Jawad Spares Odisha
Bhubaneswar: The remnants of cyclonic storm Jawad has been weakened into a depression and laid centred over northwest Bay of Bengal close to Odisha coast about 50 km south-south-east of Puri, 130 KM east- south-east of Gopalpur and 100 KM south-southwest of Paradip. Bhubaneswar Meteorology Centre said it is likely to move north-northeast awards, weakened further into a low pressure...
ବାତ୍ୟା ଅବପାତରେ ପରିଣତ ହୋଇ ଏବେ ପଶ୍ଚିମବଙ୍ଗ ମୁହାଁ
ଭୁବନେଶ୍ୱର : ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହି ଅବପାତ ଆଜି ଅପରାହ୍ନ ୨.୩୦ ମିନିଟ୍ରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର ଉତ୍ତରପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛି । ଏହା ପୁରୀର ଦକ୍ଷିଣପୂର୍ବ ଦିଗରେ ୫୦ କିିମି ଦୂରରେ, ପାରାଦ୍ୱୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିମି ଦୂରତା...
କୁକୁଡା ଚାଷୀ କ୍ଷତିଗ୍ରସ୍ତ
ଭୁବନେଶ୍ୱର : ବାତ୍ୟା ଜୱାଦ ବାଟ ଭାଙ୍ଗି ଓଡିଶା ଉପକୂଳରୁ ଦୂରେଇ ଯାଇଥିବାବେଳେ ଏହାର ପ୍ରଭାବ ଆଶଙ୍କାରେ କୁକୁଡାଚାଷୀମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଶେଷକରି ପୂର୍ବରୁ ଫନି ଓ ଅନ୍ୟାନ୍ୟ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର କୁକୁଡାଚାଷୀମାନେ ଆତଙ୍କିତ ହୋଇ ନିଜ ନିଜ ଫାର୍ମରୁ କୁକୁଡା ବିକ୍ରି କରିଥିବା ଜଣାଯାଇଛି । ବାତ୍ୟା ଜୱାଦ ପୁରୀରେ ମାଡ ହେବବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପରେ କୁକୁଡାଚାଷୀମାନେ ଆତଙ୍କିତ ହୋଇପଡିଥିଲେ । ତେଣୁ ଯେତେଶୀଘ୍ର ସମ୍ଭବ କୁକୁଡାଫାର୍ମ ଖାଲି ପାଇଁ...
ଭିକାରୀଙ୍କ ଠାରୁ କୁଷ୍ଠରୋଗୀ ଅଧିକ…..
ଭୁବନେଶ୍ୱର : ରାଜ୍ୟରେ ଯେତିକି ଭିକାରୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରୁ ଅଧିକ କୁଷ୍ଠରୋଗୀ ରହିଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍ ୬୭୯୩ଜଣ ଭିକାରୀ ଚିହ୍ନଟ ହୋଇଥିବାବେଳେ ୨୨ଟି ଜିଲ୍ଲାରେ ୮୦୩୨ ଜଣ କୁଷ୍ଠରୋଗୀ ଅଛନ୍ତି । କଟକ ଜିଲ୍ଲାରେ ଉଭୟ କୁଷ୍ଠରୋଗୀ ଓ...
ବିକ୍ରି କମୁଛି ଲାଭ ବଢୁଛି
ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ବୟନିକାର ଲୁଗା ଓ ସୂତା ବିକ୍ରି କମୁଥିବାବେଳେ ଏହି ସଂସ୍ଥାର ଲାଭ କିନ୍ତୁ ବଢିବାରେ ଲାଗିଛି । ତିନି ବର୍ଷରେ ବୟନିକା ୧୦ କୋଟି ଟଙ୍କାରୁ ଅଧିକ ନିଟ୍ ଲାଭ କରିଛି । ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଲଗାତାର ବୟନିକାର ଲୁଗା ବିକ୍ରି ୨୦୧୮-୧୯ ବର୍ଷରେ ୯୩...
All Eyes On Naveen
Bhubaneswar: Ahead of the 2019 General Elections to Lok Sabha and Odisha Assembly, Odisha Chief Minister Naveen Patnaik, who is also the founding President of Biju Janata Dal, had said that it was important to have coordination among the regional parties for strengthening cooperative federalism. Two years after Naveen’s statement, his West Bengal counterpart and All India Trinamool Congress...
NO Cyclone Threat
Bhubaneswar: The India Meteorological Department (IMD) this evening said that the cyclone Jawad weakened into deep depression and will further convert into a depression before heading towards Puri. The cyclonic storm Jawad over westcentral Bay of Bengal moved nearly northwards with a speed of 9 kmph during the past 06 hours, weakened into a deep depression and lay centered...
ପ୍ରତି ବ୍ଲକ୍ରେ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍
ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଜ୍ୟର ୩୧୪ଟି ବ୍ଲକ୍ରେ ଛତୁଆ ପ୍ରସ୍ତୁତ ୟୁନିଟ୍ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରତି ବ୍ଲକ୍ରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏକ ଦୀର୍ଘମିଆଦୀ ଯୋଜନା...
ରାଜ୍ୟମାନେ ପରସ୍ପରର ସଫଳ ପ୍ରୟାସକୁ କାର୍ଯ୍ୟକାରୀ କରିବା ଉଚିତ୍
ଭୁବନେଶ୍ୱର : ମୋଦୀ ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ଜରିଆରେ ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ। ଭୁବନେଶ୍ୱର ଠାରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଏକ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ...
Pact To Promote Swimming Eco System
Bhubaneswar: In order to develop, promote and expand the Swimming ecosystem in the state of Odisha and India, the Government of Odisha, through Sports and Youth Services Department (DSYS) and Swimming Federation of India (SFI), today, entered into a partnership Through this collaborative partnership, Odisha will provide support and sponsor SFI and the Federation in conjunction with Odisha State Swimming...









