ବଢିପାରେ ଲକଡାଉନ୍‍ ଅବଧି

0

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍‍ର ଅବଧି ଆସନ୍ତା ୧୯ତାରିଖରେ ସରିବାକୁ ଯାଉଥିବାବେଳେ ଏହାର ସମୟସୀମା ପୁଣି ବଢାଯାଇପାରେ ବୋଲି ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଛି । ରାଜଧାନୀ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ଯେଭଳି ଉଦ୍‍ବେଗଜନକ ରହିଛି ତାହାକୁ ରୋକିବାପାଇଁ କଠୋର କଟକଣା ସହ ଲକଡାଉନ୍‍ର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତବ୍ୟକ୍ତ କରୁଥିବାବେଳେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭରକରେ । ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସାରା ଦେଶରେ...

ସବୁଦିନେ ଖୋଲା ରହିବ କଣ୍ଟ୍ରୋଲ ଦୋକାନ

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ କଣ୍ଟ୍ରୋଲ ଦୋକାନ ଖୋଲା ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀ ସମୟରେ ଲକଡାଉନ୍‍ ଯୋଗୁଁ କଣ୍ଟ୍ରୋଲ ଦୋକାନ ବନ୍ଦ ହେବା ଆଶଙ୍କା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ମମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଛି । ତଦୁନଯାୟୀ କଣ୍ଟ୍ରୋଲ ଦୋକାନ ଖୋଲା ରଖିବା ଏବଂ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା- ପିଏମଜିକେଏୱାଇ-୩ ତଥା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ- ଏନଏଫଏସଏ...

କରୋନାକୁ ହରାଇଦେଲେ ୯୦ ବର୍ଷୀୟା ବୃଦ୍ଧା

0

ଭୁବନେଶ୍ୱର : ହାରିବ କରୋନା, ଜିତିବ ମଣିଷ। ଏ  କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ । ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ  । ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ...

ଗ୍ରାମାଞ୍ଚଳରେ ସଂଗରୋଧ ବ୍ୟବସ୍ଥା କର

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ କାରଣରୁ ଅନ୍ୟ ରାଜ୍ୟମାନଙ୍କରେ ଲକ୍‌ଡାଉନ କଟକଣା ଜାରୀ ରହିଥିବାରୁ ସେହିସବୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ପୁଣି ଥରେ ଓଡିଶା ଫେରିଲେଣି । ଗତ ଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ରାଜ୍ୟ ସରକାର ସେଥିରୁ କିଛି ଶିଖିପାରିଲେ ନାହିଁ । ଏବେ ଓଡିଆ ପ୍ରବାସୀ ଓଡିଶା ଫେରିବା ପରେ ତାଙ୍କର ନା ଟେଷ୍ଟିଂ ହେଉଛି ନା ସେମାନଙ୍କୁ ସଂଗରୋଧରେ...

ଥମିବାର ନାଁ ନେଉନି କରୋନା

0

ଭୁବନେଶ୍ୱର: ସଟ୍‍ଡାଉନ ଓ ଲକ୍‍ଡାଉନର ଅବଧି ପୂରିବାକୁ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଥମିବାର ନାଁ ଧରୁନି । ଏଥିରେ ଭୁବନେଶ୍ୱରର ବଡ଼ ଯୋଗଦାନ ରହୁଛି । ୨ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୧୭୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ବିଏମ୍‍ସି ଅଞ୍ଚଳରୁ ୧୧୧୮ ଜଣ ରହିଛନ୍ତି । ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ବିଶେଷକରି ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ରାୟଗଡ଼ା ଆଦିରେ କରୋନା ପ୍ରକୋପ କମିଥିବା ବେଳେ ଖୋର୍ଦ୍ଧା କିନ୍ତୁ ଲଗାତର ଭାବେ ପ୍ରଥମ...

କୋଭିଡ ପରୀକ୍ଷାର ଦର ବୃଦ୍ଧି

0

ଭୁବନେଶ୍ୱର : କରୋନା ନମୂନା ପରୀକ୍ଷାପାଇଁ ସରକାର ଦରଧାର୍ଯ୍ୟ କରିଥିବାବେଳେ ଏହାକୁ କିନ୍ତୁ ଅଧିକାଂଶ ସ୍ଥାନରେ ଘରୋଇ ପରୀକ୍ଷାଗାରଗୁଡିକ ମାନୁ ନାହାନ୍ତି । ଲୋକଙ୍କ ବିକଳିଆ ଅବସ୍ଥା ଦେଖି ପରୀକ୍ଷା ଦରବୃଦ୍ଧି ସହିତ ଘରୁ ନମୂନା ସଂଗ୍ରହ ନାଁରେ ଲୋକଙ୍କୁ ଏକ ପ୍ରକାର ଲୁଟୁଛନ୍ତି । କରୋନାର ଭୟାବହତାକୁ ଦେଖି ଯାହାକୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଉଛି ସିଏ ଏବେ ନିଜର ପରୀକ୍ଷା ପାଇଁ ଧାଉଁଛି । ତେବେ ସରକାରୀ ଡାକ୍ତରଖାନାର ପରୀକ୍ଷା କେନ୍ଦ୍ରରେ ଲୋକ ଭିଡ ଦେଖି ସଂକ୍ରମଣ ଭୟରେ ଲୋକେ...

ନିର୍ବାଚନ ସ୍ଥଗିତ ପରେ ପ୍ରାର୍ଥୀ ନାକେଦମ

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ପିପିଲି ବିଧାନସଭା ଉପନିର୍ବାଚନ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ଥିବାବେଳେ ନିର୍ବାଚନମଣ୍ଡଳୀରେ କର୍ମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଅଭିଯାନ ଅବ୍ୟାହତ ରଖିବାଲାଗି ପ୍ରାର୍ଥୀମାନଙ୍କୁ ନାକେଦମ ହେବାକୁ ପଡୁଛି । ଏଥିଲାଗି ଆର୍ଥିକ ଚାପା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ନେତାମାନେ କର୍ମୀଙ୍କୁ ଲୁଚିବା ଆରମ୍ଭ କଲେଣି । ଏଠାରେ ଉଲ୍ଲେଖନୀୟ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିଲା । ତେବେ ଭୋଟଗ୍ରହଣର ଦୁଇଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ...

Wakeup Call For Netas

0

Bhubaneswar: There should be no doubt that Odisha is passing through a challenging time, and nobody exactly knows how long the scourge will continue. Despite weekly shutdown and two-week-long lockdown, the number of COVID-19 cases is on the rise. The report of the last week shows that one in every five samples tested is positive. In certain districts like...

Expert Team For Third Wave

0

Bhubaneswar: With experts anticipating  that a third wave of the COVID-19 pandemic may affect youngsters, especially children, the Odisha Government has formed a high-powered advisory committee to be headed by eminent Public Health Expert, K Srinath Reddy, Chief Secretary S C Mahapatra said. Dr Reddy is President of the Public Health Foundation of India (PHFI) and former head of the...

Global Tender For Vax Floated

0

Bhubaneswar: In a bid to inoculate the State's entire population, the Odisha Government has floated a global tender through an electronic platform to procure 3.8 crore doses of COVID vaccines, said ACS Health & Family Welfare, Pradipta Kumar Mohapatra. Accordingly, the Odisha State Medical Corporation Ltd (OSMCL) invited bids from the world's leading vaccine manufacturers, he said. The OSMCL's tender notice...