Low Pressure Formed In BoB

Bhubaneswar: A fresh low pressure area has been formed over North Bay of Bengal & neighborhood. Under its influence several parts of the state are likely to experience heavy rainfall from today, IMD said on Tuesday. As per the prediction of Bhubaneswar Meteorological Centre, heavy rainfall is very likely to occur at one or two places over the districts of...

କୃଷି ବିଭାଗରେ ପଦବୀ ଖାଲି

ଭୁବନେଶ୍ୱର : ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ବିଭାଗ ଠାରୁ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପଦବୀ ଖାଲି ଏବେ ଏ କ୍ଷେତ୍ରରେ ବାଧକ ସାଜିଛି । ମାନବ ସମ୍ବଳ ଅଭାବରୁ ସରକାରୀ ଯୋଜନାଗୁଡିକ କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଖୋଦ ବିଭାଗର କର୍ମଚାରୀମାନେ ସ୍ୱୀକାର କରୁଛନ୍ତି । କୃଷି ବିଭାଗରେ ମଞ୍ଜୁରୀପ୍ରାପ୍ତ ୩୦୯ ପଦବୀ ମଧ୍ୟରୁ ୧୬୦ଟି ପଦବୀ ଖାଲି ପଡିଛି । ଗତ ୧୦ବର୍ଷ ମଧ୍ୟରେ ସରକାର ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୧୧୫ଟି...

ଅଧାବାଟରେ ଡିଜିଟାଲ କାରବାର

0

ଭୁବନେଶ୍ୱର : ରାଜ୍ୟର ଦୁଇ ଜିଲ୍ଲା କଟକ ଓ ବଲାଙ୍ଗିରରେ ଶତ ପ୍ରତିଶତ ଡିଜିଟାଲ କାରବାର ପାଇଁ ପ୍ରାୟ ଦେଢବର୍ଷ ତଳେ ନିଷ୍ପତ୍ତି ହୋଇଥିବାବେଳେ ତାହା ଏକ ପ୍ରକାର ଅଧାବାଟରେ ଅଟକିଛି । ଏହି ଦୁଇ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ନେଟ୍‍ ବ୍ୟାଙ୍କିଙ୍ଗ୍‍ କାରବାର ପାଇଁ ବି ସେଭଳି ଆଗ୍ରହ ନାହିଁ । କଟକ ଭଳି ସହରରେ ନେଟ୍‍ ବ୍ୟାଙ୍କିଙ୍ଗ୍‍ ବ୍ୟବହାର କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୪୨.୬୦ ପ୍ରତିଶତ ରହିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ଏହା ୨୦ ପ୍ରତିଶତରୁ କମ୍‍ ରହିଛି । ଏଭଳି ସ୍ଥିତିରେ...

Power Infra Improves In Western Odisha

Bhawanipatna: Asit Tripathy, Principal Advisor to CM and Chairman WODC has said that the State Government has taken massive steps for strengthening the power infrastructure in 11 districts covered under the Western Odisha Development Council (WODC). Mr.Tripathy is touring the Western Odisha districts, which are going to witness power infrastructure boost. Districts like Bargarh, Bolangir, Boudh, Deogarh, Jharsuguda, Kalahandi, Nuapada,...

କୋଭିଡ୍‌ କଟକଣାରେ ପାଳିତ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ ମାର୍ଗଦର୍ଶିକାର ସଠିକ୍‌ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ...

I Day Celeb With COVID Norms

0

Bhubaneswar: Like last year, the 75th Independence Day will be celebrated here at Unit-III Exhibition Ground with adherence to Covid-19 guidelines. Information and Public Relation, Principal Secretary Bishnupada Sethi on Monday took stock of the preparedness made by the Department, in this regard.   Chief Minister Naveen Patnaik will be the chief guest at the State-Level I-Day celebration and unfurl the...

Steel Prodction Zooms In State

0

New Delhi: The steel production in Odisha has witnessed a continued growth in the past four years. The State Government is moving forward making the State the steel hub of the country by raising the steel production to 100 MTPA by 2030.  Odisha has produced 1,69,68,000 tonnes of crude steel in the year 2017-18, which was increased to 1,92,99,000 tonne...

ଜନସେବା କେନ୍ଦ୍ରରେ ଦେଇ ହେବ ବିଜୁଳି ବିଲ୍‍

ଭୁବନେଶ୍ୱର : ବିଜୁଳି ଗ୍ରାହକମାନେ ଏବେ ନିଜ ଘର ପାଖରେ ଥିବା ଜନ ସେବା କେନ୍ଦ୍ର (ସିଏସ୍‍ସି) ରେ ବିଜୁଳି ବିଲ୍‍ ପଇଠ କରିପାରିବେ । ଏଥିପାଇଁ ଟିପିସିଓଡିଲ୍‍ ପକ୍ଷରୁ ଜନ ସେବା କେନ୍ଦ୍ର (ସିଏସ୍‌ସି) କିମ୍ବା ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ)ଙ୍କ ଜରିଆରେ ବିଦ୍ୟୁତ ବିଲ୍ ଗ୍ରହଣ କରିବା ଲାଗି ସିଏସ୍‌ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ସହିତ ସହଯୋଗ ସ୍ଥାପନ କରିଛି । ଗ୍ରାହକମାନଙ୍କ ନିକଟରେ ସୁବିଧାରେ ବିଭିନ୍ନ ସେବା ପହଂଚାଇବା ଲାଗି ଟିପିସିଓଡିଏଲ୍ ସର୍ବଦା ପ୍ରତିବଦ୍ଧ । ଏକ ଗ୍ରାହକ...

ବେକାରୀ ଯୁବକଙ୍କୁ ସଂଗଠିତ କରିବ ସେବାଦଳ

ଭୁବନେଶ୍ୱର : ବିଜେଡ଼ି ବିଜେପି ଶାସନରେ ଲକ୍ଷଲକ୍ଷ ବେକାରୀ ଯୁବକ, ରାଜ୍ୟରେ ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ ସଂଗଠିତ କରି ସରକାର, ଚାକିରୀ ଦିଅନ୍ତୁ ନହେଲେ ବେକାରୀ ଭତାର ବ୍ୟବସ୍ଥା କରନ୍ତୁ ବୋଲି ଏକ ଆନ୍ଦୋଳନ ଗ୍ରାମାଞ୍ଚଳରୁ ସେବାଦଳ ଆରମ୍ଭ କରିବ ବୋଲି ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି । ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ...

ଶିକ୍ଷା ଗବେଷଣା ପାଇଁ ୫ ବର୍ଷରେ ୫୦ ହଜାର କୋଟି

0

ନୂଆଦିଲ୍ଲୀ : ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗବେଷଣା...