବେ । ଆବଶ୍ୟକସ୍ଥଳେ ଏହି ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରାଯାଇ ପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ଆଜି ନିଆଯାଇଥିବା ଏହି...








