CM Opens Omfed Plant

0

Cuttack: Chief Minister Naveen Patnaik on Wednesday inaugurated the state-of-the-art mega milk processing plant of Omfed at Arilo in Cuttack district. The Fisheries and Animal Resources Development Department has set up the mega plant at a cost of Rs 263 crore. It is the biggest dairy plant in the State which has the capacity to process around five lakh litre...

Class VI & VII Opens From 15 Nov

0

Bhubaneswar; Physical teaching for the students of Class VI & VII would resume in the State from 15 November, said State School and Mass Education Minister Samir Ranjan Dash here on Wednesday. Speaking to reporters here, Mr.Dash said, “The classroom teaching for the students of classes VI and VII will begin from 15 November. Our department will soon issue detail...

SUM Saves Burned Boy

0

Bhubaneswar: Doctors at the Institute of Medical Sciences and SUM Hospital here fought to save the life of a 7-year-old boy who had suffered extensive burn injuries while playing with crackers more than a month ago. When the boy was wheeled into the hospital emergency at midnight, about one-third of his body had been burnt with his eyes, nose, mouth,...

ବାଳକର ଜୀବନ ବଞ୍ଚାଇଦେଲେ ସମ୍ ଡାକ୍ତର

0

ଭୁବନେଶ୍ୱର : ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଞ୍ଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା । ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ...

ମୁଖ୍ୟ ସଚିବଙ୍କୁ ସାକ୍ଷାତ କଲେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

0

ଭୁବନେଶ୍ୱର : ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଆଜି ଲୋକ ସେବା ଭବନକୁ ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି । ଜନଜାତି ମହିଳାମାନଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ଗତ ୪୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଆଧ୍ୟାତ୍ମିକ ବାଣୀ...

ନିଶା ନିୟନ୍ତ୍ରଣ ଆଇନ ଅକାମୀ

0

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରରେ ରହିବା ପାଇଁ ସରକାର ଉପଦେଶ ଦେଇ ଚାଲିଥିବା ବେଳେ ଅନ୍ୟପଟେ ପିଲାମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ବିପଦଜନକ ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ସରକାରୀ କଳ ଓ ସମାଜ ବ୍ୟବସ୍ଥା ବ୍ୟର୍ଥ ହେଉଥିବାରୁ ଯୁବପିଢ଼ି ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ରାଜ୍ୟ ଯୁବନୀତିରେ ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ବାସ୍ତବରେ ଗାଁରୁ ସହର ପର୍ଯ୍ୟନ୍ତ ଉଦବେଗଜନକ ଭାବେ ନିଶା ପ୍ରସାରିତ ହୋଇଚାଲିଛି । ଶିକ୍ଷାନୁଷ୍ଠାନ ନିକଟରେ...

ନକଲି ମଦ ଜବତ ୩୫ଗୁଣରୁ ଅଧିକ

0

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଯେତେ ମଦ ଜବତ ହୋଇଛି ସେଥି ମଧ୍ୟରୁ ନକଲି ବିଦେଶୀ ମଦ ପରିମାଣ ସର୍ବାଧିକ । ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ଅବକାରୀ ବିଭାଗର ଧରପଗଡ ଦ୍ୱାରା ପ୍ରାୟ ୪୧୫୦ ଲିଟର ବିଦେଶୀ ମଦ ଜବତ ହୋଇଛି ଯାହା ଗତବର୍ଷ ତୁଳନାରେ ୩୫ଗୁଣରୁ ଅଧିକ । ନକଲି ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଠାରୁ ଆରମ୍ଭକରି ନକଲି ଠିପି, ହୋଲୋଗ୍ରାମ ଆଦି ବିରୁଦ୍ଧରେ ଅବକାରୀ ବିଭାଗ ବ୍ୟାପକ ଧରପଗଡ ଆରମ୍ଭ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚଢଉ...

Center Moots Mentoring Mission

0

New Delhi: Union Government has initiated the process for creation of National Mission for Mentoring with a large pool of outstanding senior and superannuated faculties for providing mentoring support to Universities,  Colleges and Schools. Accordingly ‘Bluebook for Mentoring’ has been designed and National Council for Teacher Education (NCTE) has requested all concerned stakeholders to provide ‘Feedback’ in this regard. Santosh Sarangi,...

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଇ-ବିଧାନସଭା

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି । ଓଡ଼ିଶା ସରକାରଙ୍କର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକର ବୈଷୟିକ ସହାୟତା କ୍ରମେ ଓଡ଼ିଶା ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି । ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍ ମାଧ୍ୟମରେ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନରେ ମହା ମହିମ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଏବଂ ରାଜ୍ୟର ବଜେଟ୍ ବିନା କାଗଜରେ ଉପସ୍ଥାପିତ ହୋଇଥିଲା...

Mantra For IAS Probationers

Bhubaneswar: Seeing different parts of Odisha today will add to your expertise for developmental management in future, advised Chief Secretary Suresh Chandra Mahapatra to the IAS Probationers when they called on him in Lok Seva Bhawan here today.  “There is a sea change in Odisha over last twenty years in various spheres of development,” Mohapatra said while advising the IAS probationers to...