Speaker Election on 13 June
Bhubaneswar: Election to the post of Odisha Legislative Assembly Speaker will be held on June 13. The Assembly Secretariat has issued a letter to all MLAs in this regard on Wednesday. As per sources, the filing of nomination papers for the post of Speaker will be held on June 10. Dasharathi Satapathy, Secretary of Assembly has written the letter to all...
Fire Safety Review At BPIA
Bhubaneswar: DGP Fire Services S K Upadhyay reviewed fire safety and security relating to fire hazards for air passengers and related issues in the Biju Patnaik International Airport (BPIA). Biju Patnaik International Airport Director Pravat Ranjan Beuria, CISF Deputy Commanding Officer and State Fire Officer Ramesh Chandra Majhi attended the Review Meeting. Detailed review and physical verification was conducted on existing...
ଇ- ଯାନ ସବସିଡ୍ ମିଳିବାରେ ବିଳମ୍ବ
ଭୁବନେଶ୍ୱର : ଇ-ଯାନ ଖରିଦ ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସବସିଡ୍ ରାଶି ମିଳିବାରେ ବିଳମ୍ବ ହେବାରେ ଲାଗିଛି । ସରକାର ଜାରି କରିଥିବା ପୋର୍ଟାଲରେ ଇ-ଯାନ ପଞ୍ଜିକରଣ ଏବଂ ଏହାର କିଛିଦିନ ପରେ ଆଞ୍ଚଳିକ ପରିବହନ ଦପ୍ତର ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ଗ୍ରାହକଙ୍କୁ ଏହି ଅର୍ଥ ମିଳିପାରୁନାହିଁ । ରାଜ୍ୟ ସରକାର ଇ-ଯାନ ନୀତିକୁ ଗତ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ଆକାରରେ ଜାରି କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଲୋକେ ଯେଭଳି ଅଧିକରୁ ଅଧିକ ଇ-ଯାନ କିଣିବେ ସେଥିପାଇଁ...
ଅବକାରୀ ଅଧିକାରୀଙ୍କ ବୟାନକୁ ନେଇ ଆଲୋଡନ
ଭୁବନେଶ୍ୱର : ରାଜ୍ୟରେ ନିଶା ବେପାର ନିୟନ୍ତ୍ରଣ ସହିତ ଚୋରା କାରବାର ରୋକିବାପାଇଁ ଯେଉଁ ସଂସ୍ଥାଗୁଡିକ ଉପରେ ଦାୟିତ୍ୱ ଦିଆଯାଇଛି ସେଥିରେ ବ୍ୟାପକ ଦୁର୍ନୀତି ହେଉଥିବା ଘେନି ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିବା ସହ ଗଣମାଧ୍ୟମରେ ବୟାନ ଦେବା ଏବଂ ଦିନକ ପରେ ନିଜେ ନିଜକୁ ମାନସିକରୋଗୀ ବୋଲି ଘୋଷଣା କରି ପୂର୍ବ ବୟାନ ବଦଳାଇବା ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ପୁରୀର ଜଣେ ଅବକାରୀ ଇନ୍ସପେକ୍ଟର ଏ ପ୍ରସଙ୍ଗରେ ପୁଲିସ୍ ଓ ତାଙ୍କ...
Odisha Attracts TN Investors
Coimbatore: A high-level delegation from Odisha Government is holding a two-day road show to attract investors of Tamil Nadu to the State. The road show is being organised by Industrial Promotion and Investment Corporation of Odisha (IPCOL) in collaboration with Federation of Indian Chambers of Commerce & Industry (FICCI). According to official sources, Hemant Sharma, Principal Secretary Industries and Chairman IPICOL...
State Moots Micro Irrigation Plan
Bhubaneswar: The State Government on Tuesday approved the Micro Irrigation Action Plan of around Rs 531 crore under Pradhan Mantri Krishi Sinchai Yojana (PMKSY) for the financial year 2022-23. The State Level Sanctioning Committee on Micro Irrigation has approved the Action Plan. The meeting was held under the chairmanship of Chief Secretary Suresh Chandra Mahapatra in digital mode from Lokseba...
ଜାତୀୟ ବାୟୁ କ୍ରୀଡ଼ା ନୀତିର ଶୁଭାରମ୍ଭ
ଭୁବନେଶ୍ୱର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ (ଏନଏଏସପି ୨୦୨୨)ର ଶୁଭାରମ୍ଭ କରିଛନ୍ତି । ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ବାୟୁ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଇ ଏନଏଏସପି ୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ମାଧ୍ୟମରେ ଭାରତରେ ଏକ ନିରାପଦ, ଶସ୍ତା, ସୁଲଭ, ଗ୍ରହଣଯୋଗ୍ୟ, ଉପଭୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବାୟୁ କ୍ରୀଡ଼ା ଇକୋସିଷ୍ଟମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନଏଏସପି...
Snana Purnima Darshan For Devotees
Puri: After a gap of two years, the devotees can have darshan of Lord Jagannath and his siblings on Snana Purnima. This decision was taken at the meeting of Jagannath Temple Management Committee held under the chairmanship of Puri King Gajapati Maharaja Dibyasingha Deb here on Tuesday. Notably, the devotees were barred from having darshan of their beloved Lord Jagannath and...
8K Schools On Transformation Mode
Bhubaneswar: As part of its 5T initiative, the State Government has decided to transform another 8,000 high schools under its ongoing High School Transformation Program. This was informed by School and Mass Education Minister Samir Ranjan Dash on Tuesday. Bishnupada Sethi Principal Secretary School & Mass Education reviewed progress with senior officials of the Department on this count earlier. Under...
ଅସହାୟ ପ୍ରାଣୀଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର...










