Nod For Power Infra
Bhubaneswar:To ensure quality power supply in many rural and urban pockets of Odisha, the State Cabinet on Friday approved power infrastructure projects worth Rs 1796.73 crore. The Cabinet has decided to execute Phase-IV of the Odisha Distribution System Strengthening Project (ODSSP), which was launched during the year 2013-14 in terms of installing 473 number of 33/11 KV primary substations and...
ସ୍ୱାଧୀନତା ସଂଗ୍ରାମରେ ଓଡିଶା ଓ ମହାରାଷ୍ଟ୍ରର ଅବଦାନ
ଭୁବନେଶ୍ୱର : ଭାରତର ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ଏହି ମତ ପ୍ରକାଶ ପାଇଛି । ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ଓଡିଶା ମୁଖ୍ୟତଃ ପାଞ୍ଚଟି ପର୍ଯ୍ୟାୟରେ ଗତି କରିଥିଲା ବୋଲି...
ଶିଶୁ ଶୋଷଣର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଲୋଡ଼ା
ଭୁବନେଶ୍ୱର : ଶିଶୁଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଏକ ସ୍ପର୍ଶକାତର ଏବଂ ଜଘନ୍ୟ ଅପରାଧ। ଏହା ଆମର ସାମାଜିକ ବାତାବରଣକୁ କଳୁଷିତ କରୁଛି। ଗଣମାଧ୍ୟମ, ଅଦାଲତ, ପୁଲିସ ପ୍ରଶାସନ ଓ ନାଗରିକ ସମାଜର ମିଳିତ ସହଯୋଗରେ ଏହାର ମୂଳୋତ୍ପାଟନ ସମ୍ଭବ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ମତପ୍ରକାଶ ପାଇଛି। ପିପୁଲ୍ସ କଲଚରାଲ ସେଣ୍ଟର(ପିକକ) ପକ୍ଷରୁ ଆୟୋଜିତ ଶିଶୁ ଯୌନ ନିର୍ଯାତନା ଓ ଶୋଷଣର ନିରାକରଣ ସମ୍ବନ୍ଧୀୟ ଗଣମାଧ୍ୟମ କର୍ମଶାଳାରେ ଯୋଗଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ...
ସୋଆର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକଟିକଟ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି । ୫ ଟଙ୍କା ମୂଲ୍ୟର ଏହି ଡାକ ଟିକଟରେ ଉଭୟ ସୋଆର ଲୋଗୋ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ଚିତ୍ର ରହିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ସୋଆ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ନିକଟରେ ୨୫ ବର୍ଷ ପୂର୍ଣ୍ଣ କରିଛି...
State Reserves 12 Seats For SC ST
Bhubaneswar: Following Orissa High Court’s order, the State Government has revised its seat reservation list for the post of Zilla Parishad chairperson in all 30 districts for the upcoming three tier Panchayat elections. The Government has reserved 12 seats for SC and ST categories. As many as 7 seats are reserved for Scheduled Tribe candidates while five seats are reserved...
ବଡଦିନ, ନୂଆବର୍ଷ ପାଇଁ କଟକଣା
ଭୁବନେଶ୍ୱର: କରୋନା ଜୀବାଣୁର ଚାରିଟି ଓମିକ୍ରନ୍ ପ୍ରଜାତି ଚିହ୍ନଟ ହେବା ପରେ ବଡଦିନ ଏବଂ ନୂଆ ବର୍ଷ ପାଳନ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାର ଧାର୍ମିକ ପର୍ବ ପର୍ବପର୍ବାଣୀ ଏବଂ କୋଭିଡ -୧୯ କଟକଣା ପାଇଁ ପୂର୍ବରୁ ଡିସେମ୍ବର ୧ ୨୦୨୧ ରୁ ଜାନୁୟାରୀ ୧, ୨୦୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । କିଛି...
Quota Politics Hots Up
Bhubaneswar: Following the instruction of Orissa High Court to State Government about non reservation of any seat for OBC category, political atmosphere in the State turns hot as Panchayat and Urban polls are nearing. Governing Biju Janata Dal (BJD) and BJP, which is ruling at the Centre, have indulged into a political war. Top leaders of the two parties—Union Minister...
State Imposes Covid Restrictions
Bhubaneswar: With the detection of four Omicron variant of Corona virus, the State Government has imposed restrictions on celebration of Christmas and New Year, 2022. Additional Chief Secretary Disaster Management & Special Relief Commissioner (SRC) Pradeep Kumar Jena has issued an order on Friday. The State Government has earlier imposed restrictions on religious festivals, festivities and functions for containment of...
Aid For Newspaper Hawkers
Bhubaneswar: Chief Minister Naveen Patnaik on Thursday announced a financial aid of Rs 6,000 for every newspaper hawker to help them tide over the COVID-19 crisis. The Chief Minister also said that they would be given financial cover for accidents. In case of death due to accident, the government will pay Rs 2 lakh as compensation to the family. Principal Secretary...
ଅବକାରୀ ବିଭାଗରେ ମାଳ ମାଳ ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରୁ ନିଶା କାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ଅଭିଯାନ ଆରମ୍ଭ କରିଥିବାବେଳେ କର୍ମଚାରୀ ଅଭାବ ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି । ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ମାଳ ମାଳ ପଦବୀ ଖାଲି ପଡିଥିବାରୁ ନିଶା ମାଫିଆଙ୍କୁ ଏହା ସୁହାଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅବକାରୀ ନିର୍ଦ୍ଦେଶାଳୟରେ ୫୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୩୦ଟି ଖାଲି ପଡିଛି । ଅତିରିକ୍ତ ଅବକାରୀ କମିଶନର ଓ ଯୁଗ୍ମ ଅବକାରୀ କମିଶନର ପାହ୍ୟାରେ ଥିବା ସମସ୍ତ...










