Vedanta Bags 2 Coal Mines
New Delhi: Vedanta Limited has bagged Ghogharpalli and its Dip Extension coal mines with quoting highest value during ongoing e-auction of coal mines for commercial mining. The Ministry of Coal had launched the auction of coal mines for commercial mining under the second attempt of 4th tranche and 5th Tranche of the Coal Mines (Special Provisions) Act and Mines and Minerals (Development &...
Bureaucratic Reshuffle Effected
Bhubaneswar: State Government on Wednesday affected a reshuffle among senior meridians. As per a notification issued by the General Administration and Public Grievances Department, Science & Technology Department Secretary Suresh Kumar Vashishth has been appointed as Secretary, Fisheries & ARD Department while Handlooms, Textiles & Handicrafts Department Secretary Shubha Sarma is transferred as Secretary, Woman & Child Development Department. Nikunja Bihari...
Pandit Gets Health
Bhubaneswar: Finally Ace Mandarin, Shalini Pandit has been appointed as Commissioner-cum- Secretary Health & Family Welfare Department. One of the longest serving Mandarin in the Department of Health & family Welfare, Shrimati Pandit on 14 September is given the post, which she deserved long ago. 2001 Batch IAS, one of the most upright, honest, hardworking Mandarin, Shrimati Pandit is serving in...
ଗୋପାଳପୁର ବନ୍ଦର ପକ୍ଷରୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉଦଘାଟିତ
ଛତ୍ରପୁର : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକ ଠାରେ ଉଦ୍ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରଟିକୁ ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ମିଶ୍ର,ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ,) ଗୋପାଳପୁର ବନ୍ଦର , ଚିତରଞ୍ଜନ ବାହିନୀପତି, ଏଭିପି( ମାନବ ସମ୍ବଳ ଶିଳ୍ପ ସମ୍ପର୍କ) ଏବଂ ...
ଶାଳିନୀ ପଣ୍ଡିତ ନୂଆ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଥିବାବେଳେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଦାୟିତ୍ୱ ମିଳିଛି । ସେହିଭଳି ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପାଢୀ ଏବେ କୃଷି...
CB Busts SIM Racket
Cuttack: In a major achievement, the Crime Branch of Odisha Police have busted a major pre-activated SIM card racket and arrested six members of an inter-state gang including the Mastermind from Khunta area in Mayurbhanj district. Speaking to reporters, Crime Branch IG AN Sinha identified the accused as Vishal Khandwal, who was the mastermind, Tapan Kumar Patra, Ajay Kumar Patra,...
ସେବାର ଆଧାର ହେଉଛି ଭାବ ଓ ଆବେଗ
ଭୁବନେଶ୍ୱର : ଅନ୍ୟର ସେବାରୁ ନିର୍ମଳ ଆନନ୍ଦ ମିଳେ । ବ୍ୟକ୍ତିଗତ ଖୁସିର ସାର୍ବଜନୀନ ପରିପ୍ରକାଶ ହେଉଛି ସେବା । ଏହାର ଆଧାର ହେଉଛି ଉଭୟ ଭାବ ଓ ଆବେଗ । ଏହା ଆମ ଜୀବନର ଧ୍ୟେୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେଣ୍ଟ୍ ଜନ ଆମ୍ବୁଲାନ୍ସ, ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଅନୁଷ୍ଠିତ କାର୍ଯ୍ୟ ନିର୍ବାହୀ ବୈଠକରେ ସେଣ୍ଟ୍ ଜନ ଆମ୍ବୁଲାନ୍ସର ଲକ୍ଷ୍ୟ ଓ ଆଦର୍ଶ ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ...
ସମ୍ରେ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ
ଭୁବନେଶ୍ୱର : ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୮ ବର୍ଷୀୟା ରୋଗୀଙ୍କୁ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ରୋଗୀଙ୍କର ସମସ୍ତ ଚିକିତ୍ସା କରାଯାଇଛି । ପ୍ରାୟ ଦେଢ଼ ବର୍ଷ ତଳେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ଚିହ୍ନଟ ହେବା ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲ୍ରେ...
ପ୍ରତି ମାସରେ ଜିଲ୍ଲା ଗସ୍ତ କରିବେ କୃଷି ଅଧିକାରୀ
ଭୁବନେଶ୍ୱର : କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ନୋଡାଲ...
Pradhan For Puri Beach
Bhubaneswar: Union Minister Education Dharmendra Pradhan will lead Beach Cleaning Operations in Puri Beach. As part of the 75-day long ongoing Coastal Clean Up Campaign, Mr.Pradhan has been assigned Puri Beach. Team Pradhan will organize beach cleaning of Sea side Holy Town in Odisha. Puri is one of the cleanest beaches in East Coast and it has been taken care by the...









