ମୋବାଇଲ ବ୍ୟବହାରରେ ବାଲେଶ୍ୱର ଚାଷୀ ଆଗରେ
ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୩୨ ଲକ୍ଷ ଚାଷୀ ମୋବାଇଲ ଆମ କୃଷି ଯୋଜନାରେ ଫୋନ୍ ବ୍ୟବହାର କରୁଥିବାବେଳେ ବାଲେଶ୍ୱରର ଚାଷୀମାନେ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଏହି ଜିଲ୍ଲାରେ ୨ଲକ୍ଷ ୮୪ହଜାରରୁ ଅଧିକ ଚାଷୀ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ସରକାରୀ ଭାବେ ଦର୍ଶାଯାଇଛି । ସରକାରୀ ସୂଚନା ଅନୁଯାୟୀ ଆମ କୃଷି କାର୍ଯ୍ୟକ୍ରମରେ ରାଜ୍ୟର ୩୧,୯୭,୨୨୯ ଜଣ ଚାଷୀ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ଏଥି ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ...
ପାର୍ବଣରେ ଖାଲ ଖମା ରାସ୍ତା ଚିନ୍ତା
ଭୁବନେଶ୍ୱର : ଚଳିତବର୍ଷ ବିନା କଟକଣାରେ ରାଜଧାନୀରେ ଧୂମଧାମରେ ଦଶହରା ପାଳନ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ସହରର ଖାଲଖମା ରାସ୍ତାଘାଟ ଏବେ ଚିନ୍ତାର କାରଣ ପାଲଟିଛି । ପୂଜାକୁ ଆଉ ଦୁଇ ସପ୍ତାହ ଥିବାବେଳେ ଏହା ଭିତରେ କର୍ତ୍ତୃପକ୍ଷ ଯଦି ଏହାକୁ ମରାମତି ନକରିବେ ତେବେ ଲୋକେ ହୀନସ୍ତା ହେବା ସାର । ସହରର ବିଭିନ୍ନ ସ୍ଥାନରେ ଏବେ ମୁଖ୍ୟ ରାସ୍ତାରେ ଖାଲଖମା । ବର୍ଷାପାଣି ଜମିବା ଯୋଗୁଁ କେଉଁଠି ପିଚୁ ରାସ୍ତା ମଝିରେ ଖାଲ ସୃଷ୍ଟି ହୋଇଛି ତ ଆଉ କେଉଁଠି ପରସ୍ତ...
୧୫ଟି କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା
ଭୁବନେଶ୍ୱର : ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ୍ ପାଇଁ ବୃହତ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା...
ରାଜ୍ୟର ପ୍ରଥମ ଟିଏଚଆର ୟୁନିଟ୍ ଉଦଘାଟିତ
ଭୁବନେଶ୍ୱର : ବଲାଙ୍ଗିରର ଟିଟିଲାଗଡ ଠାରେ ରାଜ୍ୟର ପ୍ରଥମ ମଡେଲ ଟେକ ହୋମ ରାସନ (ଟିଏଚଆର)ର ଅତ୍ୟାଧୁନିକ ଛତୁଆ ୟୁନିଟ୍ ଉଦଘାଟିତ ହୋଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହାକୁ ଉଦଘାଟନ କରିଥିବାବେଳେ ରାଜ୍ୟ ଜଳ ସମ୍ପଦ ଏବଂ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ ଉପସ୍ଥିତ ଥିଲେ । ନିରନ୍ତର ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ...
ନୂଆ ରୂପରେ ଉତ୍କଳ ମଣ୍ଡପ
ଭୁବନେଶ୍ୱର : ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ମଣ୍ଡପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାପ୍ତ କରାଯାଇଛି । ଏଠାରେ...
Rampia I II Auctioned
Bhubaneswar: The Government of India successfully auctioned eight coal mines including the Rampia and Dip Side of Rampia coal blocks of Odisha. According to official sources, Jhar Mineral Resources Private Limited has emerged as the highest bidder and grabbed the coal mine located in Sundergarh district. The two coal blocks have a reserve of 1179.41 MT of coal and the exploration capacity...
ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି
ନୂଆଦିଲ୍ଲୀ : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍ ସାଇଡ୍ କୋଇଲା ଖଣି । ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ...
ସୋଆରେ ଭାରତୀୟ ଜ୍ଞାନ ପରମ୍ପରା କର୍ମଶାଳା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର...
Naveen To Woo Investors
Bhubaneswar: After holding invers’ meet at Dubai and Delhi, Chief Minister Naveen Patnaik is on a three-day visit to Mumbai from Tuesday. He will attend an investors’ meet in the financial capital city tomorrow ahead of the Make-in-Odisha Conclave, 2022. Major industrialists from various sectors have been invited to this meeting, where the Chief Minister will have brief discussions with...
State Tightens Builder Norms
Bhubaneswar: In a good news for the home buyers, the State Government has tightened the norms for builders and promoters, who are selling plots and flats in the regulatory authority areas. As per power conferred under the Real Estate (Regulation and Development) Act, 2016, the State Government has amended the Odisha Real Estate (Regulation and Development) Rules, 2017. As per...









