No Funds For Banspani-Barbil Rail
New Delhi: The Ministry of Railways has not sanctioned any fund for the construction of Bansapani-Barbil rail line project, said Union Railways Minister Ashwini Vaishnaw here on Wednesday. Giving a written reply to a question asked by BJD MP Achyutananda Samanta, the Union Minister said, Bansapani-Barbil rail line project has been identified by Odisha Rail Infrastructure Development Limited, a Joint...
CB To Investigate Palei Murder
Bhubaneswar: Following politics over murder of Chitta Ranjan Palei, the security guard of senior BJD leader and State Planning Board Sanjay Deputy Chairman Sanjay Das Burma, DGP Abhay ordered on Wednesday ordered Crime Branch investigate into the case. “Director General of Police, Odisha has ordered that investigation of Puri Sadar case No 424 dated 12.122021 to be taken over by...
Pact For Data Capability Harness
New Delhi: In order to harness data capabilities to ensure effective enforcement, a Memorandum of Understanding (MOU) was signed today between the Ministry of Corporate Affairs (MCA) and Financial Intelligence Unit-India, Ministry of Finance for data exchange between the two organizations. The MoU was signed by Manoj Pandey, Joint Secretary, MCA and Manoj Kaushik, Additional Director FIU-India in the presence...
ଜବାନଙ୍କୁ ସଚେତନ କଲେ ସମ୍ମମ୍ ମାନସିକ ବିଶେଷଜ୍ଞଙ୍କ
ଭୁବନେଶ୍ୱର : କାର୍ଯ୍ୟ କ୍ଷେତ୍ରରେ ଚାପଗ୍ରସ୍ତ ବ୍ୟକ୍ତି କିଭଳି ମାନସିକ ସନ୍ତୁଳନ ରଖିପାରିବେ ସେ ସମ୍ପର୍କରେ ସେଂଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆର୍ପିଏଫ୍) ଜବାନ ମାନଙ୍କୁ ମାନସିକ ରୋଗ ବିଭାଗର ବିଶେଷଜ୍ଞ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଭିଜିଟିଙ୍ଗ କନ୍ସଲ୍ଟାଂଟ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ସଚେତନ କରାଇଛନ୍ତି । ଗତ ଡିସେମ୍ବର ୧୩ ତାରିଖ ଭୁବନେଶ୍ୱର ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପସ୍ରେ ଜବାନ୍ମାନେ ମାନସିକ ଚାପରୁ କିପରି ମୁକ୍ତି ପାଇପାରିବେ ସେ ବିଷୟରେ ସମ୍ମମ୍ ପକ୍ଷରୁ ଏକ ସେମିନାର୍ ଆୟୋଜନ କରାଯାଇଥିଲା ।...
ସୁନୀଲ କୁମାର ବଂଶଲ ନୂଆ ଡିଜିପି
ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲଙ୍କୁ ରାଜ୍ୟର ନୂତନ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରିଛନ୍ତି । ୧୯୮୭ ବ୍ୟାଚ୍ ଆଇପିଏସ୍ ଶ୍ରୀ ବଂଶଲ ବର୍ତ୍ତମାନ ନୂଆଦିଲ୍ଲୀ ଠାରେ ସ୍ୱତନ୍ତ୍ର ନିର୍ଦ୍ଦେଶକ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଭାବରେ କାର୍ଯ୍ୟ କରୁଛନ୍ତି । ଶ୍ରୀ ବଂଶଲ ଆସନ୍ତା ଜାନୁଆରୀ ପହିଲାରୁ ଓଡିଶା ଡିଜିପି ଭାବରେ ଦାୟିôୟ ଗ୍ରହଣ କରିବେ । ସେ ବର୍ତ୍ତମାନର ଡିଜିପି ଶ୍ରୀ ଅଭୟଙ୍କ ସ୍ଥାନ ନେବେ । ଡିଜିପି ଶ୍ରୀ ଅଭୟ ଶ୍ରୀ ବଂଶଲଙ୍କୁ ସ୍ୱାଗତ କରିଛନ୍ତି ଏବଂ...
କମିଶନରେଟ୍ ପୋଲିସ ପାଇଁ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା
ଭୁବନେଶ୍ୱର : ଭୁବନେଶ୍ୱର -କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ୱତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ...
Bansal New DGP Odisha
Bhubaneswar: Odisha Government has appointed senior IPS officer Sunil Kumar Bansal as the new Director General of Police (DGP) of Odisha. 1987 Batch IPS officer is currently serving as the Special Director, Intelligence Bureau (IB) New Delhi. Mr.Bansal will take charge as the Odisha DGP from 1 January. He will replace the incumbent DGP Mr.Abhay. DGP Mr.Abhay has welcomed Mr.Bansal and wished him...
Only 15 ! From Odisha
New Delhi: While till now, around 56,000 candidates have been placed through ASEEM portal across the country including 15 candidates from the State of Odisha. Rajeev Chandrasekhar, Minister of State Skill Development and Entrepreneurship has said in a reply in Rajya Sabha today. Ministry of Skill Development and Entrepreneurship (MSDE) has launched Aatmanirbhar Skilled Employees Employer Mapping (ASEEM) portal, which acts ...
ବଳରାମ ଯୋଜନାର ମନ୍ଥର ଗତି
ଭୁବନେଶ୍ୱର : ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘ବଳରାମ’ ଯୋଜନା ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ବ୍ୟାଙ୍କ୍ ଓ ପାକ୍ସ ଦ୍ୱାରା ଚିହ୍ନିତ ଚାଷୀଙ୍କ ମଧ୍ୟରୁ ମାତ୍ର ଏକ ତୃତୀୟାଂଶ ଏହି ଯୋଜନାରେ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ବ୍ୟାଙ୍କ୍ ଓ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଦ୍ୱାରା ମୋଟ୍ ୧,୪୨,୯୪୯ ଯୋଗ୍ୟ କୃଷକଙ୍କ ତଥ୍ୟ ଯାଞ୍ଚ ହୋଇଛି ଏବଂ ୨୦,୯୬୦ ଯୁଗ୍ମ କୃଷକ ଗୋଷ୍ଠି ଗଠନ...
ପଞ୍ଚାୟତ ନିର୍ବାଚନ ପାଇଁ ଫ୍ଲେକ୍ସ ଟଙ୍ଗା ହେଲାଣି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିମ୍ବା କେଉଁ ଦଳର କିଏ ପ୍ରାର୍ଥୀ ହେବେ ସେଥିଘେନି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଏହା ସତ୍ୱେ ବି ଏବେ ଗାଁ ଗହଳର ଠାରୁ ଆରମ୍ଭକରି ସହର ବଜାର ପର୍ଯ୍ୟନ୍ତ ଚାରିଆଡେ ମାଳ ମାଳ ନେତା ଓ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଫଟୋଚିତ୍ର ଥିବା ଫ୍ଲେକ୍ସମାନ ଦେଖିବାକୁ ମିଳୁଛି । ବିଶେଷକରି ଜନସମାଗମ ହେଉଥିବା ବିଭିନ୍ନ ଛକ, ଧର୍ମାନୁଷ୍ଠାନ ଓ ହାଟବଜାର ଆଦିର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ପ୍ରତିଯୋଗିତା ଭିତ୍ତିରେ ବ୍ୟାନର ଟଙ୍ଗା...









