SOA Turns Trusted Varsity

0

Bhubaneswar : Siksha ‘O’ Anusandhan (SOA) has been honoured with the ‘Most Trusted University for Quality Education in India’ award at a function held in New Delhi on Sunday. The award was received by Mr. Pritam Nayak, SOA’s Officer-on-Special-Duty, at the Golden Star Icon Award presentation ceremony. Bollywood actor and former MP Jayaprada gave away the awards. SOA was recently awarded...

AIIMS In Best 20 League

0

Bhubaneswar : Adding another feather to its cap, AIIMS Bhubaneswar has been placed among the best 20 medical colleges in the country. It has been ranked 20 in the Medical category by India Today survey 2022. Comprising five broad parameters like ‘Intake Quality and Governance’, ‘Academic Excellence’, ‘Infrastructure and Living Experience’, ‘Personality and Leadership Development’, ‘Career Progression and Placement’, this...

ଆଇଟିଇଆର୍‌ରେ ହାକାଥନ୍ ହାକରୱାର ୩.୦

0

ଭୁବନେଶ୍ୱର : ଲଗାତାର ୨୪ ଘଣ୍ଟା ଧରି ବୈଷୟିକ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀ ଆଇଟି ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ସୂତ୍ର କାଢ଼ିଛନ୍ତି । ଗତ ୨୫ ଓ ୨୬ ତାରିଖରେ ଆଇଟିଇଆର୍‌ରେ ଇଲ୍ୟୁମିନେଟ୍ (ହାକରୱାର ୩.କ୍ଟ) ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ହାକାଥନ୍‌ରେ ନୂତନ ଜ୍ଞାନକୌଶଳକୁ ପାଥେୟ କରି...

ଜନସଂଖ୍ୟା ୫କୋଟି ଟପିଯିବ

0

ଭୁବନେଶ୍ୱର : ଓଡିଶାରେ ଜନସଂଖ୍ୟା ଯେଭଳି ବଢି ଚାଲିଛି ସେହି ହାର ଅବ୍ୟାହତ ରହିଲେ ୨୦୨୭ ବେଳକୁ ଏହା ୫କୋଟିକୁ ଟପିଯାଇପାରେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ୧୯୪୯ ଓ ୧୯୫୦ମସିହାରେ ଗଡଜାତ ମିଶ୍ରଣ ହୋଇଥିଲା । ଏହାପରେ ୧୯୫୧ରେ ହୋଇଥିବା ଜନଗଣନା ବେଳକୁ ରାଜ୍ୟର ଜନସଂଖ୍ୟା ଏକ କୋଟି ୪୬ଲକ୍ଷ ଥିଲା । ସେତେବେଳେ ୧୦ବର୍ଷରେ ରାଜ୍ୟର ଜନସଂଖ୍ୟା ଅଭିବୃଦ୍ଧି ହାର ୬.୩୮ ପ୍ରତିଶତ ରହିଥିଲା । ତେବେ ୧୯୬୧ରେ ହୋଇଥିବା ଜନଗଣନା ବେଳକୁ ୧୦ବର୍ଷରେ ଅଭିବୃଦ୍ଧି...

ପିଏମ୍‍ଇଜିପିକୁ ଋଣ ଦେବାକୁ ଘରୋଇ ବ୍ୟାଙ୍କ୍‍ ଅମଙ୍ଗ

0

ଭୁବନେଶ୍ୱର : ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ପିଏମ୍‍ଇଜିପି) ଏକ ଅଗ୍ରଗାମୀ ଯୋଜନା ହୋଇଥିବାବେଳେ ରାଜ୍ୟରେ ବ୍ୟବସାୟ କରୁଥିବା ଅଧିକାଂଶ ଘରୋଇ ବ୍ୟାଙ୍କ୍‍ ଏଥିରେ ଋଣ ଯୋଗାଇବାକୁ ବିମୁଖ । ଏହି ଯୋଜନାରେ ଋଣ ପ୍ରଦାନ ପାଇଁ ସେମାନଙ୍କ ଲାଗି ଯେଉଁ ଲକ୍ଷ୍ୟଧାର୍ଯ୍ୟ ହେଉଛି ସେଥିରୁ ଗୋଟିଏ ହେଲେ ବି ପୂରଣ କରୁ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ରାଜ୍ୟରେ ପିଏମ୍‍ଇଜିପି ଯୋଜନାରେ ଋଣ ଯୋଗାଣ ମାଧ୍ୟମରେ ୬୦୦୦ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା...

ସାହିତ୍ୟର ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ୱପୂର୍ଣ୍ଣ

0

ଭୁବନେଶ୍ୱର : ଅନୁବାଦ ଜରିଆରେ ଭାରତୀୟ ସାହିତ୍ୟରେ ସଂପର୍କ କ୍ରିୟାଶୀଳ ହେଉଛି । ସାହିତି୍ୟକ ପରିବେଶ ନିର୍ମାଣରେ ଅନୁବାଦ ସେତୁ ଭାବେ କାର୍ଯ୍ୟ କରୁଛି । ସୁତରାଂ, ଓଡ଼ିଆ ସାହିତ୍ୟକୃତିଗୁଡ଼ିକର ବ୍ୟାପକ ଅନୁବାଦ ହେବା ଆବଶ୍ୟକ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚକମାନେ ସାହିତ୍ୟର ପାଠକୀୟ ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି । ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଶିଷ୍ଟ ଅନୁବାଦକ କ୍ଷୀରୋଦ ପରିଡ଼ାଙ୍କ ସହ କଥାବାର୍ତ୍ତାରେ ମିଳିତ ହୋଇଥିଲେ ଅନୁଷ୍ଠାନର ଉପସଭାପତି କବି...

 ମହାରାଷ୍ଟ୍ର ଯିବେ ୨୫ ଛାତ୍ରଛାତ୍ରୀ

0

ଭୁବନେଶ୍ୱର :ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି ।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ । ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ ।...

Poor CD Ratio In 10 Dists

0

Bhubaneswar: As many as 10 out of 30 districts in Odisha have a Credit-Deposit (CD) ratio less than the Reserve Bank of India (RBI) stipulated norm of 60 per cent by the end of financial year 2021-22. The districts are—Angul (58.59 per cent), Cuttack (55.85 per cent), Deogarh (55.85 per cent), Gajapati (47.29 per cent), Jagatsinghpur (41.82 per cent), Keonjhar (40.16...

ଋଣ ଦେବାକୁ କୁନ୍ଥୁ କୁନ୍ଥୁ

0

ଭୁବନେଶ୍ୱର : ଓଡିଶାରେ ଥିବା ବ୍ୟାଙ୍କ୍‍ଗୁଡିକ ରାଜ୍ୟରୁ ଯେତିକି ପରିମାଣରେ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ଏଠାରେ ୠଣ ପ୍ରଦାନ କରୁନାହାନ୍ତି । ରାଜ୍ୟ ସରକାରଙ୍କ ତାଗିଦା ପରେ ଯଦିଓ ସ୍ଥିତିରେ ସୁଧାର ଆସିଛି ତଥାପି ଅଧାରୁ ଅଧିକ ଜିଲ୍ଲାରେ ଜମା ସଂଗ୍ରହ ଅପେକ୍ଷା ଋଣ ଯୋଗାଣ କମ୍‍ ରହିଛି । ଶିଳ୍ପ ସମୃଦ୍ଧ ଝାରସୁଗୁଡା ସମେତ ବୌଦ, ରାୟଗଡା, ଯାଜପୁର, ସୋନପୁର ଜିଲ୍ଲାରେ ଜମା ସଂଗ୍ରହ ତୁଳନାରେ ଋଣ ଯୋଗାଣ ପରିମାଣ ଢେର ଅଧିକ ରହିଛି । ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ...

ଓଡ଼ିଶାରେ ଉଧଉନି ସୂତାକଳ

0

ଭୁବନେଶ୍ୱର : ବାରମ୍ବାର ତାଗିଦା ସତ୍ତ୍ୱେ ଋଣ ପରିଶୋଧ କରିନଥିବାରୁ ଶ୍ରୀ ଶାରଳା ବୁଣାକାର ସମବାୟ ସୂତାକଳକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ୍‍ କରିଥିବା ବେଳେ ଅଚଳ ଅବସ୍ଥାରେ ପଡିଥିବା ଅନ୍ୟ ସମବାୟ ସୂତାକଳ ଓ ଲୁଗାକଳଗୁଡିକୁ ଯେକୌଣସି ସମୟରେ ଋଣଦାତାମାନେ ଜବତ କରିବା ଆଶଙ୍କା ଉପୁଜିଛି । ଓଡ଼ିଶାରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ୧୩ଟି ସୂତାକଳ ଓ ୧୩ଟି କଳତନ୍ତ ବୟନଶିଳ୍ପ ଦୀର୍ଘବର୍ଷ ଧରି ବନ୍ଦହୋଇ ପଡିଛି । ଏଗୁଡିକର ପୁନରୁଦ୍ଧାର କରାଯାଉନାହିଁ କିମ୍ବା ସମବାୟ ଭିତ୍ତିରେ ଆଉ ନୂଆ...