ନଦୀ ସଂଯୋଗ ବିବରଣୀ ପ୍ରସ୍ତୁତ
ଭୁବନେଶ୍ୱର : ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମରେ ମହାନଦୀ ଓ ସୁବର୍ଣ୍ଣରେଖା ପାଇଁ ‘ଫିଜିବିଲିଟି ରିପୋର୍ଟ’ ପ୍ରସ୍ତୁତ ହୋଇସାରିଛି । ଜାତୀୟ ଜଳ ଉନ୍ନୟନ ପ୍ରାଧିକରଣ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ମହାନଦୀକୁ ଗୋଦାବରୀ ସହିତ ଯୋଡିବାପାଇଁ ପ୍ରସ୍ତୁତ ହୋଇଥିବା ଫିଜିବିଲିଟି ରିପୋର୍ଟ ବ୍ୟାପକ ଅନୁଧ୍ୟାନ ଓ ସର୍ବେକ୍ଷଣ ପରେ ଚୂଡାନ୍ତ ହୋଇଛି । ସେହିଭଳି ସୁବର୍ଣ୍ଣରେଖାକୁ ଦାମୋଦର ନଦୀ ସହିତ ଯୋଡିବାପାଇଁ ମଧ୍ୟ ଅନୁରୂପ ଦୀର୍ଘ ବିବରଣୀ ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନା ଅନୁଯାୟୀ ଜାତୀୟ ଜଳ ଉନ୍ନୟନ...
ଇ-ନାମ ପୋର୍ଟାଲରେ ଓଡିଶାର ୫୪ ମଣ୍ଡି
ଭୁବନେଶ୍ୱର : ଜାତୀୟ କୃଷି ବଜାର (ଇ-ନାମ) ପୋର୍ଟାଲରେ ଓଡିଶାର ୫୪ଟି ମଣ୍ଡି ସାମିଲ ହୋଇଛି । କୃଷି ବଜାର ସଂସ୍କାର କ୍ଷେତ୍ରରେ ଓଡିଶା ଅନ୍ୟତମ ଅଗ୍ରଣୀ ରାଜ୍ୟଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉଚିତ୍ ଦର ଦୋପାଇଁ ଏହାର ଅନ୍ଲାଇନ୍ ବଜାର ବିକ୍ରିବଟା ଲାଗି ବିଭିନ୍ନ ରାଜ୍ୟର ହୋଲସେଲ ମଣ୍ଡି, ବଜାର ଆଦିକୁ ଅନଲାଇନ୍ରେ ଯୋଡିବାପାଇଁ ଇ-ନାମ୍ ହେଉଛି ଏକ ଭର୍ଚୁଆଲ ପ୍ଲାଟଫର୍ମ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଣ୍ଡିଗୁଡିକୁ ଇ-ନାମ ପ୍ଲାଟଫର୍ମରେ ଯୋଡିବାପାଇଁ...
Naveen Asks Special Focus Tag
Bhubaneswar: Chief Minister Naveen Patnaik has demanded special focus status for Odisha before the Union Government on Sunday. He raised this demand during the Governing Council meeting of Niti Aayog held under the chairmanship of Prime Minister Narendra Modi in New Delhi. “As we all know Odisha is impacted almost every year by natural disasters. It's important to have disaster resilient...
PM Mantra For States
New Delhi: Prime Minister, Narendra Modi, today heralded the collective efforts of all the States in the spirit of cooperative federalism as the force that helped India emerge from the Covid pandemic. Addressing the seventh meeting of the Governing Council (GC) of NITI Aayog, the Prime Minister said, “Every State played a crucial role according to its strength and contributed...
NABARD Care For Handloom
Bhubaneswar: Pradeep K Jena, Development Commissioner has urged all stakeholders to come forward for greater convergence towards addressing challenges faced by the Handloom sector. Mr.Jena said issues like drudgery, lack of marketing in the Handloom Sector in the State and the Rural Economy at large for ensuring progressive growth in all spheres. NABARD, Odisha Regional Office (RO) has celebrated National Handloom...
Grand Welcome Awaits Shah
Bhubaneswar: Saffron Brigade in Odisha is fully engaged in making two days long visit of Union Minister Home Affairs Amit Shah a grand success. So preparations are in full swing in Odisha to welcome Shri Shah who will reach Bhubaneswar on Sunday evening. The twin cities of Bhubaneswar and Cuttack are bedecked with posters, banners and placards of Super Strong Man...
ଗୃହରକ୍ଷୀଙ୍କ ପାଉଣା ୧୨,୪୮୦ ଟଙ୍କା ହେଲା
ଭୁବନେଶ୍ୱର : ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ପୂର୍ବରୁ ଗୃହରକ୍ଷୀ ମାନଙ୍କୁ Duty Call up allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ call up...
ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ
ଭୁବନେଶ୍ୱର : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜଧାନୀରେ ଥିବା ରାଜ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ଗାନ୍ଧୀ ଓଡିଶା ଗ୍ୟାଲେରୀ ଖୋଲିବାକୁ ଯାଉଛି । ଫଟୋଚିତ୍ର ସହ ମୂର୍ତ୍ତି ଏବଂ ଗାନ୍ଧୀଜୀଙ୍କ ଓଡିଶା ଗସ୍ତର ବିଭିନ୍ନ ନକ୍ସା ଏଥିରେ ସ୍ଥାନ ପାଇବ । ଏହି ଗ୍ୟାଲେରୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଯିବ । ଫଳରେ ଏଠାରେ ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା ସହିତ ପରିଦର୍ଶକମାନେ ନିଆରା ଅନୁଭୂତି ପାଇବେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ଏବଂ ଇନ୍ଟାକ ଏହି...
ପୂର୍ବତଟ କରିଡରକୁ ମଞ୍ଜୁରୀ ମିଳିନି
ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରସ୍ତାବିତ ପୂର୍ବତଟ ମାଲପରିବହନ କରିଡର ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମିଳିନାହିଁ । ରେଳବାଇ ପକ୍ଷରୁ ପୂର୍ବ ଉପକୂଳରେ ୪୪ହଜାର କୋଟି ଟଙ୍କାର ବ୍ୟୟରେ ୧୧୦୦ କିଲୋମିଟରର ସମ୍ପୂର୍ଣ୍ଣ ନୂତନ ମାଲପରିବହନ କରିଡର ପାଇଁ ଯୋଜନା ହୋଇଥିଲା । ଏହା ଆନ୍ଧ୍ରପ୍ରଦେଶର ବିଜୱାଡା ଠାରୁ ପଶ୍ଚିମବଙ୍ଗର ଖଡଗପୁର ପର୍ଯ୍ୟନ୍ତ ହେବ ବୋଲି ୨୦୧୯-୨୦ ବର୍ଷରେ କୁହଯାଇଥିଲା । ତେବେ ନିକଟରେ ଏହି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମିଳିନଥିବା ରେଳମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏହି ପ୍ରସ୍ତାବିତ ମାଲପରିବହନ କରିଡର...
Will Jay Get Signal?
Bhubaneswar: When veteran saffron lawmaker Jaynarayan Mishra was named as the Leader of Opposition in the Odisha Legislative Assembly, the firebrand leader announced that he would work in the line of BJP’s policies of “Congress Mukt Bharat” and “BJD Mukt Odisha”. This speaks of Mr.Mishra’s determination as a Leader of Opposition and commitment towards his responsibilities. He said this...










