ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଆଜି ରାଜ୍ୟ ପଞ୍ଚାୟତିରାଜ ଓ ପାୀନୀୟଜଳ ବିଭାଗ ପକ୍ଷରୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ମିଳିଥିବା ଆପତ୍ତି ଅଭିଯୋଗ ଉପରେ ବିଚାର କରି ସରକାର ଏହି ତାଲିକା ଚୂଡାନ୍ତ କରିଛନ୍ତି । ପ୍ରକାଶିତ ତାଲିକା ଅନୁଯାୟୀ ମୋଟ୍‍ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟରୁ ୧୫ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀଗୁଡିକ ହେଲା ଅନୁଗୁଳ, କଟକ,...

କୃଷି ଭବନରେ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର

0

ଭୁବନେଶ୍ୱର : ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ଶୁଭଉଦ୍‌ଘାଟନ ହେଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍‌. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ...

Aditya Mohapatra Sworn In As HC Judge

0

Cuttack: Senior advocate Aditya Kumar Mohapatra has been sworn in as judge of High Court of Orissa on Friday. Chief Judge of Orissa High Court, Justice S. Muralidhar administered the oath of office to Justice Mohapatra at the conference hall of the court in the old building. Several judges of the High Court, Additional Chief Secretary (ACS) Home, Sanjeev Chopra, senior...

Infra Boost For Kedarnath

0

Kedarnath: Prime Minister Narendra Modi laid foundation stones and dedicated to the Nation various development projects in Kedarnath. He inaugurated Shri Adi Shankaracharya Samadhi and unveiled the statue of Shri Adi Shankaracharya. He also reviewed and inspected the executed and ongoing infrastructure works. The Prime Minister also offered prayers at the Kedarnath Temple. Prayers were offered and celebrations held...

Pandian Reviews School Transformation

0

Bhubaneswar: Secretary to Chief Minister VK Pandian on Friday reviewed the second phase implementation of School Transformation Programme in Ganjam district under the 5-T initiative of the State Government. The Secretary to CM interacted with the Sarpanches, School Management Committee (SMC) chairpersons, students, head teachers of the high schools selected for the High School Transformation Programme, official sources said. As many...

Tata Steel BSL Exports Slag

0

Dhenkanal: Tata Steel BSL has become the first Indian steel manufacturer to export LD slag to Bangladesh from its unit located in Dhenkanal district. The company has exported 9,000 tonnes (KT) of LD slag through Dhamra Port to the Bangladesh market for making cement. This endeavour is another milestone in the company’s operations as it marks India’s first export of LD...

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର : କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଡାକ୍ତର । ଭୁବନେଶ୍ୱର ପଟିଆ ଅଂଚଳର ୧୧ ବର୍ଷର ବାଳିକାର ତଳି ପେଟରେ ଯନ୍ତ୍ରଣା ହେବା ଯୋଗୁଁ ସେ ଚିକିତ୍ସା ପାଇଁ ଗତ ୨୭ ତାରିଖ ଦିନ ସମ୍ ହସ୍ପିଟାଲ୍‌କୁ ଆସିଥିଲେ । ସେଠାରେ ପରୀକ୍ଷା ନିରୀକ୍ଷା ସମୟରେ ସେ କୋଭିଡ୍ ସଂକ୍ରମିତ...

ପଞ୍ଚାୟତ ବ୍ୟବସ୍ଥାରେ ଅଫିସର ରାଜ୍‍

0

ଭୁବନେଶ୍ୱର : ୧୯୯୨ ମସିହାରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ଦିଆ ଯାଇଥିଲା ତାହ ବିଜେଡି ଶାସନ ସମୟରେ କେବଳ ଅବକ୍ଷୟମୁଖୀ ହୋଇ ନାହିଁ, ଅପରନ୍ତୁ ଏହା ଅଫିସର ରାଜ ରେ ପରିଣତ ହୋଇଛି ବୋଲି ଆଜି କଂଗ୍ରେସ ମୁଖପାତ୍ର ତଥା ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଅଧ୍ୟକ୍ଷ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି । ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ସରକାରୀ ଅଫିସର ଓ ବାବୁମାନଙ୍କ ହାତରେ କ୍ରିତନକ ସାଜିଛନ୍ତି...

ଆନ୍ଦୋଳନକୁ ସ୍ଥଗିତ ରଖିଲା ବିଜେଡି

0

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିଥିବା ବିଜେଡି ତୈଳଦରରେ ସାମାନ୍ୟ ହ୍ରାସପରେ ଆନ୍ଦୋଳନକୁ ୧୦ଦିନ ପାଇଁ ସ୍ଥଗିତ ରଖିଛି । ଯଦି ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ରନ୍ଧନଗ୍ୟାସ ଦର ହ୍ରା ନକରନ୍ତି ତେବେ ବିଜେଡି ପୁଣି ତାହାର ଆନ୍ଦୋଳନ ଆରମ୍ଭ କରିବ ବୋଲି ବିଜେଡି ଯୁବମୋର୍ଚ୍ଚା ସଭାପତି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି । ଶ୍ରୀ ରାୟ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ଓ...

ତେଲ ଉପରୁ ଭାଟ୍‍ କମାଇଲା ଓଡିଶା

0

ଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ଇନ୍ଧନ ମୂଲ୍ୟରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ୩ଟଙ୍କା କରି ଭାଟ୍ ହ୍ରାସ ପାଇୁଁ ଘୋଷଣା କରିଛନ୍ତି ଯାହା ନଭେମ୍ବର ୫ ମଧ୍ୟରାତ୍ରୀରୁ ଲାଗୁ ହେବ । ଭାରତ ସରକାର ଘୋଷଣା କରିଥିବା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଉପରେ ଏହା ଲାଗୁ ହୋଇଛି । କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ଯଥାକ୍ରମେ ୫, ୧୦ ଟଙ୍କା...