Forest Nod For KRB Rail
Bhubaneswar: The issues related to diversion of forest land for execution of the much-awaited Khurda Road-Bolangir new line project is being cleared at a high-level meeting held on Wednesday. The meeting was held under the chairmanship of Satyabrata Sahu, Additional Chief Secretary (ACS), Forest, Environment & Climate Change and Revenue & Disaster Management. Senior officials from Government of India,...
Demand For HC Bench
Bhubaneswar: After a gap of few years in the wake of Covid-19 pandemic, the lawyers of Western Odisha again hit the street over their decades old demand for establishment of a permanent bench of Orissa High Court in their region. To press their demand, hundreds of lawyers from Western Odisha under the banner of the Central Action Committee staged demonstrations...
Demand For MCH At Kendrapara
Bhubaneswar: There is a growing demand for setting up of a Medical College & Hospital (MCH) at Kendrapara . So a large number of people from Kendrapara on Wednesday staged a sit-in dharna near the Raj Bhavan here demanding establishment of a Medical College and Hospital in their district.Citizens including students, senior citizens, women and activists of about 100 different...
Seat Belt Made Mandatory
Bhubaneswar: In the wake of the fatal accident of former Tata Sons chairman Cyrus Mistry near Mumbai, Odisha Government is going to make wearing seat belts mandatory for all passengers in a car. Following a instruction from Ministry of Road Transport & Highways (MoRT&H), State Transport Department has asked the Transport Commissioner (TC) to issue necessary instructions regarding use of...
ଅନ୍ନ ଯୋଜନା ଅବଧି ଆଉ ତିନିମାସ ବଢ଼ିଲା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ଅକ୍ଟୋବର ମାସରୁ ଆସନ୍ତା ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ। ଗତ ବର୍ଷ ଅର୍ଥାତ୍ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେକ...
କେନ୍ଦ୍ରୀୟ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ଲାଭ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜୁନ ୨୦୨୨ରେ ଶେଷ ହେଉଥିବା ଅବଧିରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ୧୨ ମାସିଆ ହାରାହାରୀ ବୃଦ୍ଧି...
ଉପନିର୍ବାଚନ ତିନିଦଳ ପାଇଁ ସେମିଫାଇନାଲ
ଭୁବନେଶ୍ୱର : ୨୦୨୪ ର ପ୍ରଥମ ଭାଗରେ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଦେଶର ଲୋକସଭା ନିର୍ବାଚନ ଦୃଷ୍ଟିରୁ ଧାମନଗର ବିଧାନସଭା ଉପନିର୍ବାଚନ ଓଡିଶା ପରିପ୍ରେକ୍ଷୀରେ ସେମିଫାଇନାଲ ହେବାକୁ ଯାଉଛି । ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳନ ବିୟୋଗ ଫଳରେ ଏଠାରେ ଉପନିର୍ବାଚନ ହେବାର ଅଛି । ବିଧାନସଭା ସଚିବାଳୟ ପକ୍ଷରୁ ଏହି ଆସନ ଖାଲି ହୋଇଥିବା ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି । ତେବେ ନିକଟରେ ହେବାକୁ...
ଅଧା ବ୍ଲକରେ ନାହିଁ ବିଶୁଦ୍ଧ ପାନୀୟଜଳ
ଭୁବନେଶ୍ୱର : ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚଳାଇଥିବାବେଳେ ଏବେ ବି ଓଡିଶାର ପାଖପାଖି ଅଧା ବ୍ଲକରେ ଉପଯୁକ୍ତ ପିଇବା ପାଣି ନଥିବା ଜଣାଯାଇଛି । କେଉଁଠି ଫ୍ଲୋରାଇଡ୍ ମିଶ୍ରିତ ଜଳ ତ ଆଉ କେଉଁଠି ଜଳରେ ଲୁଣ ଓ ଲୌହ ଅଂଶ ଯୋଗୁଁ ତାହା ବ୍ୟବହାର ଯୋଗ୍ୟ ହେଉନାହିଁ । ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ରାଜ୍ୟର ୧୫୪ଟି ବ୍ଲକରେ ବିଶୁଦ୍ଧ ପିଇବାପାଣି ଉପଲବ୍ଧ ହେଉନାହିଁ...
State Plans 10 Ropeways
Bhubaneswar: In an aim to attract a large number of tourists to several religious and natural tourist destinations, the State Government is planning to install a ropeway in 10 locations across the State. According to a proposal prepared by Department of Works, the ropeways are likely to be operated at Bhimkund in Mayurbhanj district (0.7 km), Gonasika in Keonjhar...
Odisha On ‘Rethinking Tourism’
Bhubaneswar: Odisha Tourism on World Tourism Day organized a super Bike Rally from Infocity Square to Dhauli Shanti Stupa. S K Priyadarshi, Twin City Commissioner of Police along with Director Tourism Sachin R. Jadhav in the presence of Convenor Odisha Super Riders Shri Devjyoti Patnaik flagged off the rally. With more than 150 super bike riders participating, the rally culminated at...










