ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ

0

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ ଆଜି ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଛାତ୍ରଛାତ୍ରୀମାନେ ଆଜି ଠାରୁ ସ୍କୁଲ ଓ କଲେଜକୁ ଯାଇଥିବାବେଳେ ସେଠାରେ କୋଭିଡ ମାର୍ଗଦର୍ଶିକା ଯେଭଳି କଡାକଡି ଭାବେ ପାଳନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାପାଇଁ ସ୍ଥିର ହୋଇଥିଲା ।...

ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ

0

ଭୁବନେଶ୍ୱର : କରୋନା ମୃତ୍ୟୁ କ୍ଷେତ୍ରରେ ଖୋର୍ଦ୍ଧା ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ ୪୨ଜଣ କରୋନାରେ ପ୍ରାଣ ହରାଇବା ସହିତ ଖୋର୍ଦ୍ଧାରେ ମୋଟ୍‍ ମୃତ୍ୟୁସଂଖ୍ୟା ୧୦୯୯ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଆଉ ୬୨ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁସଂଖ୍ୟା ୫୫୭୪ ହୋଇଛି । ସରକାରୀ ସୂଚନା ମୁତାବକ ରାଜ୍ୟରେ ଗୋଟିଏ ଦିନରେ ଆଉ ୬୨ଜଣଙ୍କ ଜୀବନ ଯାଇଥିବାବେଳେ ଏଥିରେ ଖୋରଧାର ୪୨ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡରୁ ୧୦ଜଣ ଥିବାବେଳେ କେନ୍ଦୁଝରରୁ ୫, ଯାଜପୁରରୁ ୨ ଏବଂ ପୁରୀ,...

State Sets ECRP Action Plan

0

Bhubaneswar: While funds worth over Rs.860 Crore will be available under Emergency COVID Response Package for Odisha, State Government has chalked out Action Plan to implement ECRP in a time bound manner. The Government of India has announced an Emergency COVID Response Package (ECRP) of Rs 23,123 crore for the country and Odisha has been sanctioned Rs.861.96 Crore. ECRP is a...

କୋଭିଡ ପ୍ୟାକେଜରେ ଓଡିଶାକୁ ୮୬୦ କୋଟି

0

ଭୁବନେଶ୍ୱର : ଓଡିଶାକୁ ଇର୍ମଜେନ୍ସି କୋଭିଡ ରେସପନ୍ସ ପ୍ୟାକେଜ (ଇସିଆରପି) ରେ ୮୬୦କୋଟିରୁ ଅଧିକ ଟଙ୍କା ମିଳିବାକୁଥିବାବେଳେ ରାଜ୍ୟ ସରକାର ଏଥିପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶପାଇଁ ୨୩,୧୨୩ କୋଟି ଟଙ୍କାର ଇସିଆରପି ଘୋଷଣା କରିଥିବାବେଳେ ଓଡିଶାକୁ ୮୬୧କୋଟି ୯୬ ଲକ୍ଷ ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶଧନ ୬୦:୪୦ ଅନୁପାତରେ ରହିଛି । ରାଜ୍ୟକୁ ମଞ୍ଜୁର ହୋଇଥିବା ୮୬୧.୯୬କୋଟି ଟଙ୍କାରେ କେନ୍ଦ୍ରୀୟ ଅଂଶଧନ ୫୧୭.୧୮କୋଟି ଟଙ୍କା...

ଖାଇବା ତେଲ ଉପରେ ରହୁନି ଗୁଇନ୍ଦା ନଜର

0

ଭୁବନେଶ୍ୱର : ଖାଇବା ତେଲର ଦର ଧିରେ ଧିରେ ହ୍ରାସ ପାଉଥିବାବେଳେ ଖାଉଟି କିନ୍ତୁ ଏହାର ସୁଫଳ ପାଇପାରୁ ନାହାନ୍ତି । ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ସୋରିଷ ତେଲର ଦର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରହୁଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବଜାର ଗୁଇନ୍ଦା ବ୍ୟବସ୍ଥା (ମାର୍କେଟ ଇଣ୍ଟେଲିଜେନ୍ସ)ର ବିଫଳତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ବଜାରରେ ସୂର୍ଯ୍ୟମୁଖୀ ଲିଟର ପ୍ରତି ଦର ୧୭୫ ଟପିବାପରେ ଧିରେ ଧିରେ ହ୍ରାସ...

Tripathy Asks For Kalahandi Action Plan

Bhawanipatna: Asit Tripathy, Principal Advisor to Chief Minister and Chairman WODC has directed senior officials of the District of Kalahandi to workout definite action plan for elevating the development of Kalahandi to next higher phase. He emphasized on promotion of local entrepreneurship and private sector investment in cash crops, sericulture, fishery, animal husbandry , horticulture, food processing and other agro-based...

Insurance Cover For BPUT Students

0

The Biju Patnaik University of Technology (BPUT) has decided to provide insurance coverage to its students admitted in the academic year 2020-21. All students studying professional courses like engineering, MBA, MCA, architecture, etc in 160 colleges affiliated by the BPUT will be insured till completion of their courses. About 33,550 students are going to get the benefit, official sources said. As...

More Rains With Fresh Low Pressure

Bhubaneswar: The India Meteorological Department (IMD) on Sunday said another low pressure area is likely to form over Bay of Bengal around July 28. “A fresh Low Pressure Area is likely to form over North Bay of Bengal & neighborhood around 28th July. This will bring more rain for the State,” the Bhubaneswar Met Center officials said. The Met Center has...

ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ ଷ୍ଟାର୍ଟଅପ୍‌

0

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ୧୦୦ ଜଣ ମଧ୍ୟରେ ଓଡ଼ିଶାର ୨ ଜଣ ଷ୍ଟାର୍ଟଅପ୍‌ ରହିଥିବା ଗୌରବର ବିଷୟ ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚିତ କରିଛନ୍ତି । ସେଗୁଡ଼ିକ ହେଲା ଗ୍ରୋଜିପ୍‌ ଓ ନେଗୋଟ୍ରିପ୍‌ ପ୍ରା. ଲିଃ । ଓଡ଼ିଆ ଯୁବକ ଆନନ୍ଦ କୁମାର ମିଶ୍ରଙ୍କ ଦ୍ୱାରା ବିକଶିତ ଅନ୍‌ଲାଇନ୍‌ ଡେଲିଭରୀ ଟେକ୍‌ନୋଲୋଜି ମାଧ୍ୟମରେ ସେ ଆଜି ଦେଶର ବହୁ ସହରରେ ତାଙ୍କର ଉପସ୍ଥିତି ଜାହିର କରିପାରିଛନ୍ତି । ପ୍ରମୁଖ ଶାସନ...

ମନ୍ କୀ ବାତରେ ଇସାକ୍ ମୁଣ୍ଡା

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ ରେ ଓଡ଼ିଆ ୟୁଟ୍ୟୁବର ଇସାକ ମୁଣ୍ଡାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ପରିଶ୍ରମୀ ଯୁବବର୍ଗଙ୍କ ନିକଟରେ ଅଭିନବ ବିଚାର ଭରି ରହିଛି। ଏହାବଳରେ ସେମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇସାକଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ଆମର ଜଣେ ବନ୍ଧୁଙ୍କ ଦ୍ୱାରା କରାଯାଉଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମଧ୍ୟ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ । ଏହି ବନ୍ଧୁଜଣକ ହେଉଛନ୍ତି...