Panchayat Poll Postponement Demanded

0

Bhubaneswar: The Odisha Unit of Samajwadi Party (SP) has requested Chief Minister Naveen Patnaik to postpone the Panchayat polls in State for a period of six months to provide reservation to OBC people in the PRIs. Rabi Behera, State President of Samajwadi Party has written a letter to the Chief Minister in this regard. He also requested the CM to...

କରୋନାରୁ ସୁସ୍ଥ ହେଲେ ୯୬ ବର୍ଷୀୟ ବୃଦ୍ଧ

0

ଭୁବନେଶ୍ୱର : କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଆସ୍ୱସ୍ତିକର ଖବର । କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଡୁମ୍‌ଡୁମା ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତି ହୋଇଥିଲେ । ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ତାଙ୍କୁ ଜ୍ୱର,...

SoP For Primary Schools

0

Bhubaneswar: Following the announcement on reopening of schools for Class I to V students, the School and Mass Education Department Principal Secretary Satyabrata Sahu has issued a detailed SOP to be followed by primary schools, teachers and students.     As per the SOP, online/distance learning shall continue to be the preferred mode of teaching and shall be encouraged. Online and...

Physical Teaching For I-V From 3 Jan

0

Bhubaneswar: After reopening schools for Class VI to XII students, the State Government has decided to resume physical teaching for the students of Class I to V from January 3, 2022. Since the outbreak of Covid-19 in the State in March 2020, schools have remained closed for the primary class students. Only online teaching and classes through TV and Radio...

2Cr Plus Got Jabs

0

 Bhubaneswar; Achieving another milestone in vaccination program, the State has administered both doses of Covid-19 vaccines to more than two crore people. “Odisha has achieved yet another significant milestone in the fight against Covid-19 as more than 2 crore people have received the second dose of vaccine,” Chief Minister Naveen Patnaik said in a tweet here on Tuesday. “Commend the hard...

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

0

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁଆରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମିଟିଭ୍‌-୧ ପରୀକ୍ଷା ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକୁ ଜାନୁଆରୀ ୧୦ ତାରିଖଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ...

ମୋ ସରକାର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

0

ଭୁବନେଶ୍ୱର : କେବଳ ଜନସାଧାରଣଙ୍କ ସନ୍ତୋଷ  ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ...

ସଂରକ୍ଷଣ ପାଇଁ ରିଭ୍ୟୁ ପିଟିସନ ଦାଖଲ କର

0
Rabi Behera

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାପାଇଁ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ସମାଜବାଦୀ ପାର୍ଟି ଅନୁରୋଧ କରିଛି । ଦଳ ପକ୍ଷରୁ ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖାଯାଇଛି । ଏ ସଂକ୍ରାନ୍ତରେ ଦଳର ରାଜ୍ୟଶାଖା ସଭାପତି ରବି ବେହେରା କହିଛନ୍ତି ଯେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି ।...

ସୋଆ ପ୍ରଫେସର ଜିତିଲେ ସୁନ୍ଦରୀ ପ୍ରତିଯୋଗିତା

0

ଭୁବନେଶ୍ୱର : “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି । ନୂଆଦିଲ୍ଲୀର ଏକ ତାରକା ହୋଟେଲ୍‌ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ଡିସେମ୍ବର ୨୪...

ବଜେଟ୍‍ ଅର୍ଥ ଖର୍ଚ୍ଚ ପାଇଁ ନିର୍ଦ୍ଦେଶନାମା

0

ଭୁବନେଶ୍ୱର : ଚିହ୍ନଟ ହୋଇଥିବା ଅଗ୍ରାଧିକାର କ୍ଷେତ୍ରରେ ଅର୍ଥ ଖର୍ଚ୍ଚକୁ ପ୍ରାଥମିକତା ଦେବାପାଇଁ ରାଜ୍ୟ ସରକାର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଅତିରିକ୍ତ ବଜେଟରେ ପ୍ରାୟ ୨୦ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ସେଥିପାଇଁ ଅଗ୍ରାଧିକାର କ୍ଷେତ୍ରରେ ଖର୍ଚ୍ଚକୁ ତ୍ୱରାନ୍ୱିତ ପାଇଁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିବାବେଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଅଗ୍ରାଧିକାର...