ସହରାଞ୍ଚଳରେ କାର୍ଯ୍ୟର ମାନ ପରଖିବ ତୃତୀୟ ପକ୍ଷ ଟିମ୍
ଭୁବନେଶ୍ୱର : ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର କିଭଳି ସଫଳ ରୂପାୟନ ଏବଂ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି । ଏହି କ୍ରମରେ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଦ୍ୱାରା ସହରାଞ୍ଚଳ ରାସ୍ତା ଭିତ୍ତିଭୂମି ନିର୍ମାଣ ପାଇଁ ସଠିକ୍ ପଦକ୍ଷେପ ନେବା ସାଙ୍ଗକୁ ପୌରସଂସ୍ଥା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏବେ ରାଜ୍ୟରେ ଥିବା ୧୧୪ଟି ପୌରାଞ୍ଚଳରେ ୭୦୦କୋଟିରୁ ଉର୍ଦ୍ଧ୍ୱ...
SEC Meets Guv
Bhubaneswar: Ahead of announcing dates for the much-talked Panchayat Polls, State Election Commissioner (SEC) Aditya Prasad Padhi on Monday met Governor Prof Ganeshi Lal to apprise him about preparedness made for the election. Mr.Padhi met the Governor at Raj Bhawan and informed him about the preparedness made by the Commission for holding the General Elections to Panchayati Raj Institutions (PRIs). The...
ଠିକଣା ସମୟରେ ହେବ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ନିର୍ବାଚିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ୫ ବର୍ଷର କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବାକୁ ଯାଉଛି ଓ ସମ୍ବିଧାନର ଧାରା ୨୪୩ ଅନୁସାରେ ତା ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ଆବଶ୍ୟକ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକରେ ମତ ପ୍ରକାଶ କରିଛନ୍ତି । ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ଶ୍ରୀ ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ତେବେ ବିରୋଧିଦଳ ପକ୍ଷରୁ ବଢୁଥିବା କୋଭିଡ ସଂକ୍ରମଣ ଏବଂ...
Paper Slippers For Kashi Shrine
Vanarasi: The devotees visiting the Shree Kashi Vishwanath Temple in Varanasi and hundreds of temple workers will no longer need to enter the temple premises barefoot. Starting 14 January, Khadi and Village Industries Commission (KVIC) is beginning the sale of Khadi handmade paper “Use & Throw” slippers for the use of the devotees and the workers. The Khadi handmade paper slippers will...
ହୃଦଘାତରେ ସୋଆ ପ୍ରଫେସରଙ୍କ ପରଲୋକ
ଭୁବନେଶ୍ୱର : ହୃଦଘାତ ଯୋଗୁ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେଜନ ଆଣ୍ଡ ରିସର୍ଚ୍ଚର ଫିଜିକ୍ସ ବିଭାଗର ପ୍ରଫେସର ସୁବୋଧ ମିଶ୍ରଙ୍କର ଏଠାରେ ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ତଥା ଉଚ୍ଚ କୋଟୀର ବ୍ୟକ୍ତିତ୍ୱ ବିଶିଷ୍ଟ ପ୍ରଫେସର ମିଶ୍ର ମିଶୋରୀ-କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ ଫିଜିକ୍ସ, ଭୁବନେଶ୍ୱରରୁ ଫିଜିକ୍ସରେ ଦୁଇଟି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ଆର୍ନ୍ତଜାତିକ ସ୍ତରରେ ତାଙ୍କର ୨୫ ଟି ଗବେଷଣା ଭିତିକ ସନ୍ଦର୍ଭ ପ୍ରକାଶ ପାଇଛି । ଆମେରିକାରେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ...
Rural Poll Guidelines Soon
Bhubaneswar: Giving a clear indication towards timely conduct of Panchayat elections, State Election Commissioner Aditya Prasad Padhi on Monday said detailed guidelines for the poll will be issued soon, keeping the prevailing Covid-19 situation in mind. Mr.Padhi today held a meeting with the representatives of all political parties of the State and took their feedback and suggestions for free,...
ଆଦିବାସୀ ସଂରକ୍ଷଣରେ ଚଞ୍ଚକତା ହୋଇଛି
ଭୁବନେଶ୍ୱର : ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ରାଜ୍ୟ ସରକାର କେବଳ ଚଞ୍ଚକତା କରିନାହାନ୍ତି ସମ୍ବିଧାନ ଏବଂ ଆଇନ୍କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀ ମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ । ଆଦିବାସୀ ମାନଙ୍କୁ ସଂରକ୍ଷଣ...
Omicron Crosses 100 Mark
Bhubaneswar: The total Omicron cases crossed 100-mark in the State after detection of 28 fresh cases of the rapidly spreading variant on Monday. According to sources in the Institute of Life Sciences (ILS), Bhubaneswar, 28 Omicron cases were found today after conducting genome sequencing of some samples send by the State Health and Family Welfare (H&FW) Department. The Institute has...
୧୭ଲକ୍ଷରୁ ଅଧିକ ନେବେ ବୁଷ୍ଟର ଡୋଜ୍
ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହେଉଥିବାବେଳେ ୧୭ଲକ୍ଷରୁ ଅଧିକ ଲୋକଙ୍କୁ ଏହା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏମାନଙ୍କ ମଧ୍ୟରେ ୧୦ଲକ୍ଷରୁ ଅଧିକ ହେଉଛନ୍ତି ବହୁବିଧ ରୋଗରେ ପୀଡିତ ଥିବା ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି । କୋଭିଡ-୧୯ର ମୁକାବିଲାଗି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ କର୍ମକର୍ତ୍ତାଙ୍କ ସହିତ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ କି ବହୁବିଧ ରୋଗରେ ପୀଡିତ ସେମାନଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ।...
Booster Shots For 17.52L
Bhubaneswar: The booster shots against Covid-19 will be administered to Health Care Workers (HCW), Front Line Workers and people above 60-years-old with co-morbidities in Odisha from tomorrow, 10 January, it is known from official sources.All above category people are eligible for precaution dose after completion of 9 months (39 weeks) after second dose.The State Government has set a target...










