Pro-Poor Budget; CM
Bhubaneswar: The state budget for the year 2022-23 presented today is a progressive, pro-poor and developmemnt oriented Budget. The Budget size has increaed to Rs.2 lakh crore and the Programme Budget to Rs.1 lakh crore. Priority of the Budget is to create quality healthcare facilites, quality education including school transformation, life and livelihoods, women empowerment as well as infrastructure development. The Capital...
2Lac Cr Budget Presented
Bhubaneswar: Minister Finance, Niranjan Puari on Saturday presented the Annual Budget for the year 2022-23 in the State Legislative Assembly with a total outlay of Rs 2 lakh crore, which is the highest ever allocation in the history of Odisha. The Budget size is Rs 30,000 crore more than the Annual Budget of last fiscal 2021-22. “The fiscal space created has...
୨ଲକ୍ଷ କୋଟିର ବଜେଟ୍ ଉପସ୍ଥାପିତ
ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ରାଜ୍ୟର ମୋଟ୍ ବଜେଟ୍ ପରିମାଣ ଥିଲା ଏକ ଲକ୍ଷ ୭୦ହଜାର କୋଟି ଟଙ୍କା । ସେହିଭଳି ଶ୍ରୀ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ୨୧,୧୬୬ କୋଟି ଟଙ୍କାର କୃଷି ବଜେଟ୍ ଗୃହରେ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ଆଗତ କରିଥିବା ୨ଲକ୍ଷ...
Assembly Monsoon Session Begins
Bhubaneswar: The monsoon session of Odisha Legislative Assembly (OLA) began on Saturday at 11 AM with adhering to the Covid-19 protocols. The members are seated in different locations including the second floor conference hall of Lok Seva Bhawan and OCAC Conference Hall. Chief Minister Naveen Patnaik attended the House proceedings through video conferencing from his residential office Naveen Niwas. Leader of...
ଶରଧାବାଲିରେ ତିନି ରଥ
ପୁରୀ: ଚଳିତ ବର୍ଷ ରଥ ଯାତ୍ରାର ରୀତିନୀତି ର୍ନିଦ୍ଧାରିତ ସମୟ ପୂର୍ବରୁ ଏବଂ ଏକ ଆଧ୍ୟାତ୍ମିକ ବାତାବରଣରେ ହୋଇଛି ଯାହା ଅତୀତରେ କେବେ ଦେଖିବାକୁ ମିଳନଥିଲା । ସମସ୍ତ ତିନୋଟି ପବିତ୍ର ରଥ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲେ । ଏଥିରୁ ଜଣାପଡୁଛି ଯେ ଭଗବାନ ଜଗନ୍ନାଥ ଏବଂ ଭାଇ ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଭକ୍ତଙ୍କ ଜନସମୁଦ୍ରକୁ ଭେଟିବାକୁ ତତ୍ପର ଥିଲେ, ଯାହାଙ୍କୁ ଦୁଇ ବର୍ଷର ବ୍ୟବଧାନ ପରେ ଏହି ଉତ୍ସବରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା । ପ୍ରବଳ ଗୁଳୁଗୁଳିକୁ ଖାତିର...
ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପ୍ରତି ଆଗ୍ରହ ନାହିଁ
ଭୁବନେଶ୍ୱର : ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର ପ୍ରତି ଲୋକଙ୍କର ଆଗ୍ରହ ନାହିଁ । ରାଜ୍ୟ ଦୁଇ ଜିଲ୍ଲା ଗଞ୍ଜାମ ଓ ସମ୍ବଲପୁରକୁ ଡିଜିଟାଇଜ୍ଡ ଜିଲ୍ଲା ପାଇଁ ଚିହ୍ନଟ ହୋଇଥିବାବେଳେ ଏଠାରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ବି ଟପୁନାହିଁ । କଟକ ଓ ବଲାଙ୍ଗିର ଜିଲ୍ଲା ଡିଜିଟାଇଜଡ ଘୋଷଣା ହେବାପରେ ପରବର୍ତ୍ତୀ ଦୁଇ ଜିଲ୍ଲା ସମ୍ବଲପୁର ଓ ଗଞ୍ଜାମକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏହି ଦୁଇ ଜିଲ୍ଲା ଦାୟିତ୍ୱ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ୟୁନିଅନ ବ୍ୟାଙ୍କ୍କୁ...
ପ୍ଲାଷ୍ଟିକ କଟକଣାକୁ ରୋକିବ କିଏ ?
ଭୁବନେଶ୍ୱର : କେନ୍ଦ୍ର ସରକାର ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିବାପରେ ଏବେ ରାଜ୍ୟରେ ଏହାର ଉଲ୍ଲଙ୍ଘନକାରୀଙ୍କୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି । କାରଣ ରାଜ୍ୟ ସରକାର ବହୁ ପୂର୍ବରୁ ଏଭଳି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଥିଲେ ମଧ୍ୟ ତାହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । କେନ୍ଦ୍ର ସରକାର କଟକଣା ଲଗାଇବାର ପ୍ରାୟ ୪ବର୍ଷ ପୂର୍ବରୁ ରାଜ୍ୟ ସରକାର ନିମ୍ନମାନର ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ବାରମ୍ବାର କଟକଣା...
ଜୁନରେ ଜିଏସ୍ଟି ସଂଗ୍ରହରେ ୫୬% ବୃଦ୍ଧି
ନୂଆଦିଲ୍ଲୀ : ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି, ଯେଉଁଥିରେ ସିଜିଏସ୍ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍ଜିଏସ୍ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ୨୦୨୨ରେ ସମୁଦାୟ ଜିଏସ୍ଟି ସଂଗ୍ରହ ଏପ୍ରିଲ୍ ୨୦୨୨ର ୧,୬୭,୫୪୦...
Trinity Reach Sharadhabali
Puri: With all the divine power in force the Rituals and Nitis of the Annual Rath Jatra completed much before the scheduled time and in a very high charged spiritual atmosphere, which never happened in the recent past. All the three holy chariots reached Saradhabali in Puri before evening. It seems that Lord Jagannath and His siblings Lord Balabhadra and...
Trinity Begin Gundicha Jatra
Puri: With the commencement of pulling of Chariots, Lord Jagannath and his siblings Lord Balabhadra and Devi Subhadra started their nine-day journey to Shree Gundicha temple much before the scheduled time. All rituals, starting from Pahandi Bije of the three deities, to Chhera Panhara of the annual Ratha Jatra completed much before the scheduled time and in a very high...








