Tripathy Visits Sundargarh
Sundargarh: Western Odisha Development Council (WODC) Chairman and Principal Advisor to Chief Minister, Asit Tripathy, who is making intense field visits to various western districts, visited Sundergarh district on Thursday. He visited the Heavy Motor Vehicle Driving Training Center at Jhirdapali in Sundargarh district, which is in completion stage. National Buildings Construction Corporation (NBCC) is executing the project with an...
Odisha Covers 50% JJM
Bhubaneswar: Over half of the households in Odisha have been provided with tap water connections under different schemes including the Jal Jeevan Mission (JJM). This was revealed during a review by Principal Secretary Panchayati Raj & Drinking Water Department, Ashok Kumar Meena on the progress of the programme here on Wednesday. According to official sources, out of 88,57,396 households, piped water connection...
Padhee Gets Agriculture
Bhubaneswar: While the State Government has effected a bureaucratic reshuffle in the state, putting right man at the right place was visibly clear with appointment of 1996 Batch IAS Arabinda Kumar Padhee as the Principal Secretary, Agriculture & Farmers’ Empowerment. Dr.Padhee will also hold the additional charge of Principal Secretary, Department of Fisheries & Animal Resources Development. Eminently suitable for the...
ଅଧାରୁ ଅଧିକ ପରିବାରକୁ ପାଇପ୍ ଜଳ
ଭୁବନେଶ୍ୱର : ଜଳ ଜୀବନ ମିଶନ ସହିତ ଅନ୍ୟାନ୍ୟ ଜଳଯୋଗାଣ ଯୋଜନାରେ ରାଜ୍ୟର ଅଧାରୁ ଅଧିକ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହୋଇସାରିଲାଣି । ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଜଳ ଜୀବନ ମିଶନ ଯୋଜନାର କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୮୮,୫୭,୩୯୬ ପରିମାର ମଧ୍ୟରୁ ୪୪,୪୧,୦୬୬ ପରିବାରକୁ ପାନୀୟଜଳ ପାଇପ୍ ସଂଯୋଗ ହୋଇଛି ଯାହାକି ମୋଟ ପରିମାରର ୫୦.୧୪ ପ୍ରତିଶତ । ଦେଶର ଅନ୍ୟାନ୍ୟ...
ଯନ୍ତ୍ରୀଙ୍କ ପାଇଁ ଜମି ଶୁଖିଲା
ଭୁବନେଶ୍ୱର : ଧାରା ଶ୍ରାବଣରେ କମ୍ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ଚାଷ ବ୍ୟାହତ ହେଉଥିବାବେଳେ ଆଉ କିଛି ସ୍ଥାନରେ ଜଳସମ୍ପଦ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଚାଷୀମାନେ ପାଣି ପାଉନଥିବାରୁ ଜଳକର ଦେବେନାହିଁ ବୋଲି ଚେତାବନୀ ଦେଲେଣି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରୁ । ଏହି ବ୍ଲକର ବୁଆଲି, ମାଛପଡା ଓ ଡେଲାଙ୍ଗ ମାଇନର କେନାଲରେ ପାଣି ଆସିପାରୁ ନାହିଁ ।...
ରାଷ୍ଟ୍ରପତିଙ୍କୁ ଭେଟିଲେ ବିଧାୟକ ଦଳ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ...
ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କଲା ସୋଆ
ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ...
ରାମସାର ତାଲିକାରେ ସାତକୋଶିଆ
ନୂଆଦିଲ୍ଲୀ : ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି...
Mantra For MUKTA Aides
Bhubaneswar: Usha Devi, Minister Housing & Urban Development has said that Mukhyamantri Karma Tatpara Abhiyan(MUKTA) is an Urban Wage Employment Program introduced in a mid of COVID pandemic for Providing a socio economic safety net by rapid mass employment opportunities for the migrant/informal workers . She said while inaugurating a day long State level orientation of Mukta professionals. She said that...
IREDA On Health Care
New Delhi: Indian Renewable Energy Development Agency Ltd. (IREDA) organised a preventive health check-up for its employees, under the aegis of "Azadi Ka Amrit Mahotsav". The health check-up was organised today at IREDA’s Registered and Corporate OfficeAs part of the preventive health check-up, various tests were conducted, including screening for Liver, Kidney, Blood Sugar level, Thyroid function, Blood Pressure, Vitamin...










