ନିର୍ମାଣ କାର୍ଯ୍ୟରେ ଅନ୍ୟ ରାଜ୍ୟ ଶ୍ରମିକଙ୍କ ଭିଡ

0

ଭୁବନେଶ୍ୱର : ରାଜ୍ୟରେ ହେଉଥିବା ଅଧିକାଂଶ ନିର୍ମାଣ କାର୍ଯ୍ୟରେ ଏବେ ରାଜ୍ୟ ବାହାରର ଶ୍ରମିକଙ୍କ ଭିଡ । ସରକାରୀ ହିସାବରେ ଏବେ ବାହାର ରାଜ୍ୟର ପ୍ରାୟ ୩୦ ହଜାର ଶ୍ରମିକ ଓଡିଶାରେ କାର୍ଯ୍ୟ କରୁଥିବାବେଳେ ଏମାନଙ୍କ ସଂଖ୍ୟା ଢେର ଅଧିକ ଓ ଅଧିକାଂଶ ନିର୍ମାଣ କାର୍ଯ୍ୟରେ ନିୟୋଜିତ । ସରକାରୀ ସୂଚନା ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଅନ୍ୟ ରାଜ୍ୟର ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ସର୍ବାଧିକ ୭୬୪୮ ଶ୍ରମିକ ଢେଙ୍କାନାଳ ଜିଲ୍ଲାରେ କାମ କରୁଥିବାବେଳେ ଏମାନେ ସାଧାରଣତଃ ଇସ୍ପାତ, ଝୋଟ,...

ସାତ କେନ୍ଦ୍ର ମନ୍ତ୍ରୀଙ୍କ ଓଡିଶା ଗସ୍ତ

0

ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ର ମନ୍ତ୍ରୀମାନଙ୍କ ଧାଡି ଲାଗିଛି । ଆଜି ଠାରୁ ସାତ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହୋଇଥିବାବେଳେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ଏ ନେଇ ବିଜେପିର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ସିଂହ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଶ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର, ଶ୍ରୀ ନିତ୍ୟାନନ୍ଦ ରାୟ କଟକ, ଶ୍ରୀ ଅଶ୍ୱନୀ ଚୈାବେ...

ସମ୍ମମ୍‌ରେ ଓଡ଼ିଶାର ପ୍ରଥମ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍

0

ଭୁବନେଶ୍ୱର : ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍‌ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍ ବିଭାଗର ରୋଗୀମାନଙ୍କ ସମେତ ଅସ୍ତ୍ରୋପଚାରର ପରବର୍ତୀ ଉତମମାନର ଚିକିତ୍ସା ଓ ଯତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ୟୁନିଟ୍‌କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟିତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍...

Odisha Hosts U-17 WWCF

0

Bhubaneswar: Odisha is going to host FIFA Under-17 Women’s World Cup for football. The Kalinga Stadium, the Centre of Excellence in Sports will host three India pool matches on 11, 14 and 17 October of the current year. Chief Secretary Suresh Chandra Mahapatra directed the officials to complete assigned preparatory works by end of September. The progress of the works...

SUMUM Opens Rehab center

0

Bhubaneswar: Odisha’s first inpatient Rehabilitation Unit was inaugurated at SUM Ultimate Medicare here on the occasion of the World Physiotherapy Day on Thursday. The advanced inpatient rehabilitation unit offers the highest quality care to patients requiring neurological and orthopedic rehabilitation and also post-operative and palliative care. The unit was inaugurated by Dr. Swetapadma Dash, Chief Executive Officer.  Chief of Medical Services,...

Signal For Airport Wall

0

Bhubaneswar: Work for construction of boundary wall of the proposed international airport at Puri will start on September 20 and likely to be completed in next four months. This decision was taken at a high-level meeting held under the chairmanship of Principal Advisor to Chief Minister Asit Tripathy here on Friday. Reviewing the present status of the proposed airport with all...

୧୫ ସୁଦ୍ଧା ପୁରୀ ବିମାନ ବନ୍ଦର ଜମି ହସ୍ତାନ୍ତର

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ପୁରୀଠାରେ ପ୍ରସ୍ତାବିତ ବିମାନ ବନ୍ଦରର ଜମି ଅଧିଗ୍ରହଣ, ପ୍ରାଚୀର ନିର୍ମାଣ, ଯୋଗାଯୋଗ କରିଡ଼ର ଆଦି କାର୍ଯ୍ୟର ସମୀକ୍ଷା କରାଯାଇଛି । ଏଥିରେ ପ୍ରଥମ ଦଫାରେ ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଆସନ୍ତା ସେପେଫମ୍ବର ୧୫ ତାରିଖ ସୁଦ୍ଧା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଆବଶ୍ୟକ ଥିବା ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ...

ପୁରସ୍କାର ପାଇଁ ସୁପାରିଶ କରିପାରିବ ପୋଲିସ

0

କଟକ: ଉତ୍ତମ ସମାରିଟାନ ନୀତି ଅନୁଯାୟୀ ନଗଦ ପୁରସ୍କାର ପାଇଁ ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାରକାରୀଙ୍କୁ ପୋଲିସ ଚିଠି ଅନୁମୋଦନ କରିପାରିବ। ଆଜି ପର୍ଯ୍ୟନ୍ତ କେବଳ ଡାକ୍ତରମାନେ ଏହିପରି ଚିଠି ପ୍ରଦାନ କରିବାକୁ ଅନୁମତି ପାଇଥିଲେ। ସଡ଼କ ଦୁର୍ଘଟଣାର ପ୍ରଥମ ଘଣ୍ଟାରେ ‘ସୁବର୍ଣ୍ଣ ଘଣ୍ଟା’ କୁହାଯାଉଥିବା ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ବଞ୍ଚାଇବା ତଥା ସାହାଯ୍ୟ କରିବା ପାଇଁ ରାଜ୍ୟରେ ଉତ୍ତମ ସମାରିଟାନ  ନୀତି -2018 ପ୍ରବର୍ତ୍ତନ କରାଯାଇଥିଲା। ଯଦି ପୀଡିତା ସୁବର୍ଣ୍ଣ ଘଣ୍ଟା ମଧ୍ୟରେ ସହାୟତା ପାଆନ୍ତି, ତେବେ ସଡ଼କ ଦୁର୍ଘଟଣାର...

କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

0

ଭୁବନେଶ୍ୱର : କଟକର ପ୍ରସିଦ୍ଧ ବାଲିଯାତ୍ରାକୁ  ରାଜ୍ୟସ୍ତରୀୟ ଉତ୍ସବଭାବେ  ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ  ପ୍ରସ୍ତୁତିସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଥିଲା ।  ଅନୁଷ୍ଠିତ  ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା  ସମ୍ବନ୍ଧିତ ବିଷୟ  ଆଲୋଚନା ନିମନ୍ତେ  ଉପସ୍ଥାପନ  କରିଥିଲେ । ଚଳିତ ବର୍ଷ...

Whilelist For Loan App

0

New Delhi: Union Government has decided to go for a “Whitelist” and RBI will prepare a “Whitelist” of all the legal Apps and MeitY will ensure that only these “Whitelist” Apps are hosted on App Stores. Union Minister for Finance & Corporate Affairs Nirmala Sitharaman chaired a meeting yesterday to discuss the various issues related to “Illegal Loan Apps” outside...