ଦୁର୍ନୀତି ମାମଲାରେ ଫଏସଲା ହାର କମ୍
ଭୁବନେଶ୍ୱର : ଓଡ଼ିଶାରେ ୨୦ରୁ ଅଧିକ ଦୁର୍ନୀତି ନିବାରଣ ଅଦାଲତ ଥିବାବେଳେ ଆଉ କେତୋଟି ନୂଆ ଭିଜିଲାନ୍ସ କୋର୍ଟ ସ୍ଥାପନ ପାଇଁ ଉଦ୍ୟମ ଚାଲିଛି । ପ୍ରାୟ ସବୁଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ନୀତି ମାମଲାରେ ସରକାରୀ ଅଧିକାରୀ ଛନ୍ଦି ହୋଇ ଜେଲ୍ ଯିବା ସହ ଚାକିରି ହରାଉଛନ୍ତି । ତେବେ ଦୁର୍ନୀତି ନିବାରଣ ମାମଲା ଫଏସଲା କ୍ଷେତ୍ରରେ କିନ୍ତୁ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲେ ବି ଓଡ଼ିଶାରେ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ଜାତୀୟ ହାରଠାରୁ ଅଧିକ ରହୁଛି । ଭାରତ...
ବିହନ ଚାଷୀ ମୁଣ୍ଡରେ ଚଡକ
ଭୁବନେଶ୍ୱର : ସରକାରଙ୍କ ଠାରୁ ଧାନ ବିହନ ଖରିଦ କରୁଥିବା ଚାଷୀଙ୍କୁ ଡିବିଟି ଜରିଆରେ ସବ୍ସିଡ୍ ଅର୍ଥ ଦେବାପାଇଁ ସରକାର ପୁଣିଥରେ ନିଷ୍ପତ୍ତି ନେବାପରେ ଏହା ବିହନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । କାରଣ ବିହନ ଚାଷୀଙ୍କ ଠାରୁ ଧାନ ବିହନ ସଂଗ୍ରହ କରୁଥିବା ଓଡିଶା ରାଜ୍ୟ ବିହନ ନିଗମ ଚଳିତବର୍ଷ ତାହାର ଧାର୍ଯ୍ୟ ଲକ୍ଷ୍ୟକୁ ଅଧା କରିବାକୁ ନିଷ୍ପତ୍ତି ନେଇଛି । ଚଳିତବର୍ଷ ବିହନ ନିଗମ ପଞ୍ଜିକୃତ ଚାଷୀଙ୍କ ଠାରୁ ହେକ୍ଟର ପିଛା ୧୫କୁଇଣ୍ଟାଲ ଧାନ ବିହନ ସଂଗ୍ରହ କରିବ ବୋଲି...
Scribes Face Offenders Attack
Bhubaneswar: In view of the public anger over the violence against Media Men during the third phase of polling for the three-tier panchayat elections in Odisha, the Police Monday arrested at least 11 persons, including 5 women, over their alleged involvement in attacking scribes. The three journalists, Debashis Sahoo, Gulshan Ali Nawaz and Bijay Sahoo– were mercilessly beaten up by...
Naveen In Jersy & Tracksuit
Bhubaneswar: While sporting a silver jersey and black tracksuit, Chief Minister Naveen Patnaik Monday visited the project site of the country’s first indoor athletic stadium in Kalinga Stadium complex here and expressed satisfaction over progress made in the Rs 120 crore project. Mr.Patnaik’s appearing in public in the sports persons attire after shunning his traditional spotless while ‘kurta and pyjama’, is...
Fourth Phase Poll In 163 ZP
Bhubaneswar: The fourth phase of the three-tier Panchayat elections in the State will be held at 163 Zilla Parishad (ZP) zones in 27 districts tomorrow. The State Election Commission (SEC) has made necessary arrangements for smooth conduct of the election at 17,089 booths in 12,54-Gram Panchayats (GPs) in 64 Blocks, said Commission Secretary, R N Sahu here on Monday. The SEC...
କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆଥଲେଟ ମାନଙ୍କ ପାଇଁ ଏହି ଇନ୍ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର...
ପୌର ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ
ଭୁବନେଶ୍ୱର : ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର...
ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଅନୁଯାୟୀ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ଶ୍ରୀ ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ...
PM Favors e-Vidya
New Delhi: Prime Minister, Narendra Modi has said that there will be positive impact of Union Budget 2022 on the education and skill sectors. The Prime Minister started by emphasizing the importance of the young generation in the process of nation building. He said “Empowering our youth who are future nation builder, is empowering India’s future”. The Prime Minister elaborated...
78.6% Polling In Phase III
Bhubaneswar: The State Election Commission (SEC) on Monday said 78.6% polling was recorded during the third phase of Panchayat Poll conducted yesterday. Subarnapur district has recorded the highest voters’ turnout of 87.44 per cent while lowest 66.75 per cent polling recorded in Ganjam district during the third phase of voting. Angul district has recorded 84.24 per cent polling while it was...









