5T ନୀତି ଅନୁଯାୟୀ ଅନଲାଇନ୍ ଡ୍ରାଇଭିଂ ଲାଇସେନ୍ସ

0

କଟକ: ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଡାକ୍ତରୀ ପ୍ରମାଣପତ୍ର କିମ୍ବା ଏହାର ନବୀକରଣକୁ ମ୍ୟାନୁଆଲି କରିବା ପରିବର୍ତ୍ତେ ଅନଲାଇନରେ ଉପସ୍ଥାପିତ କରିପାରିବେ | ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସହଜତା ଆଣିବା ଏବଂ ଉନ୍ନତ ଉପଭୋକ୍ତା ଅଭିଜ୍ଞତା ହାସଲ କରିବା ଏବଂ ଆରଟିଓ କାର୍ଯ୍ୟାଳୟରେ ଗହଳି ହ୍ରାସ କରିବା ପାଇଁ ଓଡିଶା ସରକାରଙ୍କ 5T ନୀତି ଅନୁଯାୟୀ ଇଲେକ୍ଟ୍ରୋନିକ୍ ଭାବରେ ଫର୍ମ 1 (A) ରେ ମେଡିକାଲ୍ ସାର୍ଟିଫିକେଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି | ସାରଥୀ ପୋର୍ଟାଲରେ ଆବଶ୍ୟକୀୟ...

5T Eases DL Process

0

Bhubaneswar: Now, the medical certificate of a person applying for issuance of driving license or its renewal can be presented online rather than doing it manually. It has been decided to accept medical certificate in form 1 (A) electronically under the 5T policy of the Government of Odisha to improve the ease of getting driving license and to have...

ସମମରେ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ

0

ଭୁବନେଶ୍ୱର :  ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀ ର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ କରାଯିବ । ସମମ ରେ  ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ  ଗୁରୁବାର ଏହା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି | ସାରା ବିଶ୍ୱରେ କିଡ୍‌ନୀ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହି ରୋଗରୁ ମୁକୁଳିବା ନିମନ୍ତେ ସଚେତନତା ବୃଦ୍ଧି ସହ ରୋଗର ନିରାକରଣ ନିମନ୍ତେ ପ୍ରଚେଷ୍ଟା  କରିବା ଦିଗରେ...

ଜଳ ଜୀବନ ମିଶନରେ ୨୦୩୬ କୋଟି

0

ଭୁବନେଶ୍ୱର : କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍‍) ଯୋଜନାରେ ୨୦୨୨-୨୩ ବର୍ଷ ପାଇଁ ଓଡିଶା ଲାଗି ୨୦୩୬ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ୨୦୨୧-୨୨ ଆର୍ଥିକ ବର୍ଷରେ ୩୩୨୩.୪୨ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣର ଅଗ୍ରଗତି ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ନେଇ କୋଲକତା ଠାରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରୁ ଏହା ଜଣାପଡିଛି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର...

କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ

0

ଭୁବନେଶ୍ୱର : ପୌର ନିର୍ବାଚନ ଲାଗି ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ଧାର୍ଯ୍ୟ କରିଥିବା ଖର୍ଚ୍ଚ ସୀମାକୁ ଏବେ ଠାରୁ ସଂଖ୍ୟାଧିକ ପ୍ରାର୍ଥୀ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି । ପୁଲିସ. ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ଓ ରାଜନୈତିକ ନେତାମାନଙ୍କ ଉପସ୍ଥିତିରେ ଏଭଳି ହେଉଥିଲେ ମଧ୍ୟ ତାହାର ପ୍ରତିକାର କରିବାକୁ କେହି ଆଗେଇ ଆସୁନାହାନ୍ତି । ଏହି ନିର୍ବାଚନ ଲାଗି ମେୟର ପ୍ରାର୍ଥୀ ୬ଟି ଓ କର୍ପୋରେଟର ପ୍ରାର୍ଥୀ ଦୁଇଟି ପର୍ଯ୍ୟନ୍ତ ତିନି ବା ଚାରି ଚକିଆ ଯାନ ବ୍ୟବହାର କରିପାରିବେ । କିନ୍ତୁ...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ କମିଶନଙ୍କ ଆଲୋଚନା

0

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌରସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତି । ନିର୍ବାଚନ କମିଶନରଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମା (ଆଇନଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ପୌର ନିର୍ବାଚନ ସଂପର୍କରେ...

NINL Signs Tata Pact

0

New Delhi, March 10: Moving towards closing stage for privatization of the Neelachal Ispat Nigam Ltd. (NINL), the JV partners of NINL have signed a share purchase agreement (SPA) with Tata Steel Long Products. "SPA signed today by JV partners of NINL with Tata Steel Long Products. The disinvestment transaction now moves to the closing stage," Department of Investment and...

SUMUM TO TAKE UP CADAVER KIDNEY TRANSPLANTATION

0

Bhubaneswar: Deceased donor kidney transplantation will soon be taken up at the SUM Ultimate Medicare (SUMUM) here. This was announced by the hospital on the occasion of World Kidney Day on Thursday. “We are observing the day to raise awareness about the increasing burden of kidney diseases and focus on the need to evolve strategies for kidney disease prevention,” Brig. (Dr.)...

JSW Installs Oxygen Plant

0

Jagatsinghpur: Country’s one of leading steel makers JSW Steel, contributed an advanced oxygen plant and machinery to adequately cover the needs of people at Jagatsinghpur. The oxygen plant has been installed at the District Headquarters Hospital (DHH) amid the third wave of Covid-19 outbreak. “At JSW we believe in inclusive industrialization and we are consistently taking people along with us” said...

Kidney Transplant In AIIMS Soon

0

Bhubaneswar: All India Institute of Medical Sciences (AIIMS) Bhubaneswar is going to start the renal transplant programme very soon. The national institute is at the doorstep to get the necessary permission from the State Government. After getting the required permission the much-needed renal transplant programme will be commenced, said AIIMS Bhubaneswar Medical Superintendent (MS) SN Mohanty on the occasion of...