ଖଣି ରାଜସ୍ୱ ୮ ମାସରେ ଦୁଇଗୁଣ

0

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯେତେ ପରିମାଣର ଖଣିଜ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ ପ୍ରଥମ ୮ ମାସ ଭିତରେ ତାହା ଧାର୍ଯ୍ୟ ଲକ୍ଷ୍ୟ ଟପି ଦୁଇଗୁଣରୁ ଅଧିକ ହୋଇଛି । କୋଭିଡ ଯୋଗୁଁ ଗୋଟିଏ ପଟେ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଅନ୍ୟପଟେ ଉନ୍ନୟନ, ନିଯୁକ୍ତି ଓ ଅନ୍ୟାନ୍ୟ ସେବା ପାଇଁ ରାଜ୍ୟ ସରକାର ପ୍ରଚୁର ଅର୍ଥ ଆବଶ୍ୟକ କରୁଥିବା ସ୍ଥଳେ ଖଣିଜ ରାଜସ୍ୱ ପରିସ୍ଥିତି ମୁକାବିଲା ପାଇଁ ସାହାରା ଦେଉଛି । ୨୦୨୧-୨୨ ଆର୍ଥିକ...

ରେଡିଓ ‘ସମ୍ପର୍କ’ ହେବ ସମ୍ପର୍କର ସେତୁ

0

କଟକ : ରେଡିଓ ‘ସମ୍ପର୍କ’ ହେବ ସମ୍ପର୍କର ସେତୁ । ଗାଁ ଲୋକଙ୍କ କଥା କହିବ ରେଡିଓ ‘ସମ୍ପର୍କ’ । ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ବିକାଶର ମାଧ୍ୟମ ସାଜିବ । ଲୋକେ ରେଡିଓକୁ ନିଜର ସାଥି କରିବା ଆବଶ୍ୟକ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଆଜି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ମୁରାଦାବାଦ ଠାରେ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ ଦ୍ୱାରା ପ୍ରତିଷ୍ଠା ହୋଇଥିବା ୨୦ ତମ ଗୋଷ୍ଠିଭିତ୍ତିକ ରେଡିଓ ଷ୍ଟେସନକୁ ଉଦ୍‍ଘାଟନ ଅବସରକରେ ଏହି ମତପ୍ରକାଶ ପାଇଛି...

ଓମିକ୍ରନ ବିପଦ ନେଇ ବୈଜ୍ଞାନିକଙ୍କ ସତର୍କ ବାଣୀ

0

ଭୁବନେଶ୍ୱର : ମାସକ ଭିତରେ କରୋନା ଓମିକ୍ରନ ପ୍ରଜାତି ଭାଇରସ ପ୍ରାୟ ୧୦୦ ରାଷ୍ଟ୍ରରେ ପହଞ୍ଚି ସାରିଲାଣି । ଏହି ଭାଇରସର ସଂକ୍ରମଣ ହାର ଦ୍ରୁତ ରହୁଥିବାରୁ ସାଧାରଣ ଲୋକେ ଓ ସରକାର ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ଉପରେ ଗୁୁରୁତ୍ୱାରୋପ କରିବାକୁ ଏ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚତର ଗବେଷଣା କରୁଥିବା ଓଡ଼ିଆ ଯୁବ ବୈଜ୍ଞାନିକ ଡଃ ସ୍ୱୟଂ ପ୍ରକାଶ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଗତ ନଭେମ୍ବର ୨୪ ତାରିଖରେ କରୋନାର ନୂଆ ପ୍ରଜାତି ଓମିକ୍ରନ...

Vaccine Prep For 15-18 Years

0

Bhubaneswar: The State Government has initiated preparation for administering COVID-19 vaccine to the children belonging to the age group of 15-18 years. State Director Health Services, Bijay Mohapatra today said, “We have sought district-wise details of children in the 15-18 age group. We have sufficient manpower to conduct the vaccination drive. If required, more manpower will be roped in.” “Apart from...

Target For 10% Poverty Reduction

0

Bhubaneswar: Chief Minister Naveen Patnaik on Sunday announced that poverty rate in the State will be reduced to below ten per cent in next five years. “The poverty in Odisha has been reduced from 63% to 29% and 80 lakhs people have crossed the poverty line in the last 21 years. Odisha is at the forefront of poverty reduction across...

Sri Sri Akradyuti New Acharyadev

0

Deoghar: The President of  Satsang in the presence of the officials ,workers, SPR'S of Satsang declared that Sri Sri  Akradyuti Chakravorty as Acharyadev Satsang. This was announced in the premises of Satsang Ashram Deoghar. One of the most powerful and influential religious leader and Chief of Satsang order -Pradhan Acharya of Satsang - Asoke Ranjan Chakravarty, popularly known to innumerable devotees...

ପାଞ୍ଚ ବର୍ଷରେ ଗରିବୀ ୧୦ ପ୍ରତିଶତକୁ ହ୍ରାସ କରିବୁ

0

ଭୁବନେଶ୍ୱର : ରାଜ୍ୟରେ ଏବେ ୨୯% ଅଛନ୍ତି । ରାଜ୍ୟରେ ୮୦ଲକ୍ଷ ଲୋକ ଗରିବୀ ସୀମାରେଖା ଉପରକୁ ଉଠିଛନ୍ତି । ଆଗାମୀ ୫ବର୍ଷରେ ରାଜ୍ୟର ଗରିବୀ ୧୦ ପ୍ରତିଶତକୁ ହ୍ରାସ କରାଯିବ । ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି ।...

Time For BJP To Act

0

Bhubaneswar: Despite the ruling Biju Janata Dal’s reputation being besmirched by a slew of cases of atrocities against women and children, can the state’s main opposition party, the Bharatiya Janata Party (BJP), better its performance in the ensuing three-tier panchayat elections? The issue is being hotly debated in the political circles across the state as this is for the...

କଟକ ଜିଲ୍ଲାରେ ପୁଷ୍ଟି ହୀନ ଶିଶୁଙ୍କ ସଂଖ୍ୟା ବଢୁଛି

0

ଭୁବନେଶ୍ୱର : ପୁଷ୍ଟିହୀନତା ଦୂର ପାଇଁ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା ସତ୍ୱେ ସାକ୍ଷରତା କ୍ଷେତ୍ରରେ ଆଗରେ ଥିବା କଟକ ଜିଲ୍ଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଦ୍ୟ ସମାପ୍ତ ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହି ଜିଲ୍ଲାରେ ୧୪.୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର ଥିବା ଦର୍ଶାଯାଇଥିବାବେଳେ ପାଞ୍ଚବର୍ଷ ପୂର୍ବେ ଏହି ହାର ୯.୧ ପ୍ରତିଶତ ଥିଲା । ୨୦୨୧-୨୨ ରେ ପ୍ରକାଶିତ ଜାତୀୟ ପରିବାର ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କଟକ ଜିଲ୍ଲାରେ ମୋଟ୍‍ ଶିଶୁଙ୍କ ମଧ୍ୟରୁ...

ପଛୁଆବର୍ଗଙ୍କୁ ଚାକିରିରେ ସଂରକ୍ଷଣ ବିବାଦ

0

ଭୁବନେଶ୍ୱର : ପୌର ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ସରକାର ପ୍ରତ୍ୟାହାର କରିନେବା ପରେ ଏବେ ଏହି ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ଥିବା ସଂରକ୍ଷଣ କାଏମ ରହିବ ନା ପ୍ରତ୍ୟାହୃତ ହେବ ସେଥିଘେନି ଚର୍ଚ୍ଚା ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କ ଲାଗି ବିଭିନ୍ନ ସରକାରୀ ଚାକିରିରେ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟା ପର୍ଯ୍ୟନ୍ତ ସଂରକ୍ଷଣ ରହିଛି । ଏଥିରେ ଅନୁସୂଚୀତ...